Tag Archives: Lifestyle

ଘରେ ଅବା ଅଫିସ୍‌ରେ ୭ଟି ଦୌଡୁଥିବା ଘୋଡ଼ାର ଚିତ୍ର ଅଛି କି? ଜାଣିରଖନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ୭ଟି ଘୋଡ଼ା ଦୌଡୁଥିବାର ଚିତ୍ର କିମ୍ବା ପେଣ୍ଟିଂକୁ ଘରେ ହେଉ ଅବା ଅଫିସ୍‌ରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। କାରଣ ଏହା ସଫଳତା, ପ୍ରଗତି ତଥା ଶକ୍ତିର ପ୍ରତୀକ ବୋଲି ବି କୁହାଯାଏ। ତେବେ…

ଅବିବାହିତ ବ୍ୟକ୍ତି ସ୍ବପ୍ନରେ ଏହି ୪ ଜିନିଷ ଦେଖିବା ଶୁଭ; ବୁଝିନିଅନ୍ତୁ ଯେ ଶୀଘ୍ର ହେବ ବିବାହ…

ମନୁଷ୍ୟ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ହିନ୍ଦୁ ଧର୍ମରେ ବିବାହ ବିନା ଜୀବନ ଅସମ୍ପୂର୍ଣ୍ଣ ବୋଲି ଧରାଯାଏ। ବିଶ୍ୱାସ କରାଯାଏ ଯେ ଯଦି ଜଣେ ଭଲ ଜୀବନସାଥୀ ମିଳେ, ତେବେ ଜୀବନରେ ବହୁତ ଉନ୍ନତି ହୁଏ। ଏହି କାରଣରୁ ଅନେକ…

ସ୍ବାସ୍ଥ୍ୟବର୍ଦ୍ଧକ କନ୍ଦମୂଳ: ଖାଇବାକୁ ଯେମିତି ସୁସ୍ବାଦୁ, ଶରୀର ପାଇଁ ସେମିତି ଉପକାରୀ

କନ୍ଦମୂଳ ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ ହୋଇଥାଏ। କାରଣ ଏଥିରେ ଭରି ରହିଥାଏ ଭିଟାମିନ୍‌ ଏ, ବିଟା କ୍ୟାରୋଟିନ୍‌, ମିନେରାଲ୍ସ ଓ ଆଣ୍ଟି ଅକ୍ସିଡାଣ୍ଟ ଇତ୍ୟାଦି। କୁହାଯାଏ, କନ୍ଦମୂଳ ଖାଇବା ଦ୍ୱାରା ଆଖି…

ବାସ୍ତୁରେ ଶୋଇବାକୁ ନେଇ ରହିଛି ନିୟମ, ଜାଣିଲେ ଶରୀର ସହ ନିଦ୍ରା ଉପରେ ପଡ଼ିବନି କୁପ୍ରଭାବ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ମଧ୍ୟ କିଛିଟା ନିୟମ ମାନିବାକୁ ହୁଏ। ନଚେତ୍‌ ଏହାର କୁପ୍ରଭାବ ଆମର ଶରୀର ଓ ମନ ସହିତ ନିଦ୍ରା ଉପରେ ପଡ଼ିଥାଏ ବୋଲି କୁହାଯାଏ। ସେଥିପାଇଁ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି, ଦକ୍ଷିଣ ଦିଗକୁ ମୁଣ୍ଡକରି ଶୋଇବା…

ବାସ୍ତୁ ଅନୁଯାୟୀ କେଉଁ ମୂର୍ତ୍ତିକୁ ଘରେ ରଖିବା ଶୁଭ, ଜାଣନ୍ତୁ…

ସାଜସଜ୍ଜା ପାଇଁ ଘରେ ଆମେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ମୂର୍ତ୍ତି ରଖିଥାଉ। କିନ୍ତୁ କିଛି ମୂର୍ତ୍ତିକୁ ବାସ୍ତୁ ଅନୁଯାୟୀ ବହୁତ ଶୁଭ ବୋଲି କୁହାଯାଏ; ଯାହାକୁ ଘରେ ରଖିଲେ ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ ସୁଖଶାନ୍ତି ବଢ଼ିଥାଏ ବୋଲି ବିଶ୍ୱାସ ରହିଛି।…

ଘରେ ପକ୍ଷୀଙ୍କ ଫଟୋ ଲଗାଉଥିଲେ ଜାଣି ନିଅନ୍ତୁ ଏସବୁ କଥା, ବୃଦ୍ଧି ପାଇବ ସୁଖ-ସମୃଦ୍ଧି…

ପକ୍ଷୀମାନେ ଦେଖିବାକୁ ଖୁବ୍‌ ସୁନ୍ଦର ହୋଇଥାନ୍ତି। ସେଥିପାଇଁ ଅନେକେ ଘରର ଶୋଭା ବଢ଼ାଇବାକୁ କାନ୍ଥରେ ବିଭିନ୍ନ ପକ୍ଷୀଙ୍କର ଫଟୋ ତଥା ଛବି ଆଦି ଲଗାଇଥାନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କେତେକ ପକ୍ଷୀ ଅଛନ୍ତି; ଯାହାଙ୍କ ଫଟୋ ହେଉ ଅବା…

