Tag Archives: IPL

ମୁଁ ମୁହଁ ଖୋଲିଲେ ସବୁକିଛି ପଦାରେ ପଡ଼ିଯିବ…ଆଇପିଏଲ୍‌ ଫାଇନାଲ୍‌କୁ ନେଇ ମୋଦିଙ୍କୁ ଟାର୍ଗେଟ୍‌ କଲେ ମମତା

କୋଲକାତା, ୩୦।୫: IPL 2025 ର ଫାଇନାଲ ମ୍ୟାଚ ଜୁନ ୩ରେ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ କ୍ୱାଲିଫାୟର-୩ ଜିତି RCB ଦଳ ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। କ୍ୱାଲିଫାୟର-୨ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହିଁ ଖେଳାଯିବ…

ଭାଙ୍ଗି ପଡ଼ିଲେ ପଞ୍ଜାବ ମାଲିକାଣୀ: ଦେଲେ ଏମିତି ପ୍ରତିକ୍ରିୟା

ନୂଆଦିଲ୍ଲୀ,୩୦।୫: IPL କ୍ୱାଲିଫାୟର-୧ରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୮ ଉଇକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ପଞ୍ଜାବର ପ୍ରଦର୍ଶନ ନିରାଶାଜନକ ଥିଲା। ଏହାଦେଖି ଦଳର ସହ-ମାଲିକ ପ୍ରୀତି ଜିଣ୍ଟା ବହୁତ ନିରାଶ ହୋଇଥିଲେ। ତାଙ୍କର…

ଆଇପିଏଲ୍‌ ମଝିରେ ଅଚାନକ ଗୋଟିଏ ଟିମ୍‌ କିଣିଦେଲେ ବିରାଟ କୋହଲି: ସାରା ବିଶ୍ୱ ଚକିତ

ନୂଆଦିଲ୍ଲୀ,୨୯।୫: ବିଶ୍ୱର ସବୁଠାରୁ ପ୍ରସିଦ୍ଧ କ୍ରିକେଟରଙ୍କ ମଧ୍ୟରୁ ଜଣେ ବିରାଟ କୋହଲି ବର୍ତ୍ତମାନ IPL 2025 ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଛନ୍ତି। ତାଙ୍କ ଦଳ ୨୦୧୬ ପରେ ପ୍ରଥମ ଥର ପାଇଁ ପଏଣ୍ଟ ଟେବୁଲରେ ଶୀର୍ଷ ୨ରେ ରହିଛି।…

ଫାଇନାଲ ଯିବ କି RCB? ଏହି ସଂଯୋଗ କହୁଛି….

ନୂଆଦିଲ୍ଲୀ,୨୯।୫: ପ୍ରଥମ ସିଜିନ୍‌ର ପ୍ରଥମ IPL ଟ୍ରଫି ପାଇଁ ଅପେକ୍ଷା କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ୧୮ତମ ସିଜିନ୍‌ରେ ଶେଷ ହେବ ବୋଲି ସମସ୍ତ ପ୍ରଶଂସକ ଆଶା କରୁଛନ୍ତି। ଏହାର ସବୁଠାରୁ ବଡ଼ କାରଣ ହେଉଛି ଚଳିତ ସିଜିନ୍‌ରେ ପଡ଼ିଆରେ…

ବଡ଼ ଅପରାଧ କରିଦେଲେ ରିଷଭ ପନ୍ତ: ୩୦ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୮।୫: ଆଇପିଏଲ୍‌ ଚଳିତ ସିଜିନର ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଅଧିନାୟକ ରିଷଭ ପନ୍ତ ଆରସିବି ବିପକ୍ଷରେ ୧୧୮ ରନ୍‌ର ଏକ ଚମତ୍କାର ଇନିଂସ ଖେଳିଥିଲେ। ଏହି ମ୍ୟାଚ୍‌ରେ ସେ ‘ଫ୍ଲିପ’ କରି ତାଙ୍କର ଶତକ ପାଳନ…

ପଡ଼ିଆରେ ଥାଇ ଅନୁଷ୍କାଙ୍କୁ ‘ଫ୍ଲାଇଙ୍ଗ କିସ୍‌’ ଦେଲେ ବିରାଟ କୋହଲି: ଜବାବରେ ମିଳିଲା…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୮।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଲକ୍ଷ୍ନୌ ବିପକ୍ଷରେ ଐତିହାସିକ ବିଜୟ ହାସଲ କରି କ୍ୱାଲିଫାୟର ୧ରେ ନିଜର ସ୍ଥାନ ସୁରକ୍ଷିତ କରିଛି। ଲିଗ ପର୍ଯ୍ୟାୟରେ RCBର ଯାତ୍ରା ୨ ନମ୍ବରରେ ଶେଷ ହୋଇଛି। RCB ୧୪ ମ୍ୟାଚରେ ୯ମ ବିଜୟ ହାସଲ…

