Tag Archives: Maharastra

ଗିରଫ ହେଲା କୋଟିପତି ଚୋର, ନାଁ ବଦଳାଇ କରିଥିଲା ବିବାହ

ମୁମ଼୍ବାଇ, ୬।୭: ବହୁଦିନ ଧରି ଚୋରି କରି ମୁମ଼୍ବାଇରେ ଅଏସ୍‌ କରୁଥିବା ଜଣେ କୋଟିପତି ଚୋରକୁ ଗିରଫ କରିଛି ଗୁଜୁରାଟ ପୋଲିସ । ଏହି ଚୋର ନାଁରେ ୧୯ଟି ଡକାୟତି ମାମଲା ରହିଛି । ବିଭିନ୍ନ ରାଜ୍ୟକୁ ଯାଇ ଚୋରି କରୁଥିବା…

କଲେଜ୍‌କୁ ଜିନ୍ସ ପ୍ୟାଣ୍ଟ-ସାର୍ଟ ପିନ୍ଧି ଯାଇପାରିବେନି ଛାତ୍ରୀଛାତ୍ର

ମୁମ଼୍ବାଇ,୨।୭: କଲେଜ ପରିସରକୁ ଜିନ୍ସ ପିନ୍ଧି ଯାଇପାରିବେନି ଛାତ୍ରୀଛାତ୍ର । ଅର୍ଥାତ କଲେଜ ପରିସରରେ ଜିନ୍ସ ମନା । ଏପରି ଏକ ନୋଟିସ୍‌ ଜାରି କରି ଏବେ ଅଡ଼ୁଆରେ ପଡ଼ିଛନ୍ତିି ଏକ କଲେଜ୍‌ କର୍ତ୍ତୃପକ୍ଷ । ମହାରାଷ୍ଟ୍ରର ଚେମ଼୍ବୁରରେ ଥିବା ଆଚାର୍ଯ୍ୟ…

ବଜେଟ୍‌ରେ ଘୋଷଣା, ଏଠି ୨ଟଙ୍କା ଶସ୍ତା ହେବ ପେଟ୍ରୋଲ-ଡିଜେଲ୍‌

ନୂଆଦିଲ୍ଲୀ, ୨୬।୦୬: କର୍ଣ୍ଣାଟକ ଏବଂ ଗୋଆ ସରକାର ପେଟ୍ରୋଲ ଓ ଡିଜେଲ୍‌ର ଦାମ୍‌ରେ ନିକଟରେ ବୃଦ୍ଧି କରିଥିବା ବେଳେ ମହାରାଷ୍ଟ୍ର ଏହାକୁ ନେଇ ବଡ଼ ଘୋଷଣା କରିଛି । ପେଟ୍ରୋଲ ଓ ଡିଜେଲ୍‌ ଦାମ୍‌ରେ ୨ଟଙ୍କା ହ୍ରାସ କରିବେ ରାଜ୍ୟ ସରକାର…

ଅଟଳ ସେତୁ ରାସ୍ତାରେ ଫାଟ, ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ, ୨୧।୬: ଭାରତର ଦୀର୍ଘତମ ସେତୁର ରାସ୍ତାରେ ଫାଟ ସୃଷ୍ଟି ହୋଇଛି । ଅଟଳ ବିହାରୀ ବାଜପେୟୀ ସେୱରି-ନହାଭ ସେବା ସେତୁ ନାମରେ ନାମିତ ଏହି ସେତୁକୁ ମୁମ଼୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍‌ ବୋଲି ମଧ୍ୟ କୁହାଯାଏ । ଏହି ସେତୁର…

ପୁଣି ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା, କାର ଧକ୍କାରେ ୫ ଆହତ

ମୁମ଼୍ବାଇ, ୧୬।୬: ମହାରାଷ୍ଟ୍ରରେ ହିଟ ଆଣ୍ଡ ରନ ମାମଲା ପୁଣିଥରେ ସାମ୍ନାକୁ ଆସିଛି । ପୁଣେ ପୋର୍ସେ ଘଟଣାକୁ ଲୋକେ ଏପର୍ଯ୍ୟନ୍ତ ଭୁଲି ନଥିବା ବେଳେ ଆଉ ଏକ ସମାନ ମାମଲା ଘଟିଛି। ନାଗପୁରରେ ହାଇ ସ୍ପିଡ କାର ଯୋଗୁଁ ବଡ଼…

ମୁଖ୍ୟମନ୍ତ୍ରୀଙ୍କୁ ଲାଗିପାରେ ବଡ଼ ଝଟକା, ବିରୋଧୀ ଦଳକୁ ଯିବେ ୬ ବିଧାୟକ!

ମୁମ଼୍ବାଇ, ୭ା୬: ଲୋକସଭା ନିର୍ବାଚନ ଫଳ ଆସିବା ପରେ ମହାରାଷ୍ଟ୍ରର ରାନଜନୈତିକ ସ୍ଥିତି ସରଗରମ ହୋଇଛି। ବର୍ତ୍ତମାନର ଶାସନରେ ଥିବା ଶିନ୍ଦେ ଦଳକୁ ହାର୍‌ର ସାମ୍ନା କରିବାକୁ ପଡ଼ିଛି। ପୂର୍ବରୁ ଶିନ୍ଦେ ଗୋଷ୍ଠୀ ଅଧୀନରେ ରହିଥିବା ଆସନ ମଧ୍ୟ ଚଳିତ ନିର୍ବାଚନରେ…

ମରାଠା ସଂରକ୍ଷଣ ଲାଗୁ କରିବା ନେଇ ଚାପ ପକାଇବାକୁ ମୁମ୍ବାଇ ଯିବି: ଜରାଙ୍ଗେ

ମୁମ୍ବାଇ,୧୫।୨: ମରାଠା ସଂରକ୍ଷଣ ଲାଗୁ କରିବା ଦାବି ନେଇ ଲଗାତର ଭାବେ ଅନଶନରେ ବସିଛନ୍ତି ସଂରକ୍ଷଣ କର୍ମକର୍ତ୍ତା ମନୋଜ ଜରାଙ୍ଗେ। ତେବେ ‘କୁନ୍‌ବୀ ମରାଠାଙ୍କ ରକ୍ତ ସମ୍ପର୍କୀୟ’ଙ୍କ ସମ୍ପର୍କରେ ମହାରାଷ୍ଟ୍ର ସରକାରଙ୍କ ଡ୍ରାଫ୍ଟ ବିଜ୍ଞପ୍ତିକୁ ଆଇନରେ ପରିଣତ କରିବା ଲାଗି ଫେବୃଆରୀ…

ଏକନାଥ ଶିନ୍ଦେ ଦଳ ପ୍ରକୃତ ଶିବସେନା: ମହାରାଷ୍ଟ୍ର ବାଚସ୍ପତିଙ୍କ ବଡ ରାୟ

ନୂଆଦିଲ୍ଲୀ,୧୦।୧: ମହାରାଷ୍ଟ୍ର ବାଚସ୍ପତି ବୁଧବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ତାଙ୍କ ଗୋଷ୍ଠୀ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ମାମଲାର ଶୁଣାଣି କରିଛନ୍ତି। ଦେଢ଼ବର୍ଷ ପୂର୍ବେ ୨୦ ଜୁନ୍ ୨୦୨୨ରେ ଏକନାଥ ଏବଂ ତାଙ୍କ ଗୋଷ୍ଠୀର ୩୯ ବିଧାୟକ ଶିବସେନାରେ ବିଦ୍ରୋହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?