ପୁଅକୁ କ୍ରିକେଟର୍ କରିବାକୁ ବହି ପଢ଼ିଥିଲେ ବାପା, ଆଜି ଶତକ ମାରି ଗର୍ବିତ କଲେ କୁଶାଗ୍ର
ନୂଆଦିଲ୍ଲୀ, ୨୦।୧୧: ଟିମ୍ ଇଣ୍ଡିଆ କାହିଁକି କୁମାର କୁଶାଗ୍ରଙ୍କୁ ନିୟମିତ ଭାବେ ନିଜ ସ୍କ୍ୱାଡ୍ରେ ସାମିଲ କରୁଛି, ତାହାର ଉତ୍ତର ଆଉ ଥରେ ମିଳିଯାଇଛି। ଇମର୍ଜିଂ ଏସିଆ କପ୍ର ପ୍ରଥମ ମ୍ୟାଚ୍ରେ କୁମାର କୁଶାଗ୍ର ନେପାଳ ବିପକ୍ଷରେ ଏକ ଦମଦାର ଶତକ…

