Tag Archives: Gold price

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ ଚାଲୁଥିବା ବେଳେ ଅନ୍ୟପଟେ ରୂପାର ମୂଲ୍ୟ କେଜି ପିଛା 193000 ଟଙ୍କା ରହିଛି ।…

କମିବ କି ସୁନା ଦାମ? ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧।୧୧: ସରକାର ସୁନା ଏବଂ ରୂପାର ମୂଳ ଆମଦାନୀ ମୂଲ୍ୟ ପ୍ରତି ୧୦ ଗ୍ରାମ ସୁନା ପାଇଁ ୪୨ ଡଲାର ଏବଂ ରୂପା ପାଇଁ ୧୦୭ ଡଲାର ହ୍ରାସ କରିଛନ୍ତି। ବିଶ୍ୱ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ଚାଲିଥିବା ଉତ୍ଥାନ-ପତନ…

ଖସୁଛି ସୁନା, ରୂପା ଦର: କାରଣ କ’ଣ?

ଭୁବନେଶ୍ୱର,୨୭।୧୦: ଅନେକ ସପ୍ତାହ ଧରି ବୃଦ୍ଧି ପାଇବା ପରେ ଏବେ ସୁନା ଏବଂ ରୂପା ଦର କମିବାରେ ଲାଗିଛି। ବିଶେଷଜ୍ଞମାନଙ୍କ ମତରେ ଏହାର ମୁଖ୍ୟ କାରଣ ଅର୍ଥନୀତି ଓ ବୈଶ୍ଵିକ ଭୁ-ରାଜନୀତି ସହ ଜଡ଼ିତ। ଆମେରିକୀୟ ଡଲାରର ମୂଲ୍ୟ ବୃଦ୍ଧି ପାଇବା…

ଗୋଟିଏ ଦିନରେ ୧୭ହଜାର କମିଗଲା ରୂପା, ସୁନା ହେଲା ଆହୁରି ଶସ୍ତା!

ନୂଆଦିଲ୍ଲୀ,୨୫।୧୦: ଦୀପାବଳି ପରେ ପ୍ରଥମ ଥର ପାଇଁ ରାଜଧାନୀରେ ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇଥିବା ଦେଖାଯାଇଛି। ସୂଚନା ଅନୁଯାୟୀ, ଶୁକ୍ରବାର ସୁନା ମୂଲ୍ୟ 6,800 ହ୍ରାସ ପାଇଛି। ଅନ୍ୟପକ୍ଷରେ ରୂପା ମୂଲ୍ୟ 17,000 ରୁ ଅଧିକ ହ୍ରାସ ପାଇଛି।…

ଧନତେରସରେ ସୁନା କିଣିବାକୁ ଯାଉଛନ୍ତି କି? ୨ ଭରିର ସୁନା ହାରରେ ଜାଣନ୍ତୁ କେତେ ଆସିବ ମେକିଂ ଚାର୍ଜ

ସୁନା ନିବେଶ ଏବଂ ଉପହାର ପାଇଁ ସବୁଠାରୁ ପସନ୍ଦିତ ବିକଳ୍ପ ମଧ୍ୟରୁ ଗୋଟିଏ। ଧନତେରସ ଏବଂ ଦୀପାବଳି ଭଳି ପର୍ବଗୁଡ଼ିକରେ ଏହାର ଚାହିଦା ଆହୁରି ବୃଦ୍ଧି ପାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଦୁଇ ଭରି ସୁନା ହାର ଦୁଇ…

ବିବାହ ଋତୁ ପୂର୍ବରୁ ଗ୍ରାହକଙ୍କ ମନରେ ଖୁସିର ଲହରୀ, ଏତେ କମିଲା ସୁନାଦର

ନୂଆଦିଲ୍ଲୀ,୧୦।୧୦: ବିବାହ ଏବଂ ପର୍ବପର୍ବାଣୀ ପୂର୍ବରୁ ସୁନା ବଜାରରେ ଏକ ବଡ଼ ହ୍ରାସ ଦେଖାଦେଇଛି। ସୁନା ଏବଂ ରୂପା ମୂଲ୍ୟ ଗତ କିଛି ଦିନ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। କିନ୍ତୁ, ଶୁକ୍ରବାର ସକାଳେ ଉଭୟ ଧାତୁରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ…

ଗୋଟିଏ ବର୍ଷରେ ୫୦%ରୁ ଅଧିକ ବଢ଼ିଲାଣି ସୁନା ମୂଲ୍ୟ, ଜାଣନ୍ତୁ କିଣିବେ ନା ବିକିବା ଉଚିତ?

