ସକାଳୁ ସକାଳୁ ଆସିଲା ଭୟଙ୍କର ଭୂକମ୍ପ, ରିକ୍ଟର ସ୍କେଲରେ ତିବ୍ରତା ୭.୫, ଜାଣନ୍ତୁ ତାଜା ଅପଡେଟ
ଆଲାସ୍କା,୧୭।୭: ଆମେରିକାରେ ଭୟଙ୍କର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଆଲାସ୍କାର ଅନେକ ସ୍ଥାନରେ ୭.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ସମ୍ବାଦ ସରବରାହ ସଂସ୍ଥା ଏପିର ଏକ ରିପୋର୍ଟ ଅନୁଯାୟୀ, ଏହି ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ ଜାରି…
୨୪ ଘଣ୍ଟାରେ ଦ୍ୱିତୀୟ ଥର ପାଇଁ ଥରିଲା ଦିଲ୍ଲୀ, ଭୂକମ୍ପ ଝଟ୍କାକୁ ନେଇ ଭୟଭୀତ…
ନୂଆଦିଲ୍ଲୀ,୧୧।୭: ଦିଲ୍ଲୀରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ରାଜଧାନୀରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏହାର ତୀବ୍ରତା ୩.୭ ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ହରିୟାଣାର ଝାଜ୍ଜର ଥିଲା। ଗୁରୁବାର ଦିଲ୍ଲୀ-ଏନ୍ସିଆରରେ ଶକ୍ତିଶାଳୀ…
ଦିଲ୍ଲୀ-ଏନସିଆରରେ ଭୂକମ୍ପ: ୪.୪ ତୀବ୍ରତାରେ ୧୦ ସେକେଣ୍ଡ ଧରି କମ୍ପିଲା ପୃଥିବୀ
ନୂଆଦିଲ୍ଲୀ,୧୦।୭: ଦିଲ୍ଲୀ-ଏନସିଆର ଅଞ୍ଚଳରେ ଆଜି ସକାଳେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି। ଗୁରୁବାର ସକାଳ ୯:୦୪ରେ ହଠାତ୍ ପୃଥିବୀ କମ୍ପିବା ଆରମ୍ଭ କରିଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ମାପାଯାଇଛି। ଦିଲ୍ଲୀ, ନୋଏଡ଼ା ଓ ଗାଜିଆବାଦରେ ପ୍ରାୟ ୧୦…
ଭୂକମ୍ପ ଝଟକାରେ ଲୋକେ ଭୟଭୀତ, ଜଣେ ମୃତ ଅନେକେ ଆହତ
ପେରୁ,୧୬।୬: ରବିବାର ପେରୁରେ ଭୂମିକମ୍ପ ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ପେରୁର ରାଜଧାନୀ ଲିମାରେ ଭୂମିକମ୍ପ ପରେ ଭୂସ୍ଖଳନ ମଧ୍ୟ ହୋଇଛି। ପେରୁ ସହିତ ପାକିସ୍ତାନରେ ମଧ୍ୟ ଭୂମିକମ୍ପର ଝଟକା…
ସକାଳୁ ସକାଳୁ ୨ ଥର ଭୂକମ୍ପ: ଭୟରେ ଲୋକେ ଦୌଡିଲେ
ଇମ୍ଫାଲ,୨୮।୫: ମଣିପୁରରେ ବୁଧବାର ସକାଳୁ ଦୁଇଟି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୨.୫ ଏବଂ ୫.୨ ମାପ କରାଯାଇଥିଲା। ଭୂକମ୍ପ ଅନୁଭବ କରିବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ଜାତୀୟ ଭୂକମ୍ପ ବିଜ୍ଞାନ…
ଆଫଗାନିସ୍ତାନରେ ୫.୮ ତୀବ୍ରତାର ଭୂକମ୍ପର ପ୍ରଭାବ, ଥରିଲା ଦିଲ୍ଲୀ, ଜମ୍ମୁ-କଶ୍ମୀର; ଭୟରେ…
ନୂଆଦିଲ୍ଲୀ,୧୯।୪: ଆଫଗାନିସ୍ତାନରେ ଶନିବାର ଅପରାହ୍ନ ୧୨ଟା ୧୭ ମିନିଟ୍ ସମୟରେ ୫.୮ ତୀବ୍ରତାର ଭୂକମ୍ପ ହୋଇଛି। ଏହାର ପ୍ରଭାବରେ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ, ଜମ୍ମୁ-କଶ୍ମୀର ସମେତ ଉତ୍ତରଭାରତର ଅଧିକାଂଶ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇଥିବାର…