ପୂଜା କରିବା ବେଳେ ମାନନ୍ତୁ ଏସବୁ ନିୟମ, ଦେବାଦେବୀ ହେବେ ପ୍ରସନ୍ନ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ପୂଜାକୁ ସଫଳ ଓ ଫଳଦାୟୀ କରିବାକୁ ହେଲେ କେତୋଟି ନିୟମ ମାନିବାକୁ ହୋଇଥାଏ। ଯଦ୍ଦ୍ବାରା ଦେବାଦେବୀଙ୍କର ଆଶିଷ ଲାଭ ହେବା ସହ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଯେମିତିକି: * ଘରେ ଦେବାଦେବୀଙ୍କ ପ୍ରତିମା ସ୍ଥାପନା କରିବା…

ଶାବର୍ମା ଖାଇ ଯୁବକଙ୍କ ମୃତ୍ୟୁ, ଏଥିରେ ଏଭଳି କ’ଣ ରହିଛି ଯେଉଁଥିରେ ହୋଇପାରେ ଫୁଡ୍‌ ପଏଜନିଂ

ଖାଦ୍ୟ ବିଷକ୍ରିୟାରେ ୨୪ ବର୍ଷର ଯୁବକର ମୃତ୍ୟୁ ଘଟିଛି। ଏହି ଘଟଣା କେରଳର କୋଚିରେ ଘଟିଛି। ଯୁବକ ଜଣଙ୍କ ସହରର ଏକ ହୋଟେଲର ପ୍ରସିଦ୍ଧ ଷ୍ଟ୍ରିଟ ଫୁଡ ଖାଇ ମୃତ୍ୟୁ ହୋଇଥିବା ଜଣାପଡିଛି। ଚେନ୍ନାଇରେ କିଛି ମାସ ପୂର୍ବରୁ ଏଭଳି ଏକ…

ଜୀବନରେ ଶାନ୍ତି ପାଇବାକୁ ହେଲେ ମାନନ୍ତୁ ଏସବୁ କଥା…

ଜୀବନରେ ଶାନ୍ତି ପାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ। ହେଲେ ବେଳେବେଳେ ଛୋଟମୋଟ ଭୁଲ୍‌ ଯୋଗୁ ଘରେ ଅଶାନ୍ତି ଲାଗିରହେ ଆଉ ସୁଖସମୃଦ୍ଧିରେ ବାଧା ସୃଷ୍ଟି ହୁଏ। ଯେମିତିକି: * ଶୋଇକି ଉଠିବା ପରେ ଅସଜଡ଼ା ଶେଯକୁ ନ ସଜାଡ଼ଲେ, ଘରେ ଶନି…

ଦଶହରାରେ ଘରେ କେଉଁଠି ରଖିବେ ମା’ ଦୁର୍ଗାଙ୍କ ମୂର୍ତ୍ତି, ଜାଣନ୍ତୁ କ’ଣ ରହିଛି ବାସ୍ତୁ ନିୟମ…

ଦଶହରା ସମୟରେ ମା’ ଦୁର୍ଗାଙ୍କର ଖୁବ୍‌ ସୁନ୍ଦର ସୁନ୍ଦର ମୂର୍ତ୍ତି ବିଭିନ୍ନ ପୂଜାମଣ୍ଡପରେ ଦେଖିବାକୁ ମିଳେ। ହେଲେ ଏମିତି ବି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ଘରେ ମା’ ଦୁର୍ଗାଙ୍କର ମୂର୍ତ୍ତି ରଖି ପୂଜାର୍ଚ୍ଚନା କରିଥାନ୍ତି। ତେବେ ଘରେ ମା’ଙ୍କର ମୂର୍ତ୍ତି…

ସ୍ବାସ୍ଥ୍ୟୋପକାରୀ ଫଳ ଚୋପା

ତଟକା ଫଳମୂଳ ତଥା ପନିପରିବା ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଏହାର ଚୋପାରେ ମଧ୍ୟ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ସେ ସମ୍ପର୍କରେ ଟିପ୍ସ… ଆଳୁ ଚୋପା: ଆଳୁରେ ଅଧିକ ପରିମାଣରେ ଷ୍ଟାର୍ଚ ରହିଛି, ଯାହା ଚର୍ମକୁ…

ପେଟ ମାଲିସ ଦ୍ୱାରା ଦୂର ହୋଇଥାଏ ଅନେକ ସମସ୍ୟା

ମାଲିସ ଶରୀର ପାଇଁ ବହୁତ ଲାଭଦାୟକ। ଏହା ଦ୍ୱାରା ଜଣେ ବ୍ୟକ୍ତି ମାନସିକ ଏବଂ ଶାରୀରିକ ଭାବେ ନିଜକୁ ସୁସ୍ଥ ଅନୁଭବ କରିଥାଏ। ସେହିପରି ପେଟ ମାଲିସର ବହୁ ଉପକାରିତା ରହିଛି। ପେଟ ମାଲିସ ଦ୍ୱାରା ଚିନ୍ତାମୁକ୍ତ ହେବା ସହ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?