Tag Archives: Israel

“ଆମେ ଏବେ ଆଉ ଆକ୍ରମଣ କରିବୁ ନାହିଁ, କିନ୍ତୁ ଇସ୍ରାଏଲ୍ …”: ଆକ୍ରମଣ ପରେ ବିବୃତ୍ତି ଜାରି କଲା ଇରାନ

ନୂଆଦିଲ୍ଲୀ,୧୪।୪: ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସହିତ ଇରାନର ଇସ୍ରାଏଲ ଉପରେ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ତେବେ ଇରାନ କହିଛି ଯେ ଆମର ଆକ୍ରମଣ ସମାପ୍ତ ହୋଇଛି ଏବଂ ଆମେ ଏହାକୁ ଜାରି ରଖିବାକୁ ଚାହୁଁନାହୁଁ,…

କାହିଁକି ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରୁଛି? ଜାଣନ୍ତୁ

ଜେରୁଜେଲମ,୧୪।୪: ଇସ୍ରାଏଲ୍ ଶନିବାର ବିଳମ୍ବିତ ରାତିରେ ଏବଂ ରବିବାର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଛି। ଇସ୍ରାଏଲ ସୈନ୍ୟ ଅନୁଯାୟୀ ଇରାନ ଇସ୍ରାଏଲ ଉପରେ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ଆକ୍ରମଣରେ ୨୦୦ ରୁ ଅଧିକ ବିସ୍ଫୋରକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର…

କାହିଁକି ବିଫଳ ହେଲା ଇରାନର ଆକ୍ରମଣ ? ଜାଣନ୍ତୁ କିପରି ଢାଲ ସାଜିଲା ଇସ୍ରାଏଲର ଆରୋ ଡିଫେନ୍ସ ସିଷ୍ଟମ

ଜେରୁଜେଲମ,୧୪।୪: ଇସ୍ରାଏଲ୍ ଅଞ୍ଚଳରେ ଇରାନ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ଘନ ଘନ ଆକ୍ରମଣ କରିବା ପରେ ସମଗ୍ର ଇସ୍ରାଏଲ୍ ଉପରେ ଏୟାର ରେଡ୍ ସାଇରନ୍ ଉଠିଥିଲା। ଗତ ବର୍ଷ ହମାସ୍ ଅପରେସନ୍ ‘ଅଲ୍-ଆକସା ଫ୍ଲଡ’ ଆରମ୍ଭ କରି ଏରିଲ୍ ଏବଂ…

ଡ୍ରୋନ୍-କ୍ଷେପଣାସ୍ତ୍ର ସହିତ ଇସ୍ରାଏଲ ଉପରେ ଇରାନର ଘନ ଘନ ଆକ୍ରମଣ, ଶାନ୍ତି ବଜାୟ ରଖିବାକୁ ଭାରତର ଅପିଲ୍

ଜେରୁଜେଲମ,୧୪।୪: ଶନିବାର ରାତି ଏବଂ ରବିବାର ସକାଳେ ଇରାନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଦ୍ୱାରା ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କରିଛି। ଏହା ପରେ ବଡ ଯୁଦ୍ଧ ଆଶଙ୍କାରେ ସମଗ୍ର ଇସ୍ରାଏଲରେ ଏୟାର ଷ୍ଟ୍ରାଇକ୍ ଚେତାବନୀ ଦିଆଯାଇଛି। ଏହି ଆକ୍ରମଣ…

‘ଦିନରେ ସାମ୍ବାଦିକ, ରାତିରେ ଆତଙ୍କବାଦୀ’: ଦାବିକଲା ଇସ୍ରାଏଲ-‘ସାମ୍ବାଦିକ ମଧ୍ୟ ହମାସ ନେତା’

ନୂଆଦିଲ୍ଲୀ,୧୨।୨: ଇସ୍ରାଏଲ୍ ସେନା ଦାବି କରିଛି ଯେ ଅଲ ଜଜିରା ପାଇଁ କାର୍ଯ୍ୟ କରୁଥିବା ଜଣେ ପାଲେଷ୍ଟାଇନ ସାମ୍ବାଦିକ ମଧ୍ୟ ହମାସର ସାମରିକ ୱିଙ୍ଗରେ ଜଣେ ବରିଷ୍ଠ କମାଣ୍ଡର ଅଟନ୍ତି। ଆଇଡିଏଫ୍‌ର ଆରବୀୟ ଭାଷା ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଆଭିଚେ ଆଡ୍ରେ…

ବ୍ଲିଙ୍କେନଙ୍କ ଗସ୍ତ ମଧ୍ୟରେ ଗାଜା ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୪୭…

ଗାଜା,୧୧।୧ : ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ଇସ୍ରାଏଲର ଓ୍ବେଷ୍ଟବ୍ୟାଙ୍କ ଗସ୍ତ ମଧ୍ୟରେ ଇସ୍ରାଏଲ ସେନା ଦ୍ୱାରା ଗାଜା ଉପରେ ବଡ଼ ଧରଣର ଆକ୍ରମଣ ଜାରି ରହିଛି। ଆମେରିକା ବାରମ୍ବାର ଇସ୍ରାଏଲକୁ ଆକ୍ରମଣର ତୀବ୍ରତା ହ୍ରାସ କରିବାକୁ କହୁଛି। ମାତ୍ର…

