୫୦ ଟଙ୍କାରେ ୨୮ ଦିନ ରାତିରେ ଅନଲିମିଟେଡ୍ ଡାଟା, ମାତ୍ର ଏତିକି ଦିନ ଅଫର
ଜିଓର ଏକ ଡାଟା ପ୍ୟାକ୍ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ । ବିଶେଷକରି ରାତିରେ ଫିଲ୍ମ ଓ ୱେବ୍ ସିରିଜ୍ ଦେଖୁଥିବା, ବଡ଼ ଫାଇଲ୍ ଡାଉନଲୋଡ୍ କରୁଥିବା କିମ୍ବା ମୋବାଇଲ୍ରେ ଗେମ୍ ଖେଳୁଥିବା ଲୋକଙ୍କ ପାଇଁ ଏହି ପ୍ୟାକ୍ ଲାଭଦାୟକ ହୋଇପାରେ…

