Tag Archives: National

ଯାହାଙ୍କ ସାକ୍ଷ୍ୟ ଯୋଗୁ ଚାଲିଯାଇଥିଲା ଇନ୍ଦିରା ଗାନ୍ଧୀଙ୍କ ପଦ, ପୂର୍ବତନ ମନ୍ତ୍ରୀ ଗିରିଶ ନାରାୟଣଙ୍କ ପରଲୋକ 

ଲକ୍ଷ୍ନୌ,୨୮।୩: ଦେଶର ସବୁଠାରୁ ପ୍ରତିଷ୍ଠିତ ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଭିଆଇପି ଜିଲାର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ଗିରିଶ ନାରାୟଣ ପାଣ୍ଡେଙ୍କର ଶୁକ୍ରବାର (୨୮ ମାର୍ଚ୍ଚ, ୨୦୨୫) ସକାଳେ ଦେହାନ୍ତ ହୋଇଯାଇଛି। ଗିରିଶ ନାରାୟଣ ପାଣ୍ଡେ...

ବିରୋଧୀଙ୍କୁ ଶାହାଙ୍କ ତେର୍ଚ୍ଛାବାଣ: କହିଲେ ‘୧୫-୨୦ ବର୍ଷ ଯାଏ କାହା ନମ୍ବର ଆସିବ ନାହିଁ,ଯାହା କରିବୁ ଆମେ କରିବୁ’

ନୂଆଦିଲ୍ଲୀ,୨୫।୩: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ସଭାରେ ବିପର୍ଯ୍ୟୟ ପରିଚାଳନା (ସଂଶୋଧନ) ବିଲ୍‌-୨୦୨୪ ଉପରେ ଆଲୋଚନାର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ ଆମ ସମସ୍ତଙ୍କୁ ସ୍ବୀକାର କରିବାକୁ ପଡିବ ଯେ ଗତ ୧୦ ବର୍ଷ ମଧ୍ୟରେ ବିପର୍ଯ୍ୟୟ...

PAN ପରେ ଏବେ Voter ID ସହ ଲିଙ୍କ ହେବ ଆଧାର

ନୂଆଦିଲ୍ଲୀ,୧୮।୩: ଆଧାର ଏବଂ ଭୋଟର ପରିଚୟପତ୍ର (EPIC)କୁ ଲିଙ୍କ କରିବାର ପଥ ପରିଷ୍କାର ହୋଇଯାଇଛି। ମଙ୍ଗଳବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦେଶର ନିର୍ବାଚନ କମିଶନ ଏହି ଦୁଇଟିକୁ ସଂଯୋଗ କରିବାକୁ ଅନୁମତି ଦେଇଛନ୍ତି। ଏ ସମ୍ପର୍କରେ ଏକ ବିବୃତ୍ତିରେ...

ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ ଏବଂ ଆର୍‌ଏସ୍‌ଏସ୍‌ର କାମ ଦଙ୍ଗା କରିବା, ଉସୁକାଇବା: ସଞ୍ଜୟ ରାଉତ  

ନୂଆଦିଲ୍ଲୀ,୧୬।୩: ବିନୋଦ ବଂଶଲଙ୍କ ବୟାନର ଜବାବରେ ବିବାଦୀୟ ବୟାନ ଦେଇଛନ୍ତି ସଞ୍ଜୟ ରାଉତ। ସେ କହିଛନ୍ତି ଯେ, ଦେଶ ବିଭାଜନ ଆଡକୁ ଗତି କରୁଛି। ମୋତେ ଆଜିର ପରିସ୍ଥିତି ୧୯୪୭ ପୂର୍ବ ପରିସ୍ଥିତି ସହିତ ସମାନ ଭଳି ମନେ ହେଉଛି।...

ବଜେଟରୁ ‘₹’ ର ପ୍ରତୀକ ହଟାଇଦେଲେ ଷ୍ଟାଲିନ ସରକାର, ଭାଷା ବିବାଦ ମଧ୍ୟରେ ବଡ଼ ପଦକ୍ଷେପ

ଚେନ୍ନାଇ,୧୩।୩: ତାମିଲନାଡ଼ୁରେ ଚାଲିଥିବା ଭାଷା ବିବାଦ ମଧ୍ୟରେ ଷ୍ଟାଲିନ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବଜେଟ ସମୟରେ ସରକାର ଟଙ୍କାର ପ୍ରତୀକକୁ ହଟାଇ ଦେଇ ‘ரூ’ ରଖିଛନ୍ତି। ସାରା ଦେଶରେ ଟଙ୍କାର ପ୍ରତୀକକୁ ଆଧିକାରୀକ ଭାବେ ଆପଣାଯାଇଛି। ହେଲେ ଷ୍ଟାଲିନ...

୧୪୦ ବର୍ଷ ଇତିହାସର ସବୁଠାରୁ ଅସଫଳ ନେତା, ଆମର ଟ୍ରମ୍ପକାର୍ଡ…ରାହୁଲଙ୍କ ଉପରେ ବର୍ଷିଲା ଭାଜପା

ନୂଆଦିଲ୍ଲୀ,୯।୩: ଭାରତୀୟ ଜନତା ପାର୍ଟି (ଭାଜପା) ଶନିବାର କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ନିଜ ଦଳର ନେତାମାନଙ୍କ ବିଷୟରେ ମନ୍ତବ୍ୟକୁ ନେଇ ତାଙ୍କୁ କଟାକ୍ଷ କରିଛି। ଭାଜପା କହିଛି ଯେ ତାଙ୍କୁ ପ୍ରଥମେ ବୁଝିବା ଉଚିତ ଯେ ନିର୍ବାଚନରେ ତାଙ୍କ...

