ଓଡ଼ିଶାର ଦୁଇ ଜିଲାରେ ଅଛି ସୁନା ଖଣି, ମନ୍ତ୍ରୀ ଦେଲେ ବଡ ଖବର ଭୁବନେଶ୍ୱର, ୫ା୧୨: ଓଡିଶା ମାଟି ଖଣିଜ ସମ୍ପଦ ଭରା ହୋଇଥିବା ବେଳେ ରାଜ୍ୟର ଦୁଇଟି ଜିଲାରେ ସୁନାର ସନ୍ଧାନ ମିଳିଛି। ଏନେଇ ଇସ୍ପାତ ଏବଂ ଖଣିଜ ସମ୍ପଦ ମନ୍ତ୍ରୀ ବିଭୁତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଛନ୍ତି। ଜଳେଶ୍ୱର ବିଧାୟକ...