ଭାରତ ନା ପାକିସ୍ତାନ, ଏସିଆ କପର ‘ରାଇଜିଂ ଷ୍ଟାର୍ସ’ଙ୍କ ମଧ୍ୟରେ କେଉଁ ଦଳ ଅଧିକ ଶକ୍ତିଶାଳୀ? ଜାଣନ୍ତୁ…
ନୂଆଦିଲ୍ଲୀ,୨୧।୧୧: ୨୦୨୬ ଏସିଆ କପ ‘ରାଇଜିଂ ଷ୍ଟାର୍ସ’ ଟୁର୍ଣ୍ଣାମେଣ୍ଟରେ ଭାରତ ଏକ ଚମତ୍କାର ଆରମ୍ଭ କରିଛି ଏବଂ ନେପାଳ ବିପକ୍ଷରେ ୩୦୬ ରନର ବିଶାଳ ବିଜୟ ହାସଲ କରିଛି। ଶୁକ୍ରବାର ପାକିସ୍ତାନ ମଧ୍ୟ ନିଜର ପ୍ରଥମ ମ୍ୟାଚରେ ବିଜୟୀ ହୋଇଛି, ଯେଉଁଥିରେ…