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ରେ କିଏ ଆଗୁଆ: ଜାଣନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ୍‌

ନୂଆଦିଲ୍ଲୀ,୨୨।୫: IPL 2025ର ୬୩ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୫୯ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ସହିତ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ପ୍ଲେଅଫରେ ପହଞ୍ଚିଛି। ଫଳରେ ଦିଲ୍ଲୀର ଟାଇଟଲ ଜିତିବାର ସ୍ବପ୍ନ ଭାଙ୍ଗି ଯାଇଛି। ସୂର୍ଯ୍ୟକୁମାର…

IPL ଫାଇନାଲ ପାଇଁ ଟିଏମସି-ବିଜେପି ମୁହାଁମୁହିଁ, ବଦଳିବ କି ନିଷ୍ପତ୍ତି ?

ନୂଆଦିଲ୍ଲୀ,୨୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ର ଫାଇନାଲ ମ୍ୟାଚ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ସ୍ଥାନାନ୍ତର କରାଯିବା ନିଷ୍ପତ୍ତିକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ଏହି ନିଷ୍ପତ୍ତି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି)…

ଇତିହାସ ରଚିଲେ ଶ୍ରେୟସ ଆୟର: ପ୍ରଥମ ଅଧିନାୟକ ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୧୯।୫: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ପଞ୍ଜାବ କିଙ୍ଗସ ଦଳ ଆଇପିଏଲ 2025 ପ୍ଲେଅଫରେ ନିଜର ସ୍ଥାନ ନିଶ୍ଚିତ କରିଛି। ଗତବର୍ଷ ଆୟର ତାଙ୍କ ଅଧିନାୟକତ୍ୱରେ KKRକୁ ଚାମ୍ପିଅନ କରିଥିଲେ। ଏଥର ସେ ପଞ୍ଜାବ କିଙ୍ଗ୍ସର ନେତୃତ୍ୱ ନେଉଛନ୍ତି। ପଞ୍ଜାବ କିଙ୍ଗସ ରାଜସ୍ଥାନ…

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ IPL ଚାଲିବ ନା ବନ୍ଦ ହୋଇଯିବ ?

ନୂଆଦିଲ୍ଲୀ, ୭।୫: ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ନିର୍ଦ୍ଧାରିତ ସୂଚୀ ଅନୁସାରେ ଜାରି ରହିବ। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଜଣେ ଶୀର୍ଷ ସୂତ୍ର କହିଛନ୍ତି ଯେ ବର୍ତ୍ତମାନ…

ବଳାତ୍କାର ଅଭିଯୋଗରେ Mumbai Indiansର ପୂର୍ବତନ ଖେଳାଳିଙ୍କୁ ବାନ୍ଧିଲା ପୋଲିସ: ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୬।୫: ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟର ଶିବାଲିକ ଶର୍ମାଙ୍କୁ ରାଜସ୍ଥାନର ଯୋଧପୁରର କୁଡି ଭଗତସୁନି ହାଉସିଂ ବୋର୍ଡ ପୋଲିସ ଗିରଫ କରିଛି। ଏହି ପୂର୍ବତନ IPL କ୍ରିକେଟରଙ୍କ ଉପରେ ତାଙ୍କର ଜଣେ ବନ୍ଧୁ ବଳାତ୍କାରର ଅଭିଯୋଗ ଆଣିଛନ୍ତି। ତାଙ୍କ ବିରୋଧରେ ଏହି…

ପୁଣି PSL ଛାଡ଼ି IPLରେ ଯୋଗଦେଲେ ଖେଳାଳି; ବାବର ଆଜାମ ଟିମକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୪ା୫: ଆଇପିଏଲ ୨୦୨୫ ପାଇଁ ପଞ୍ଜାବ କିଙ୍ଗ୍ସ ଦଳକୁ ବଡ଼ ଝଟକା ଲାଗିଛି। ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ଆହତ କାରଣରୁ ଟୁର୍ନାମେଣ୍ଟରୁ ବାଦ ପଡ଼ିଛନ୍ତି। ତେବେ ଏହି ସ୍ଥାନ ପୂରଣ କରିବା ପାଇଁ ପଞ୍ଜାବ କିଙ୍ଗ୍ସ ନେଇଛି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?