ଭୁବନେଶ୍ୱର,୯।୧୦: ସୁନା ଓ ରୂପାର ଦର ଗୁରୁବାର ସାମାନ୍ୟ କିଛି କମିଛି। ଏହା ପୂର୍ବରୁ ଏହି ସପ୍ତାହରେ ଉଭୟ ଧାତୁର ଦର ସର୍ବାଧିକ ଉଚ୍ଚତାରେ ପହଞ୍ଚିଥିଲା। ବିଶ୍ୱ ବଜାରରେ ଅସ୍ଥିରତା ମଧ୍ୟରେ ବିନିଯୋଗକାରୀମାନେ ଲାଭ ନେବା ପରେ ଏହି ଦର କମିଛି।…

ନୂତନ ରେକର୍ଡ କଲା ସୁନା ମୂଲ୍ୟ: ୧.୨୪ ଲକ୍ଷ ଟଙ୍କା ଛୁଇଁଲା, ଜାଣନ୍ତୁ କାରଣ

ମୁମ୍ବାଇ,୭।୧୦: ଭାରତରେ ସୁନା ମୂଲ୍ୟ ମଙ୍ଗଳବାର ନୂତନ ରେକର୍ଡ ସ୍ତର ଛୁଇଁଛି। ଅଲ ଇଣ୍ଡିଆ ସରଫା ଆସୋସିଏସନ୍‌ର ତଥ୍ୟ ଅନୁଯାୟୀ, ୧୦ ଗ୍ରାମ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧.୨୪ ଲକ୍ଷ ଟଙ୍କାରୁ ଅଧିକ ପହଞ୍ଚିଛି, ଯାହା ସୁନାକୁ ସୁରକ୍ଷିତ ନିବେଶ…

ସୁନା-ରୁପା ମୂଲ୍ୟ ରେକର୍ଡ ସ୍ତରରେ: ପାର୍ବଣ ଋତୁରେ କେଉଁଟା କିଣିବା ଭଲ?

ମୁମ୍ବାଇ,୨୯।୯: ସୋମବାର, ୨୯ ସେପ୍ଟେମ୍ବରରେ ସୁନା ଓ ରୁପାର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଆମେରିକାର ଡଲାର ମୂଲ୍ୟ ହ୍ରାସ ଓ ଫେଡେରାଲ ରିଜର୍ଭର ସୁଧ ହାର କମାଇବା ଆଶା ଏହାର ମୁଖ୍ୟ କାରଣ। ଏହା ସହ ପୂଜା ଋତୁରେ ଚାହିଦା…

ସୁନା ଦରକୁ ନେଇ ଆମେରିକାରୁ ଭାରତ ଯାଏ ହାହାକାର, ସତର୍କ କରାଇଲେ ଏକ୍ସପର୍ଟ

ମୁମ୍ବାଇ,୨୩।୯: କମିବାର ନାଁ ନେଉ ନାହିଁ ସୁନା ମୂଲ୍ୟ। ଗତ କିଛିଦିନ ଧରି ସୁନା ମୂଲ୍ୟ ପ୍ରତ୍ୟେକ ଦିନ ନୂଆ ନୂଆ ରେକର୍ଡ କରୁଛି। ମଙ୍ଗଳବାର ସୁନା ମୂଲ୍ୟ ପ୍ରାୟ ୧୮୦୦ ଟଙ୍କା ବୃଦ୍ଧି ପାଇଛି। ମଲ୍ଟି କମୋଡିଟି ବଜାରରେ ମଙ୍ଗଳବାର…

ଦୈନିକ ବଢୁଥିଲା ସୁନା ରେଟ୍, ଆଜି ହଠାତ୍ ଏତିକି ଟଙ୍କା କମିଗଲା

ମୁମ୍ବାଇ,୧୧ା୯: ଗୁରୁବାର ସୁନା ଦରରେ ଆଶ୍ଚର୍ଯ୍ୟଜନକ ହ୍ରାସ ହୋଇଛି। ପୂର୍ବରୁ ନିରନ୍ତର ବୃଦ୍ଧି ପାଉଥିବା ସୁନାର ମୂଲ୍ୟ ପ୍ରାୟ ୪୦୦ ଟଙ୍କା ଶସ୍ତା ହୋଇଛି, ତଥାପି ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦର ୧.୦୯ ଲକ୍ଷ ଟଙ୍କା ଉପରେ ରହିଛି।…

ଭାରତରେ ସୁନା ମୂଲ୍ୟ ୨୦୨୬ ସୁଦ୍ଧା ୧୨୫,୦୦୦ ଟଙ୍କା ଛୁଇଁବ: ରିପୋର୍ଟ

ନୂଆଦିଲ୍ଲୀ,୩।୯: ଭାରତରେ ସୁନା ମୂଲ୍ୟ ନିରନ୍ତର ବୃଦ୍ଧି ପାଉଛି ଏବଂ ୨୦୨୫ ଶେଷ ସୁଦ୍ଧା ପ୍ରତି ଦଶ ଗ୍ରାମ ପାଇଁ ୯୯,୫୦୦ ରୁ ୧୧୦,୦୦୦ ଟଙ୍କା ଏବଂ ୨୦୨୬ ପ୍ରଥମ ଅର୍ଦ୍ଧଭାଗରେ ୧୧୦,୦୦୦ ରୁ ୧୨୫,୦୦୦ ଟଙ୍କା ମଧ୍ୟରେ ରହିବ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?