Tag Archives: Gautam Adani

ମୁହଁ ଖୋଲିଲେ ଗୌତମ ଆଦାନୀ: କହୁ କହୁ ମୋଦି ସରକାରଙ୍କୁ ନେଇ ଏମିତି କହିଦେଲେ

କୋଲକାତା,୧୯।୮: ବିଜ୍‌ନେସ ଟାଇକୁନ ଗୌତମ ଆଦାନୀ ବିକଶିତ ଭାରତକୁ ନେଇ ନିଜ ମତ ରଖିଛନ୍ତି। ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (IIT)-ଖଡ଼ଗପୁରର ଛାତ୍ରୀଛାତ୍ରୀମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଯେକୌଣସି ଏକ ଭୂରାଜନୈତିକ ଘଟଣା ପ୍ରଯୁକ୍ତିବିଦ୍ୟା ଉପରେ ନିର୍ଭରଶୀଳ ଏବଂ ଶକ୍ତି-ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକର…

ଗୋଟିଏ ଦିନରେ ବଢିଗଲା ଗୌତମ ଆଦାନିଙ୍କ ଏତିକି କୋଟି ଟଙ୍କାର ସମ୍ପତ୍ତି, ବିଶ୍ୱର ଶ୍ରେଷ୍ଠ-୨୦ରେ କଲେ ପ୍ରବେଶ

ମୁମ୍ବାଇ,୧୨।୮: ଶେୟାର ବଜାରରେ ଲଗାତାର ଛଅ ସପ୍ତାହର ହ୍ରାସ ପରେ ସୋମବାର ତା ୮ ଅଗଷ୍ଟରେ ଏକ ବୃହତ୍ ଉଛାଳ ଦେଖିବାକୁ ମିଳିଛି। ସେନସେକ୍ସ ୭୪୬.୨୯ ପଏଣ୍ଟ ବୃଦ୍ଧି ପାଇ ୮୦,୬୦୪.୦୮ ପଏଣ୍ଟରେ ବନ୍ଦ ହୋଇଛି, ସେହିପରି ନିଫ୍ଟି ୨୨୧.୭୫ ପଏଣ୍ଟ…

‘ଆଦାନୀଙ୍କ ଇଚ୍ଛା ଅନୁସାରେ ଘୁଞ୍ଚିଲା ରଥଟଣା’

ଭୁବନେଶ୍ୱର,୨୮ା୬(ସୁନିତ୍‌ ମିଶ୍ର): ଚଳିତ ବର୍ଷ ତ୍ରୁଟି ଶୂନ୍ୟ ଓ ସ୍ମରଣୀୟ ରଥଯାତ୍ରା ହେବ ଏବଂ ଏକ ଦିବ୍ୟ ଅନୁଭୂତି ନେଇ ଭକ୍ତମାନେ ଫେରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ କିନ୍ତୁ ଅବ୍ୟବସ୍ଥିତ ଓ ମହାବିଭ୍ରାଟରେ ରଥଯାତ୍ରା ସମ୍ପନ୍ନ ହେଲା। ଦୋଷ ଏବଂ ତ୍ରୁଟି…

ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସବୁ ପାଇଛି: ଗୌତମ ଆଦାନୀ

ପୁରୀ,୨୮।୬: ଓଡ଼ିଶାରେ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ । ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ପୁରୀରେ ପହଞ୍ଚି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ସାମିଲ ହୋଇଛନ୍ତି। ଗୌତମ ଆଦାନୀ ପରିବାର ସହ ରଥ ଉପରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଭୁବନେଶ୍ୱର ବିଜୁ…

ପୁରୀରେ ଗୌତମ ଆଦାନୀ

ପୁରୀ,୨୮ା୬: ଓଡ଼ିଶାରେ ପହଞ୍ଚିଛନ୍ତି ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ। ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ପୁରୀ ଆସିଛନ୍ତି। ପୁରୀରେ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ଭାଗ ନେବେ। ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଓ ଆଲୋଚନା ହେବ ବୋଲି ସୂଚନାରୁ ପ୍ରକାଶ।…

ପ୍ରତି ଘଣ୍ଟାରେ ୬.୬୩ କୋଟି ଟଙ୍କାର ଟିକସ ଦେଇ ଇତିହାସ ରଚିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୨୩।୨: ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ଗ୍ରୁପ୍‌ ଟିକସ ଦେବା କ୍ଷେତ୍ରରେ ଏକ ବଡ଼ ଇତିହାସ ସୃଷ୍ଟି କରିଛି। ଆଦାନୀ ଗ୍ରୁପ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୪ ଆର୍ଥିକ ବର୍ଷରେ ୫୮ ହଜାର କୋଟି ଟଙ୍କାରୁ ଅଧିକ…