ମୁଁ କେବଳ ଜଣେ ଯୋଗୀ…BJPରେ ରାଜନୈତିକ ଭବିଷ୍ୟତ ପ୍ରଶ୍ନରେ ଏଭଳି ଉତ୍ତର ରଖିଲେ UPର ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୯।୩: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାଜପାରେ ତାଙ୍କର ରାଜନୈତିକ ଭବିଷ୍ୟତ ବିଷୟରେ ଖୋଲାଖୋଲି ବୟାନ ଦେଇଛନ୍ତି। ରାଜନୀତିରେ ତାଙ୍କର ଭୂମିକା ଜନସେବା ପାଇଁ ସମର୍ପିତ ଯୋଗୀଙ୍କ ଭଳି ବୋଲି ସେ କହିଛନ୍ତି। ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମରେ...

ବାହାନାରେ ଆସି କେନାଲକୁ ଠେଲିଦେଲେ; ପରେ କଲେ ଗଣବଳାତ୍କାର…ସାମ୍ନାକୁ ଆସିଲା କର୍ନାଟକ ଲଜ୍ଜାର ଲୋମଟାଙ୍କୁରା କାହାଣୀ…

କୋପ୍ପାଲ,୮।୩ : କର୍ନାଟକର ହାମ୍ପି ନିକଟରେ ଜଣେ ୨୭ ବର୍ଷୀୟା ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ମହିଳାଙ୍କୁ ଦୁର୍ବୃତ୍ତମାନେ ଗଣବଳାତ୍କାର କରିବା ସହ ସେମାନଙ୍କ ସାଙ୍ଗରେ ଥିବା ୩ ପୁରୁଷ ପର୍ଯ୍ୟଟକଙ୍କୁ ମାଡ଼ମାରି ନିକଟସ୍ଥ କେନାଲକୁ ଫିଙ୍ଗିଦେଇଥିଲେ। ସେମାନଙ୍କ...

‘ମହିଳାଙ୍କୁ ଗୋଟିଏ ହତ୍ୟା କରିବାର ସ୍ବାଧୀନତା ଦିଆଯାଉ’

ନୂଆଦିଲ୍ଲୀ,୮।୩: ଆଜି ଆନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ମହିଳାମାନଙ୍କ ଅଧିକାର, ସେମାନଙ୍କ ଶକ୍ତି, ସେମାନଙ୍କର ମର୍ଯ୍ୟାଦା ଏବଂ ସମ୍ମାନ ବିଷୟରେ ସବୁଠି ଆଲୋଚନା ହେଉଛି। ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି...

ଲଣ୍ଡନରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଉପରେ ଆକ୍ରମଣ ଉଦ୍ୟମ, ତ୍ରିରଙ୍ଗା ଚିରିଲେ ଖଲିସ୍ତାନୀ ସମର୍ଥକ-Video

ଲଣ୍ଡନ,୬।୩: ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କର ୬ ଦିନିଆ ୟୁକେ ଏବଂ ଆୟର୍ଲାଣ୍ଡ ଗସ୍ତରେ ଅଛନ୍ତି। ବୈଦେଶିକ ମନ୍ତ୍ରୀ ଚାଥାମ ହାଉସରେ ପହଞ୍ଚିବା ପୂର୍ବରୁ କିଛି ଖଲିସ୍ତାନୀ ସମର୍ଥକ ସେଠାରେ ଉପସ୍ଥିତ ଥିଲେ। ସେମାନେ ଭାରତ ବିରୋଧୀ ସ୍ଲୋଗାନ...

ଦୁଷ୍ଟ ଶାସକ ଔରଙ୍ଗଜେବଙ୍କ କବର ଉପରେ ବୁଲ୍‌ଡୋଜର ଚଢ଼ାଇ ଦିଆଯାଉ…ରାମଭଦ୍ରାଚାର୍ଯ୍ୟଙ୍କ ଦାବି

ନୂଆଦିଲ୍ଲୀ,୫।୩: ମହାରାଷ୍ଟ୍ର ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅବୁ ଆଜମୀ ଔରଙ୍ଗଜେବଙ୍କୁ ମହାନ କହି ବିବାଦରେ ଫସିଛନ୍ତି। ରାଜନେତାଙ୍କଠାରୁ ଆରମ୍ଭ କରି ଧାର୍ମିକ ନେତା ପର୍ଯ୍ୟନ୍ତ, ସମସ୍ତେ ତାଙ୍କ ବକ୍ତବ୍ୟକୁ ସମାଲୋଚନା କରୁଛନ୍ତି। ଏହି କ୍ରମରେ ତୁଳସୀ ପୀଠର ମୁଖ୍ୟ ରାମଭଦ୍ରାଚାର୍ଯ୍ୟ...

‘ମୋହନ ଭାଗବତ କାହିଁକି କୁମ୍ଭ ଗଲେ ନାହିଁ ଆଗ ପଚାର’

ନୂଆଦିଲ୍ଲୀ,୨।୩: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭର ଉଦ୍‌ଯାପନ ଫେବୃଆରୀ ୨୬ରୁ ହୋଇସାରିଛି। ହେଲେ ଏହାକୁ ନେଇ ଏବେ ବି ରାଜନୈତିକ ବୟାନବାଜି ଜାରି ରହିଛି। କିଛି ଦିନ ତଳେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri