ମାଗଣା ବିଜୁଳି ଯୋଜନାରେ ଲାଭବାନ ହେବେ ହିତାଧିକାରୀ, ଉଦ୍ଘାଟନ କରି…
କେସିଙ୍ଗା,୭ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ରେଲଓ୍ବେ ଗେଟ୍ ନିକଟରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାର ବୁଧବାର ଉଦ୍ଘାଟନ ହୋଇଯାଇଛି। ସମଗ୍ର କେସିଙ୍ଗା ତଥା କଳାହାଣ୍ଡି ଜିଲାର ୧୩ଟି ବ୍ଲକର ସମସ୍ତ ହିତାଧିକାରୀ ମାଗଣାରେ କିପରି…