Gautam Adani: ୨୦୦୦ କୋଟି ଟଙ୍କା ଦାନ କରିବାକୁ ଘୋଷଣା କଲେ ଗୌତମ ଆଦାନୀ, ଜାଣନ୍ତୁ କାହିିଁକି…

ନୂଆଦିଲ୍ଲୀ,୧୮।୨: ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଆଦାନୀ ଗ୍ରୁପ ଏବେ ସାରା ଦେଶରେ ଅତି କମ୍‌ରେ ୨୦ଟି ସ୍କୁଲ ନିର୍ମାଣ ପାଇଁ ୨୦୦୦ କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛି। କିଛି ଦିନ ପୂର୍ବରୁ ତାଙ୍କ ସାନ ପୁଅ ଜିତ ଆଦାନୀ…

ସପ୍ତାହକୁ ୭୦ ଘଣ୍ଟା କାମ କରିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୩୧ା୧୨: କାର୍ଯ୍ୟ-ଜୀବନ ସନ୍ତୁଳନ(ୱାର୍କ ଲାଇଫ ବାଲାନ୍ସ) ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଗୌତମ ଆଦାନୀ। ସେ କହିଛନ୍ତି ଯେ, ”ଯେତେବେଳେ ଆମେ କିଛି କରିବାକୁ ପସନ୍ଦ କରନ୍ତି ସେତେବେଳେ ସନ୍ତୁଳନ ଅନୁଭବ ହୁଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଜୀବନ…

ଆଦାନୀଙ୍କୁ ତୁରନ୍ତ ଗିରଫ କର: ରାହୁଲ

ନୂଆଦିଲ୍ଲୀ,୨୨।୧୧: ବିଳିୟନେୟାର ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଲାଞ୍ଚ ଓ ଜାଲିଆତି ମାମଲାରେ ଆମେରିକାରେ ଗିରଫ ପରଓ୍ବାନା ଜାରି ହେବା ପରେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଏକ…

IPLରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି ଗୌତମ ଆଦାନୀ: କିଣିବେ ଗୁଜରାଟ ଟାଇଟାନ୍ସ

ନୂଆଦିଲ୍ଲୀ, ୧୯।୭: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଫ୍ରାଞ୍ଚାଇଜ ଗୁଜରାଟ ଟାଇଟାନ୍ସ’କୁ କିଣିବାକୁ ଚାହୁଁଛନ୍ତି ଶିଳ୍ପପତି ଗୌତମ ଆଦାନୀ। ସିଭିସି କ୍ୟାପିଟାଲ ମାଲିକାନାରେ ଥିବା ଗୁଜରାଟ ଟାଇଟାନ୍ସକୁ ସହଯୋଗୀ ଟୋରେଣ୍ଟ ସହିତ ମିଶି ଆଦାନୀ ସମୂହ କିଣିବାକୁ ଯାଉଥିବା ଏକ ରିପୋର୍ଟରୁ…

ଅଜିମ ପ୍ରେମଜୀଙ୍କୁ ପଛରେ ପକାଇଲେ ଦେଶର ସବୁଠୁ ଧନୀ ମହିଳା; ଦେଶର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ତାଲିକାରେ ପାଇଲେ ସ୍ଥାନ

ନୂଆଦିଲ୍ଲୀ,୧୨।୧୨: ଦେଶର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ବର୍ତ୍ତମାନ ୱିପ୍ରୋ ମାଲିକ ଅଜିମ ପ୍ରେମଜୀଙ୍କ ଅପେକ୍ଷା ଅଧିକ ଧନୀ ହୋଇଛନ୍ତି। ଏହା ସହ ସେ ଦେଶର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ବର୍ତ୍ତମାନ ଜେଏସଡବ୍ଲୁ ଚେୟାରମ୍ୟାନ…

ତିନି ରାଜ୍ୟରେ ଜିତିଲା ଭାଜପା, ଗୋଟିଏ ଦିନରେ ଗୌତମ ଅଦାନୀଙ୍କର ବଢିଗଲା ୫.୬ ବିଲିୟନ ଡଲାର ସମ୍ପତ୍ତି

ମୁମ୍ବାଇ, ୪ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ତିନି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନରେ ବାଜିମାତ କରିଛି। ଭାଜପାର ଏହି ବିଜୟ ପରେ ସୋମବାର ଭାରତୀୟ ସେୟାର ବଜାରରେ ଉତ୍ସାହ ଦେଖବାକୁ ମିଳିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ସେନସେକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?