Tag Archives: earthquake

ଭୂକମ୍ପର ଶକ୍ତ ଝଟକାରେ ଥରିଲା ଜାପାନ

ଟୋକିଓ,୧୫।୫: ଶୁକ୍ରବାର ଜାପାନର ଉତ୍ତର ଭାଗରେ 6.3 ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ସଂସ୍ଥା ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ମିୟାଗି ପ୍ରିଫେକ୍ଚରର ଉପକୂଳ ନିକଟରେ ସମୁଦ୍ରରେ ଅବସ୍ଥିତ ଥିଲା। ସଂସ୍ଥା ରିପୋର୍ଟ କରିଛି ଯେ ଭୂମିକମ୍ପ ପ୍ରାୟ…

କୋକସରା ଅଞ୍ଚଳରେ ପୁଣି ମୃଦୁ ଭୂମିକମ୍ପ, ଆତଙ୍କିତ ହୋଇ…

କୋକସରା,୩୦।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ଗୁରୁବାର ସା ୭.ଟା ୨୦.ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଝଟକା ଅନୁଭୁତ ହୋଇଥିଲା। ଫଳରେ ଲୋକେ ଆତଙ୍କିତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ। ଅନ୍ୟପକ୍ଷେ…

ସକାଳୁ ସକାଳୁ ଥରିଲା ପୃଥିବୀ, ୭.୪ ତୀବ୍ରତାର ଭୂକମ୍ପ ପରେ ଲୋକେ ଘରୁ ଦୌଡି….

ଜାକାର୍ତ୍ତା,୨ା୪: ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ ଜାରି କରାଯାଇଛି । ଏହି ଭୂମିକମ୍ପ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି…

କୋଲକାତାରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ଭୟରେ ଘରୁ ବାହାରି ଆସିଲେ ଲୋକେ

କୋଲକାତା,୨୭।୨: କୋଲକାତାରେ ଶକ୍ତିଶାଳୀ ଭୂକମ୍ପ । ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଅପରାହ୍ନ ପ୍ରାୟ ୧ଟା୨୦ ସମୟରେ ଭୂମିକମ୍ପ ହୋଇଥିଲା। କୋଲକାତା ସମେତ ରାଜ୍ୟର ବିଭିନ୍ନ ଜିଲାରେ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ…

ମ୍ୟାନମାରରେ ୫.୯ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ: ଥରିଲା କଲିକତା

କୋଲକାତା,୩।୨: ମଙ୍ଗଳବାର ମ୍ୟାନମାରରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ପ୍ରାୟ ୫.୯ ରେକର୍ଡ କରାଯାଇଛି। ଏହି ଭୂକମ୍ପର ପ୍ରଭାବରେ ପଶ୍ଚିମବଙ୍ଗର ରାଜଧାନୀ କଲିକତାରେ ମଧ୍ୟ ମୃଦୁ କମ୍ପନ ଅନୁଭୂତ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା…

Earthquake: ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ, ସୁନାମୀ…

ଟୋକିଓ,୬ା୧:ମଙ୍ଗଳବାର ଜାପାନରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି । ଏହି ଭୂମିକମ୍ପଗୁଡ଼ିକ ପଶ୍ଚିମ ଚୁଗୋକୁ ଅଞ୍ଚଳରେ ହୋଇଥିଲା। ଏହା ପରେ ମଧ୍ୟ ବହୁତ ସମୟ ଧରି ମୃଦୁ ଏବଂ ମଧ୍ୟମ…

ସକାଳୁ ସକାଳୁ ଭୂକମ୍ପ ଝଟକା, ଆକାଶରେ ଦେଖାଗଲା ରହସ୍ୟମୟ ଆଲୋକ

ନୂଆଦିଲ୍ଲୀ,୧୨।୧୨: ସକାଳୁ ସକାଳୁ ପୁଣି ଥରିଲ ଜାପାନ । ଜାପାନ ଏବଂ ଫିଜି ଏକକାଳୀନ ଭୂମିକମ୍ପରେ ଥରି ଉଠିଛି । ତିନି ଦିନ ପୂର୍ବେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହୋଇଥିବା ବେଳେ ଆଜି ସକାଳୁ ପୁଣିଥରେ ଭୂକମ୍ପ ଦେଖାଯାଇଛି ।…

