Tag Archives: Hormuz

ହର୍ମୁଜ୍‌ ସମୁଦ୍ର ତଳେ ଚାଲୁଥିବା ଆମେରିକା ଡ୍ରୋନ୍‌କୁ କବ୍‌ଜା କରିଛି ଇରାନ, ଦାବି କରି କହିଲା…

ଓ୍ବାଶିଂଟନ,୯ା୯: ହର୍ମୁଜ୍‌ ଜଳପଥର ପ୍ରବେଶପଥଠାରେ ଆମେରିକାର ଏକ କର୍ମଚାରୀବିହୀନ ସମୁଦ୍ର ତଳ ଯାନ (ଡ୍ରୋନ୍‌)କୁ କବ୍‌ଜା କରିଥିବା ଇରାନର ରିଭଲ୍ୟୁଶନାରି ଗାର୍ଡସ ଦାବି କରିଛି। ସାମରିକ କାର୍ଯ୍ୟାନୁଷ୍ଠାନରେ ଗଭୀର ଜଳରାଶିରୁ କିପରି ଡ୍ରୋନ୍‌ ବ୍ୟବହାର ହେଉଛି, ଏହା ତା’ର ବିରଳ ଦୃଶ୍ୟ।…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ସିଧାସଳଖ ଇରାନକୁ ଦାୟୀ କରିବା ସହିତ ଏହାକୁ ସାମୁଦ୍ରିକ ଜଳଦସ୍ୟୁତା ବୋଲି ଅଭିହିତ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଯୁଦ୍ଧବିରତି ଶେଷ ହୋଇଛି। ଏହା ପରେ, ଆମେରିକା ସେନା ୮୦ରୁ ଅଧିକ ଇରାନୀ…

ହର୍ମୁଜ ଦେଇ ଯାଉଥିବା ଜାହାଜଗୁଡ଼ିକୁ ଦେବାକୁ ପଡ଼ିବ ଟ୍ୟାକ୍ସ! ଇରାନ-ଆମେରିକା କଥାବାର୍ତ୍ତା ମଧ୍ୟରେ ଓମାନ କହିଲା…

ମସ୍କାଟ,୨୭ା୬: ଇରାନ-ଆମେରିକା କଥାବାର୍ତ୍ତା ମଧ୍ୟରେ ଓମାନ ହର୍ମୁଜ ପ୍ରଣାଳୀ ଆଉ ପୂର୍ବ ପରି ଚାଲିପାରିବ ନାହିଁ। ରଣନୈତିକ ସମୁଦ୍ର ପଥରେ ପରିବହନ କରୁଥିବା ଜାହାଜଗୁଡ଼ିକୁ ଭବିଷ୍ୟତରେ କୌଣସି ପ୍ରକାରର ଟ୍ୟାକ୍ସ ବା ଶୁଳ୍କ ଦେବାକୁ ପଡ଼ିପାରେ ବୋଲି ଓମାନ କହିଛି। ଏହି…

ସ୍ବାଭାବିକ ହେଲା ହର୍ମୁଜ, ଦିନକରେ ଜାହାଜ ଚଳାଚଳ ଦ୍ୱିଗୁଣିତ

ତହରାନ୍‌,୨୬।୬: ଇରାନ ଓ ଆମେରିକା ମଧ୍ୟରେ ବୁଝାମଣା ପରେ ଇନ୍ଧନ ପରିବହନ ନେଇ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ହର୍ମୁଜ୍‌ ଷ୍ଟ୍ରେଟ୍‌ ସ୍ବାଭାବିକ ହୋଇଛି। ଗତ କିଛି ମାସ ଧରି ଇରାନର ଉପକୂଳବର୍ତ୍ତୀ କ୍ଷେପଣାସ୍ତ୍ର ଘାଟି (କୋଷ୍ଟାଲ ବ୍ୟାଟେରୀ) ନଜରରୁ…

ତୈଳ ସଙ୍କଟ ମଧ୍ୟରେ ଆଶ୍ୱସ୍ତି: ହର୍ମୁଜ ଦେଇ ଭାରତରେ ପହଞ୍ଚିଲା ୨୦୦୦୦ ଟନ୍‌ର ଏଲ୍‌ପିଜି ଟ୍ୟାଙ୍କର

ନୂଆଦିଲ୍ଲୀ,୧୭ା୫: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ତୈଳ ଯୋଗାଣ ନେଇ ବିଶ୍ୱ ଚିନ୍ତା ମଧ୍ୟରେ ଭାରତକୁ କିଛିଟା ଆଶ୍ୱସ୍ତି ମିଳିଛି। ପ୍ରାୟ ୨୦୦୦୦ ଟନ୍‌ ଏଲପିଜି ବହନ କରୁଥିବା ଟ୍ୟାଙ୍କର୍‌ ‘ସିମି’ ସୁରକ୍ଷିତ ଭାବରେ ଗୁଜରାଟର କଚ୍ଛ ଜିଲାର କାଣ୍ଡଲା…

୪୫୦୦୦ ଟନ୍‌ LPG ଆଣି ଭାରତ ଆସୁଛି ‘ସର୍ବଶକ୍ତି’, ହର୍ମୁଜ ଦେଇ କରୁଛି ଅତିକ୍ରମ

ନୂଆଦିଲ୍ଲୀ,୩ା୫: ଭାରତ ଅଭିମୁଖେ ଆସୁଛି ଏଲ୍‌ପିଜି ଟ୍ୟାଙ୍କର ‘ସର୍ବ ଶକ୍ତି’। ସଫଳତାର ସହ ହର୍ମୁଜ ପ୍ରଣାଳୀ ପାର୍‌ କରିଛି ଏହି ଟ୍ୟାଙ୍କର। ଏହି ପରିବହନ ଭାରତ ପାଇଁ ଏକ ବଡ଼ ଆଶ୍ୱସ୍ତି ବୋଲି ବିବେଚନା କରାଯାଉଛି। ଯେତେବେଳେ ଆମେରିକାର ଅବରୋଧ ଏବଂ…

ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକାଠି ହେବେ ୩୦ ଦେଶ, ଲଣ୍ଡନରେ ବସିବ ବୈଠକ, ଜାଣନ୍ତୁ ଭାରତ ସାମିଲ ହେବ କି ନାହିଁ…

ଲଣ୍ଡନ,୨୨ା୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ହର୍ମୁଜ ପ୍ରଣାଳୀକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଆମେରିକାର ନୌସେନା ଅବରୋଧ ଯୋଗୁ ଇରାନ ପୁନର୍ବାର ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ପ୍ରଣାଳୀ ଦେଇ…

‘ହର୍ମୁଜ ଗେଟ’ରେ ମୁହାଁମୁହିଁ ହେଲେ ଭାରତ-ପାକିସ୍ତାନ ଯୁଦ୍ଧଜାହାଜ, ଦୂରତା ଥିଲା ମାତ୍ର ଏତିକି କିଲୋମିଟର, ଜାଣନ୍ତୁ କ’ଣ ଘଟିଲା

ତେହରାନ/ନୂଆଦିଲ୍ଲୀ,୧୬।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଆମେରିକା ନୌସେନାର ହର୍ମୁଜ ପ୍ରଣାଳୀ ଅବରୋଧ ସହିତ ମିଳିତ ହୋଇ ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ପୃଷ୍ଠଭୂମି ମଧ୍ୟରେ, ଓମାନ ଉପକୂଳରେ ଏକ ବିରଳ ଏବଂ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ପରିଲକ୍ଷିତ…

ହର୍ମୁଜକୁ ନେଇ ଟ୍ରମ୍ପ-ଜିନପିଙ୍ଗ ମୁହାଁମୁହିଁ; ଆମେରିକାକୁ ଚେତାବନୀ ଦେଲା ଚାଇନା, ଆମ ବ୍ୟାପାରରେ ହସ୍ତକ୍ଷେପ କଲେ

ନୂଆଦିଲ୍ଲୀ,୧୪।୪: ଇରାନ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଜବତ କରିବା ପରେ, ଆମେରିକା ରାଷ୍ଟ୍ରପତି ଏବେ ସେହି ପ୍ରଣାଳୀରୁ ବାହାରୁଥିବା ଜାହାଜଗୁଡ଼ିକୁ ଅବରୋଧ କରିବାକୁ ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ ଏହି ପଦକ୍ଷେପ ଚାଇନା ପାଇଁ ଏକ ବଡ଼ ଆଘାତ ଆଣିପାରେ । ଜଣେ…

ଆମେରିକାର ଧମକରେ ଚିହିଁକି ଉଠିଲା ଚାଇନା, କହିଲା ଆମ ପାଇଁ ସବୁବେଳେ ହର୍ମୁଜ…

ବେଜିଂ,୧୩ା୪: ଇସଲାମାବାଦରେ ୨୧ ଘଣ୍ଟା ଧରି ଚାଲିଥିବା ମାରାଥନ ବୈଠକରେ କୌଣସି ସମାଧାନର ବାଟ ବାହାରିପାରିଲା ନାହିଁ। ଫଳରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ପରି ମନେ ହେଉଛି। ଆଜି ଅର୍ଥାତ୍‌ ଏପ୍ରିଲ ୧୩ଠାରୁ ହର୍ମୁଜ ପ୍ରଣାଳୀ…

ଖୁସି ଖବର! ହର୍ମୁଜ ପାର୍ ହୋଇ ଭାରତ ଆସୁଛି ତେଲ-ଗ୍ୟାସ ଜାହାଜ, କମିଯିବକି ଦର?

ନୂଆଦିଲ୍ଲୀ,୪।୪: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଭାରତ ପାଇଁ ଏକ ଆଶ୍ବସ୍ତିକର ଖବର ଅଛି । ଭାରତୀୟ ପତାକା ଲାଗିଥିବା ଜାହାଜ ସହିତ, ଅନ୍ୟ ତିନୋଟି ଜାହାଜ ସଫଳତାର ସହ ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରିଛି । ଏହି ଜାହାଜଗୁଡ଼ିକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?