Tag Archives: Microsoft

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା ଏସିଆରେ କମ୍ପାନୀର ସର୍ବବୃହତ ପୁଞ୍ଜି ବିନିଯୋଗ ଭାବରେ ୧୭.୫ ବିଲିୟନ ଆମେରିକୀୟ ଡଲାର (ପ୍ରାୟ…

ଆମେରିକା ଛାଡ଼ ନାହିଁ, ଭିଜାକୁ ନେଇ ପରାମର୍ଶ ଜାରି କଲା ମେଟା

ଓ୍ବାଶିଂଟନ,୨୦ା୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା କଡ଼ା ନୂଆ ପ୍ରବାସ ନିୟମ ଲାଗୁ କରାଯିବା ପରେ ମେଟା ଏବଂ ମାଇକ୍ରୋସଫ୍ଟ ଭଳି ପ୍ରମୁଖ ଟେକ୍ କମ୍ପାନୀଗୁଡ଼ିକ ସେମାନଙ୍କର H-1B ଭିଜାଧାରୀ କର୍ମଚାରୀମାନଙ୍କୁ ଆମେରିକା ନ ଛାଡିବାକୁ ପରାମର୍ଶ ଦେଇଛନ୍ତି। କମ୍ପାନୀଗୁଡ଼ିକ…

ବିପଦରେ ଏହି ୪୦ ସଂସ୍ଥାର ଚାକିରି: ଅଧ୍ୟୟନରୁ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା, ସର୍ବାଧିକ ପ୍ରଭାବିତ ହେବ…

ନୂଆଦିଲ୍ଲୀ,୩୧।୭: ମାଇକ୍ରୋସଫ୍ଟର ଏକ ଅଧ୍ୟୟନରୁ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଏଥିରେ କୁହାଯାଇଛି ଯେ, ଇଣ୍ଟରପ୍ରେଟର୍ସ ଏବଂ ଟ୍ରାନ୍ସଲେଟର୍‌ (ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ କରିବା) ସହିତ, ଆହୁରି ଅନେକ ଚାକିରି ଅଛି ଯାହା AI (କୃତ୍ରିମ ବୁଦ୍ଧିମତ୍ତା) ଦ୍ୱାରା…

ଭାରତରେ ଟେକ୍ ନିଯୁକ୍ତି ବନ୍ଦ କରିବାକୁ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ, ଗୁଗଲ-ମାଇକ୍ରୋସଫ୍ଟକୁ କହିଲେ ଏମିତି

ନୂଆଦିଲ୍ଲୀ,୨୪।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଗଲ ଓ ମାଇକ୍ରୋସଫ୍ଟ ଭଳି ବଡ଼ ଟେକ୍ କମ୍ପାନୀମାନଙ୍କୁ ଭାରତ ସମେତ ବିଦେଶରେ ନିଯୁକ୍ତି ବନ୍ଦ କରି ଆମେରିକାରେ ଚାକିରି ସୃଷ୍ଟି ଉପରେ ଧ୍ୟାନ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ୱାଶିଂଟନରେ ଆୟୋଜିତ…

ମାଇକ୍ରୋସଫ୍ଟରେ ପୁଣି ଛଟେଇ ଆରମ୍ଭ: କର୍ମଚାରୀଙ୍କ ମଧ୍ୟରେ ପଡ଼ିଲା ଚହଳ

ଓ୍ବାଶିଂଟନ୍‌,୪।୨: ଟେକ୍‌ ଜଗତରେ ଛଟେଇର ଲହର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଅନେକ ପ୍ରମୁଖ କମ୍ପାନୀ ପୁଣି ଥରେ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛନ୍ତି। ଆମାଜନ ପରେ ମାଇକ୍ରୋସଫ୍ଟ ମଧ୍ୟ କାର୍ଯ୍ୟଦକ୍ଷତା ଆଧାରରେ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛି ।…

ଇତିହାସ ରଚିଲା ମାଇକ୍ରୋସଫ୍ଟ: ବିଶ୍ୱର କୌଣସି କମ୍ପାନୀ ଏପର୍ଯ୍ୟନ୍ତ ଏହି ଆକଳନକୁ ଛୁଇଁ ପାରିନାହାଁନ୍ତି

ଓ୍ବାଶିଂଟନ୍‌,୧୧।୨: ଆଜିକାଲି ପ୍ରସିଦ୍ଧ ବୈଷୟିକ କମ୍ପାନୀ ମାଇକ୍ରୋସଫ୍ଟର ଶେୟାରଗୁଡିକ ବୃଦ୍ଧି ପାଇବାରେ ଲାଗିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ପୂର୍ବରୁ ନିଆଯାଇଥିବା ପଦକ୍ଷେପରୁ କମ୍ପାନୀ ବିପୁଳ ଲାଭ ହାସଲ କରୁଛି। କମ୍ପାନୀର ଶେୟାରରେ ଏହି ବୃଦ୍ଧି ଯୋଗୁ ମାଇକ୍ରୋସଫ୍ଟ ଏପରି ଏକ ଆକଳନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?