ଜାପାନ ଭୂକମ୍ପରେ ୩୩ ଆହତ, ପ୍ରଧାନମନ୍ତ୍ରୀ ଗଠନ କଲେ ଏମରଜେନ୍ସି ଟାସ୍କ ଫୋର୍ସ

ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ସୁନାମି ଆସିଛି। ଏହି ବିପର୍ଯ୍ୟୟ ସମଗ୍ର ଦେଶକୁ ଥରାଇ ଦେଇଛି। ଜାପାନ ପ୍ରଧାନମନ୍ତ୍ରୀ…

ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ, ଭୟରେ ଲୋକେ ଘର ବାହାରକୁ ଦୌଡ଼ିଲେ

ଜାକର୍ତ୍ତା,୨୭।୧୧: ଗୁରୁବାର ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଏକ ଶକ୍ତିଶାଳୀ ୬.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଆଚେ ପ୍ରଦେଶ ନିକଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଇଣ୍ଡୋନେସିଆର ପାଣିପାଗ, ଜଳବାୟୁ ଏବଂ ଭୂଭୌତିକ ବିଜ୍ଞାନ ଏଜେନ୍ସି (BMKG) ଅନୁଯାୟୀ, ଭୂମିକମ୍ପର ଗଭୀରତା…

ଭୂକମ୍ପର ଫାଟ ଏତେ ଭୟଙ୍କର, ୧ଲକ୍ଷ ପରମାଣୁ ବୋମା ଫାଟିଲା ଭଳି ଉଠିଲା ଜ୍ୱାଳାମୁଖୀ, ଶୋଇଥିବା ଅବସ୍ଥାରେ କଙ୍ଗାଳ ପାଲଟିଲେ ଲୋକେ

ଅଦିଶ ଅବାବା,୨୫॥୧୧: ପ୍ରକୃତିର କ୍ରୋଧର ବିପଦ ଏବେ ବି ଲୋକଙ୍କୁ ଥରହର କରାଏ। ଆଫ୍ରିକାର ଇଥିଓପିଆରେ ହାଇଲ ଗୁବ୍ବି ଜ୍ୱାଳାମୁଖୀ ୧୨,୦୦୦ ବର୍ଷ ପରେ ହଠାତ ବିସ୍ଫୋରଣ ହୋଇଥିଲା। ଏହି ଜ୍ୱାଳାମୁଖୀରୁ ଉତ୍ତପ୍ତ ପାଉଁଶର ଏକ ଖଣ୍ଡ ଗୁଜରାଟ ଏବଂ ରାଜସ୍ଥାନ…

ବାଂଲାଦେଶରେ ୫.୨ ତୀବ୍ରତାର ଭୂକମ୍ପ; କୋଲକାତାରେ ମୃଦୁ ଝଟକା ଅନୁଭୂତ

କୋଲକାତା,୨୧।୧୧: ଶୁକ୍ରବାର ସକାଳୁ ସକାଳୁ ବାଂଲାଦେଶର ଘୋରାଶାଲ ନିକଟରେ ୫.୨ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହେବା ପରେ ପଶ୍ଚିମବଙ୍ଗର କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ମୃଦୁ ଝଟକା ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂକମ୍ପର…

ଆଫଗାନିସ୍ତାନରେ ଭୂକମ୍ପ: ୨୦ ମୃତ, ୫୩୪ ଆହତ

କାବୁଲ,୪ା୧୧: ଆଫଗାନିସ୍ତାନର ଉତ୍ତର ଭାଗରେ ରବିବାର ବିଳମ୍ବିତ ରାତିରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇ ଅନୂ୍ୟନ ୨୦ ଜଣଙ୍କ ମୃତ୍ୟୁ ଘଟିବା ସହ ୫୩୪ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟ ବୃଦ୍ଧି ପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?