ହର୍ଷଲ ପଟେଲଙ୍କୁ ୧୧.୭୫ କୋଟିରେ କିଣିଲା ପଞ୍ଜାବ କିଙ୍ଗ୍ସ, ମୁମ୍ବାଇକୁ ଗଲେ ଜେରାଲ୍ଡ କୋଟଜି ଦୁବାଇ,୧୯।୧୨: ଭାରତୀୟ ଖେଳାଳି ହର୍ଷଲ ପଟେଲଙ୍କୁ ୧୧.୭୫ କୋଟିରେ କିଣିଛି ପଞ୍ଜାବ କିଙ୍ଗସ। ହର୍ଷଲଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିଲା। ଗୁଜୁରାଟ ଟାଇଟାନ୍ସ ତାଙ୍କ ଉପରେ ପ୍ରଥମ ବିଡ୍ କରିଥିଲେ। ଗୁଜୁରାଟ ପରେ ପଞ୍ଜାବ କିଙ୍ଗସ ମଧ୍ୟ...