ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଦେଲେ ୨୦ ନିୟୁତ ଡଲାର ପୁରସ୍କାର ଦେବେ ଟ୍ରମ୍ପ
ଓ୍ବାଶିଂଟନ,୭।୧୧: ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ୨୦ ନିୟୁତ ଡଲାର ପର୍ଯ୍ୟନ୍ତ ପୁରସ୍କାର ଏବଂ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହେବାରେ ସହାୟତା ପ୍ରଦାନ କରିବାର ଘୋଷଣା କରିଛି। ଏଥିରେ ଇରାନର ପରମାଣୁ କେନ୍ଦ୍ର, ଯନ୍ତ୍ରପାତି, ବୈଜ୍ଞାନିକ…

