ବଲିଉଡ୍ରେ ଆଉ ଜଣେ ଷ୍ଟାର୍ କିଡ୍ଙ୍କ ଏଣ୍ଟ୍ରି! ମଲାଇକା-ଅରବାଜଙ୍କ ପୁଅ ଅରହାନ କରିବେ ଡେବ୍ୟୁ… ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ ହୋଇଛି। ତାଙ୍କର ପ୍ରଥମ ଫିଲ୍ମ ଏକ ଜବରଦସ୍ତ ଆକ୍ସନ-ପ୍ୟାକ୍ଡ ସିନେମା ହେବାକୁ ଯାଉଛି।…