ଗାଜାରେ ଇସ୍ରାଏଲ ସେନାର ବୋମା ବିସ୍ଫୋରଣ: ଶତାଧିକ ମୃତ୍ୟୁ ଆଶଙ୍କା

ଜେରୁଜେଲମ୍‌,୧୬ା୧୨: ଆମେରିକାର ପରାମର୍ଶ ସତ୍ତ୍ୱେ ଇସ୍ରାଏଲ ସେନା ଶନିବାର ଉତ୍ତର ଏବଂ ଦକ୍ଷିଣ ଗାଜା ଉପରେ ଏକ ବଡ଼ଧରଣର ବୋମାମାଡ଼ କରିଛି। ବୋମା ବିସ୍ଫୋରଣ ହୋଇଥିବା ସ୍ଥାନ ମଧ୍ୟରେ ଗାଜା ସହରର ଓ୍ବାଇଏମ୍‌ଏ ବିଲ୍ଡିଂକୁ ଅନ୍ତର୍ଭୁକ୍ତ। ଯେଉଁଠାରେ ଶହ ଶହ ଲୋକ…

ଲଶ୍କର-ଇ-ତୋଇବାକୁ ଆତଙ୍କବାଦୀ ତାଲିକାଭୁକ୍ତ କଲା ଇସ୍ରାଏଲ

ନୂଆଦିଲ୍ଲୀ,୨୧।୧୧: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ୧୫ ତମ ବାର୍ଷିକୀକୁ ମାତ୍ର ଅଳ୍ପ ଦିନ ଥିବାବେଳେ ଇସ୍ରାଏଲ୍ ସରକାର ଲଶ୍କର-ଏ-ତୋଇବା (ଏଲଇଟି) କୁ ଆତଙ୍କବାଦୀ ସଂଗଠନ ଭାବରେ ତାଲିକାଭୁକ୍ତ କରିଛନ୍ତି। ଦିଲ୍ଲୀର ଇସ୍ରାଏଲ୍ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ ମୁମ୍ବାଇ…

ଗାଜାରେ ଇସ୍ରାଏଲର ଆକ୍ରମଣ ଅଟକାଇବା ପାଇଁ ଭାରତ ଏହାର ସମ୍ପୂର୍ଣ୍ଣ କ୍ଷମତାର ପ୍ରୟୋଗ କରୁ: ଇରାନ

ନୂଆଦିଲ୍ଲୀ,୭ା୧୧: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନ ରାଷ୍ଟ୍ରପତି ସୟଦ ଇବ୍ରାହିମ ରଇସିଙ୍କ ସହିତ ଫୋନରେ ଆଲୋଚନା କରିଥିଲେ। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଜାରି ହୋଇଥିବା…

ଭାରତରୁ ଏକ ଲକ୍ଷ ଶ୍ରମିକ ମଗାଇଲା ଇସ୍ରାଏଲ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ ?’

ନୂଆଦିଲ୍ଲୀ,୬।୧୧: ହମାସ ସହିତ ଯୁଦ୍ଧ ମଧ୍ୟରେ ଭାରତକୁ ସାହାଯ୍ୟ ମାଗିଛି ଇସ୍ରାଏଲ। ଦେଶରୁ ପାଲେଷ୍ଟାଇନ ଶ୍ରମିକ ଯିବା ପରେ ଭାରତରୁ ଏକ ଲକ୍ଷ ଶ୍ରମିକ ମାଗିଛି ଇସ୍ରାଏଲ। ବର୍ତ୍ତମାନ ଇସ୍ରାଏଲରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଏକ ଲକ୍ଷ ପାଲେଷ୍ଟାଇନ…

‘ଆତଙ୍କବାଦୀଙ୍କୁ ଔଷଧ ହନୁମାନଙ୍କ ଗଦା’; ଇସ୍ରାଏଲର ପ୍ରଶଂସା କରି କହିଲେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ,୧/୧୧: ରାଜସ୍ଥାନରେ ଏକ ଜନସଭାକୁ ସମ୍ବୋଧିତ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ବୟାନ ଦେଇଛନ୍ତି। ଆଦିତ୍ୟନାଥ କହିଛନ୍ତି, ଇସ୍ରାଏଲ ଯେପରି ହମାସର ଚିକିତ୍ସା କରୁଛି, ତାକୁ ସେହିଭଳି ଚିକିତ୍ସାର ଆବଶ୍ୟକତା ରହିଥିଲା। ଆତଙ୍କବାଦୀ ମାନଙ୍କର ଔଷଧ…

ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ଖୋଲିବ ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେଶନ, ଶକ୍ତି ଏବଂ ଭିତ୍ତିଭୂମି ମନ୍ତ୍ରଣାଳୟର ଘୋଷଣା

ଜେରୁଜେଲମ,୧।୧୧: ହମାସ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲର ଶକ୍ତି ଏବଂ ଭିତ୍ତିଭୂମି ମନ୍ତ୍ରଣାଳୟ ଦେଶର ପରିବହନ ମାର୍ଗ ତଥା କେନ୍ଦ୍ରୀୟ ସ୍ଥାନରେ ୭୦୭ ଅଲଟ୍ରା-ଫାଷ୍ଟ ଏବଂ ହାଇ ସ୍ପିଡ (ଡିସି) ଚାର୍ଜିଂ ଷ୍ଟେଶନ ସ୍ଥାପନ ପାଇଁ ଅର୍ଥ ଯୋଗାଉଛି। ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri