Tag Archives: Heart Attack

ହୃଦ୍‌ଘାତରେ ଚାଲିଗଲା ପୂର୍ବତନ ସରପଞ୍ଚଙ୍କ ଜୀବନ

ଭବାନୀପାଟଣା,୧୭ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ରାଜପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିବ ପ୍ରସାଦ ଭୋଇ (୬୩)ଙ୍କ ବୁଧବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ନିଜ ବାସ ଭବନରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗ ଖବର ଶୁଣି ଅଞ୍ଚଳରେ ଶୋକର…

ପୁରୁଷଙ୍କୁ ହାର୍ଟ ଆଟାକ୍‌ ଆସିଲେ ଛାତିରେ ହୋଇଥାଏ ଯନ୍ତ୍ରଣା, ମାତ୍ର ମହିଳାଙ୍କଠାରେ ଦେଖାଦିଏ ଏସବୁ ଲକ୍ଷଣ…

ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍‌ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କହିବାକୁ ଗଲେ ହୃଦ୍‌ଯନ୍ତ୍ର ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ନ ହେଲେ କେବଳ ମସ୍ତିଷ୍କକୁ କ’ଣ ଶରୀରର କୌଣସି ଅଙ୍ଗ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। ମାତ୍ର…

ହୃଦ୍‌ଘାତରେ ପ୍ରାଣ ହରାଇଲେ ବରିଷ୍ଠ ଶିକ୍ଷକ

କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତର ଶିରିପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଶିକ୍ଷକ ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ କନ୍ଧକୁଳ ସମାଜର ଜଣେ ନିଷ୍ଠାବାନ,…

ଚମକାଇ ଦେଲା ୫୩ ବର୍ଷିୟ ନ୍ୟୁରୋସର୍ଜନଙ୍କ ଅସମୟ ମୃତ୍ୟୁ, ୩ ଦିନ ପୂର୍ବରୁ କରିଥିଲେ ECG, ନର୍ମାଲ ରିପୋର୍ଟ ପରେ ହାର୍ଟ ଆଟାକରେ ହେଲା…

ନାଗପୁର,୧।୧: ନାଗପୁରର ଜଣେ ପ୍ରସିଦ୍ଧ ନ୍ୟୁରୋସର୍ଜନ ଡକ୍ଟର ଚନ୍ଦ୍ରଶେଖର ପାଖମୋଡେ ଡିସେମ୍ବର ୩୧ ତାରିଖ ସକାଳେ ୫୩ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ଏହି ଖବରଟି ଆଶ୍ଚର୍ଯ୍ୟଜନକ କାରଣ ତାଙ୍କର କିଛି ଦିନ ପୂର୍ବରୁ ଏକ ଇସିଜି କରାଯାଇଥିଲା। ଫଳାଫଳ…

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି ୪୦ ବର୍ଷ ବୟସ ପରେ ହୃଦଘାତର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଏ। ଚାପ, ଖରାପ…

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ। ମହିଳାଙ୍କଠାରେ ହୃଦଘାତର ଲକ୍ଷଣ ପୁରୁଷମାନଙ୍କଠାରୁ ବହୁତ ଭିନ୍ନ ହୋଇଥାଏ । ମହିଳାମାନଙ୍କ କ୍ଷେତ୍ରରେ ହୃଦଘାତର…

ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ଚାଲିଗଲା ଅବସରପ୍ରାପ୍ତ କିରାଣିଙ୍କ ଜୀବନ

ବଲାଙ୍ଗୀର,୮ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଇନ୍ଦିରା ନଗର ନିବାସୀ କିଶୋର କୁମାର ରାଉତ (୬୨ )ଙ୍କ ହୃଦ୍‌ଘାତରେ ବୁଧବାର ପରଲୋକ ହୋଇଛି। ସମ୍ବଲପୁର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ହୋଇଛି। ହଠାତ୍‌ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲକୁ…

ଅତ୍ୟଧିକ ବ୍ୟାୟାମ ବଢାଏ ହୃଦରୋଗ ଆଶଙ୍କା, ଜାଣନ୍ତୁ କିପରି କରିବେ କଣ୍ଟ୍ରୋଲ

ନୂଆଦିଲ୍ଲୀ: ମେଦବହୁଳତାରେ ପୀଡିତ ସମସ୍ତ ଲୋକ ଏକ ପରଫେକ୍ଟ ଫିଗର ପାଇବାକୁ ଚାହାଁନ୍ତି। ଯାହା ପାଇଁ କିଛି ଲୋକ ଘଣ୍ଟା ଘଣ୍ଟା ଧରି ଜିମ ଯାଆନ୍ତି, ଯେତେବେଳେ କିଛି ଲୋକ ପ୍ରୋଟିନ ବ୍ୟବହାର କରନ୍ତି। କିନ୍ତୁ ସମ୍ପ୍ରତି ଏକ ରିପୋର୍ଟରୁ ଜଣାପଡିଛି…

ବସିବା ସମୟରେ ବଢୁଛି କି ହୃଦ୍‌ସ୍ପନ୍ଦନ, ହୋଇପାରେ ଏହି ଗମ୍ଭୀର ରୋଗର ଲକ୍ଷଣ…

ଆଜିର ବ୍ୟସ୍ତବହୁଳ ଏବଂ ଚାପପୂର୍ଣ୍ଣ ଜୀବନରେ, ସ୍ବାସ୍ଥ୍ୟ ସହିତ ଜଡ଼ିତ ଛୋଟ ଛୋଟ ଜିନିଷ ମଧ୍ୟ ଏକ ବଡ଼ ସମସ୍ୟାର ଲକ୍ଷଣ ହୋଇପାରେ। ପ୍ରାୟତଃ ଆମେ ଧରି ନେଉଛୁ ଯେ ଦୌଡ଼ିବା, ଦ୍ରୁତ ଗତିରେ ଚାଲିବା କିମ୍ବା ଶିଡ଼ି ଚଢ଼ିବା ସମୟରେ…

ହଠାତ୍‌ ନିଦରୁ ଉଠିଗଲେ ହୁଏ କି ହାର୍ଟଆଟାକ୍‌? ଡାକ୍ତର ଦେଲେ ଏହି ସଠିକ୍‌ ଉତ୍ତର…

ହଠାତ୍‌ ନିଦରୁ ଉଠିବା ପରେ କ’ଣ ହାର୍ଟ୍‌ଆଟାକ୍‌ ହୁଏ କି? ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଉଙ୍କି ମାରେ। ତେବେ ଗାଜିଆବାଦର ଏକ ହସ୍ପିଟାଲର ମେଡିସିନ ଏବଂ ଜେନେରାଲ ଫିଜିସିଆନ ଡକ୍ଟର କହିଛନ୍ତି, ନିଦ ଆମ ଶରୀର ପାଇଁ ବହୁତ…

କୋଭିଡ ଟିକା ପାଇଁ ବଢୁଛି ହୃଦଘାତ ସମସ୍ୟା? ଚମକାଇ ଦେଉଛି ICMR-AIIMS ରିପୋର୍ଟ

ନୂଆଦିଲ୍ଲୀ,୨।୭: କୋଭିଡ-୧୯ ଟିକା ଏବଂ ହଠାତ ମୃତ୍ୟୁ ବା ହୃଦଘାତ ବିଷୟରେ ଥିବା ଭୟ ଏବଂ ପ୍ରଶ୍ନର ଉତ୍ତର ଏବେ ମିଳିସାରିଛି। ICMR ଏବଂ AIIMS ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ସ୍ପଷ୍ଟ ଭାବରେ କହିଛି ଯେ ଭାରତରେ ଟିକା…

ଧୂମ୍‌ଧାମରେ ଚାଲିଥିଲା ସ୍ତ୍ରୀଙ୍କ ସାଦଖିଆ, ହଠାତ୍‌ ସ୍ବାମୀଙ୍କୁ ଆସିଲା ହାର୍ଟଆଟାକ୍‌, ଆଉ ତା’ ପରେ…

ବେଙ୍ଗାଲୁରୁ,୨୪ା୫: କର୍ନାଟକର ବାଗଲକୋଟର ଜାମଖଣ୍ଡିରେ ଜଣେ ମହିଳାଙ୍କ ସାଦଖିଆ ଉତ୍ସବ ଚାଲିଥିଲା। ଠିକ୍‌ ଏହି ସମୟରେ ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଗଲା। ଫଳରେ ଖୁସିରେ ଭରପୂର ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମହିଳାଙ୍କ ସ୍ବାମୀଙ୍କ ହଠାତ୍‌ ହୃଦ୍‌ଘାତର ଶିକାର ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?