୨ ଛକା ମାରି ବିଶ୍ୱରେକର୍ଡ କଲେ ରୋହିତ ଶର୍ମା: ଭାଙ୍ଗିଲେ ପାକିସ୍ତାନ କ୍ରିକେଟର୍ଙ୍କ ରେକର୍ଡ
ୱେଲିଂଟନ,୭।୧୧: ଭାରତୀୟ କ୍ରିକେଟ୍ର ଷ୍ଟାର୍ ବ୍ୟାଟର ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଆଉ ଏକ ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। ଏହି ମ୍ୟାଚ୍ରେ ସେ ୨୩ ରନ୍ର ଇନିଂସ ଖେଳିଥିବା ବେଳେ ଦୁଇଟି ଛକା ମାରିଥିଲେ। ଏହି…