ଆସିଗଲା ନୂଆ ଟେକ୍ନିକ୍: ଏବେ ଭୂମିକମ୍ପ ହେବା ମାତ୍ରେ ପବନରେ ଉଡ଼ିବ ଘର, ରହିବନି ବିପଦ
ନୂଆଦିଲ୍ଲୀ,୧୮।୪: ପ୍ରତିଦିନ ସାରା ବିଶ୍ୱରେ ଏପରି ପ୍ରଯୁକ୍ତିବିଦ୍ୟା ବିକଶିତ ହେଉଛି ଯାହା ଆଶ୍ଚର୍ଯ୍ୟଜନକ। ଜାପାନରେ ସମାନ ପ୍ରକାରର ଏକ ପ୍ରଯୁକ୍ତିବିଦ୍ୟା ବିକଶିତ ହୋଇଛି। ଜାପାନୀ କମ୍ପାନୀ ଏୟାର ଡାନସିନ ଏକ ସ୍ବତନ୍ତ୍ର ପ୍ରଯୁକ୍ତିବିଦ୍ୟା ବିକଶିତ କରିଛି,ଯାହା ସାହାଯ୍ୟରେ ଲୋକମାନେ ଭୂମିକମ୍ପ ସମୟରେ…
ସକାଳୁ ସକାଳୁ ଆଫଗାନିସ୍ତାନରେ ଭୂକମ୍ପ: ଲୋକେ ଭୟଭୀତ
କାବୁଲ,୧୬।୪: ଭାରତର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) କହିଛି ଯେ, ବୁଧବାର ଭୋର ପ୍ରାୟ ୪.୪୩ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ହିନ୍ଦୁକୁଶ ବୋଲି…
ସକାଳୁ ସକାଳୁ ଆସିଲା ଆଉ ଏକ ଭୟଙ୍କର ଭୂକମ୍ପ, ପାହାଡ଼ରୁ ଖସିଲା ପଥର, ଦେଖନ୍ତୁ ଭିଡିଓ
କାଲିଫର୍ନିଆ,୧୫।୪: ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) କହିଛି ଯେ ସୋମବାର (ଏପ୍ରିଲ ୧୪) ସକାଳେ ସାନ ଡିଏଗୋରେ ୫.୨ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଲସ ଆଞ୍ଜେଲସ ଏବଂ ଦକ୍ଷିଣ କାଲିଫର୍ନିଆର ଅନେକ ଅଞ୍ଚଳରେ ଏହାର ଝଟକା ଅନୁଭୂତ ହୋଇଥିଲା। USGS…
ଭୂକମ୍ପ ଝଟକାରେ ଥରିଲା ୫ ଦେଶ, ଲୋକେ ଭୟଭୀତ, ବାଦ ପଡିଲାନି ଭାରତ କି ପାକିସ୍ତାନ
ନୂଆଦିଲ୍ଲୀ,୧୨।୪: ବିଶ୍ୱର ପ୍ରାୟ ୫ ଦେଶରେ ଶନିବାର ସକାଳୁ ଦ୍ୱିପ୍ରହର ମଧ୍ୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏହା ରିକ୍ଟର ସ୍କେଲର ୪.୦ରୁ ୬.୫ ପର୍ଯ୍ୟନ୍ତ ଅନୁଭୂତ ହୋଇଛି। ଏସବୁ ଦେଶ ମଧ୍ୟରେ ରହିଛି ଭାରତ, ପାକିସ୍ତାନ, ତାଜାକିସ୍ତାନ, ଟୋଙ୍ଗା ଓ…
ଭୂକମ୍ପର ଝଟକାରେ ଦୋହଲିଯିବ ଏହି ଦେଶର ମେରୁଦଣ୍ଡ, ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ
ବେଜିଂ,୭।୪: ପୃଥିବୀ ପୃଷ୍ଠରେ ହେଉଥିବା ପ୍ରମୁଖ ଭୂମିକମ୍ପ ଏବଂ ଏହାର ଘୂର୍ଣ୍ଣନ ଗତି ମଧ୍ୟରେ ଏକ ନୂତନ ସମ୍ପର୍କ ଉଭା ହୋଇଛି। ବେଜିଂ ଭୂମିକମ୍ପ ଏଜେନ୍ସିର ଜଣେ ବରିଷ୍ଠ ବୈଜ୍ଞାନିକ ଝୁ ହଙ୍ଗବିନ ଏବଂ ତାଙ୍କ ଦଳ ୧୫୦ ବର୍ଷର ଭୂକମ୍ପୀୟ…
ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପ: ସୁନାମୀ ଚେତାବନୀ ଜାରି
ନୂଆଦିଲ୍ଲୀ,୫।୪: ନ୍ୟୁ ବ୍ରିଟେନ ଦ୍ୱୀପର ଉପକୂଳରେ ଶନିବାର ସକାଳୁ ୬.୯ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ପାପୁଆ ନ୍ୟୁ ଗିନି ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି। ଏହି ଶକ୍ତିଶାଳୀ ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା…

