‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ମୋଦି ଦେଲେ ଖୁସି ଖବର
ନୂଆଦିଲ୍ଲୀ,୩୦।୧୧: ରବିବାର (୩୦ ନଭେମ୍ବର) ‘ମନ କି ବାତ’ କାର୍ଯ୍ୟକ୍ରମର ୧୨୮ତମ ଏପିସୋଡରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ନଭେମ୍ବର ମାସ ଭାରତ ପାଇଁ ଅନେକ ଐତିହାସିକ ଏବଂ ପ୍ରେରଣାଦାୟକ ସଫଳତାରେ ପରିପୂର୍ଣ୍ଣ ଥିଲା। ସେ…
ମନ୍ କି ବାତ୍ରେ ପ୍ରମିଳାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ/କେନ୍ଦୁଝର,୨୭ା୭( ନରେଶ ଚନ୍ଦ୍ର ପଟ୍ଟନାୟକ): ମନ କି ବାତ୍ରେ କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସଂକୀର୍ତ୍ତନ ଜରିଆରେ ବନାଗ୍ନି ବାବଦରେ ସଚେତନ କରୁଥିବାରୁ ପ୍ରମିଳାଙ୍କୁ ମୋଦି ପ୍ରଶଂସା କରିଛନ୍ତି। କେନ୍ଦୁଝର ଜିଲାରେ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ…
ପରଲୋକରେ ‘ଜରି ମାଉସୀ’, ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ରେ କଥା ହୋଇ ଚର୍ଚ୍ଚାରେ ଥିଲେ…
କେନ୍ଦ୍ରାପଡ଼ା,୧ା୬(ଜଗନ୍ନାଥ ଧଳ): ସୁସ୍ଥ ପରିବେଶ ଓ ଅଳିଆ ସାମଗ୍ରୀରୁ ହସ୍ତକଳାକୁ ଗୁରୁତ୍ୱ ଦେଇଥିବା କେନ୍ଦ୍ରାପଡ଼ା ଜିଲାର ବହୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ କମଳା ମହାରଣା (୬୬)ଙ୍କର ଶନିବାର ରାତିରେ ମୃତ୍ୟୁ ହୋଇଛି। ଗତ ମେ’ ୨୮ରେ ଘରେ ଗୋଡ଼ ଖସିଯିବାରୁ ଆହତ ହୋଇ…
‘ପହଲଗାମ ଆତଙ୍କବାଦୀ ଆକ୍ରମଣ ଦେଶକୁ ଦୁଃଖ ଦେଇଛି, କଡା ଜବାବ ଦିଆଯିବ’: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୭ା୪: ‘ମନ୍ କି ବାତ’ର ୧୨୧ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ଆଜି ମୁଁ ଆପଣଙ୍କ ସହ ମନର କଥା କହୁଛି, ମୋ ହୃଦୟରେ ଗଭୀର ବେଦନା ରହିଛି। ୨୨ ଏପ୍ରିଲରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରତ୍ୟେକ ଭାରତୀୟଙ୍କ…
୩ ମାସ ପର୍ଯ୍ୟନ୍ତ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ କରିବେନି ମୋଦି, ନିଜେ ଦେଲେ ଏହି ସୂଚନା
ନୂଆଦିଲ୍ଲୀ,୨୫ା୨: ଲୋକପ୍ରିୟ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସହ ରବିବାର କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ ସେ ଡ୍ରୋନ୍ ଦିଦିଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ଦେଶରେ ନମୋ ଦିଦି ଡ୍ରୋନ୍…
Archives


