Tag Archives: earthquake

ସକାଳୁ ରାଜଧାନୀ ଭୁବନେଶ୍ୱରରେ ଭୂକମ୍ପ ଝଟ୍‌କା, ଥରିଲା ଏସବୁ ଅଞ୍ଚଳ

ଭୁବନେଶ୍ୱର,୩।୧୧: ରାଜଧାନୀରେ ଭୂମିକମ୍ପ। ରବିବାର ସକାଳେ ଭୁବନେଶ୍ୱରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଖୁବ କମ ସମୟ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ ଲୋକମାନଙ୍କୁ ସାମାନ୍ୟ ଝଟକା ଲାଗିଛି । ରାଜଧାନୀ ଭୁବନେଶ୍ବରରେ ସକାଳ ପ୍ରାୟ ୭ଟା…

୨ ମିନିଟ୍‌ରେ ଦୁଇ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ଆଲର୍ଟ ଜାରି

ଟୋକିଓ,୮ା୮: ଜାପାନରେ ଦୁଇ ମିନିଟ୍‌ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଯଥାକ୍ରମେ ୬.୯ ଓ ୭.୧ ରହିଥିଲା। ଦକ୍ଷିଣପଶ୍ଚିମରେ ଥିବା କ୍ୟୁଶ୍ୟୁ ଦ୍ୱୀପ ଓ ଶିକୋକୁରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଦୁଇ…

ଭୟରେ ଥରିଲେ ଜାପାନ ବାସିନ୍ଦା

ନୂଆଦିଲ୍ଲୀ, ୩।୬: ଜାପାନରେ ସୋମବାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରେକର୍ଡ କରାଯାଇଛି। ଜାପନର ମଧ୍ୟ ଅଞ୍ଚଳରେ ଏହି ଭୂକମ୍ପ ହୋଇଥିବା ଜାପାନ ପାଣିପାଗ ଏଜେନ୍ସି ସୂଚନା ଦେଇଛି। ଜାପାନର ପବ୍ଲିକ୍‌ ବ୍ରଡକାଷ୍ଟର…

ଥରିଲା ମ୍ୟାନ୍‌ମାର, ରିକ୍ଟର ସ୍କେଲ୍‌ରେ ତୀବ୍ରତା ଥିଲା…

ମ୍ୟାନ୍‌ମାର,୨୯ା୫: ବୁଧବାର ମ୍ୟାନ୍‌ମାରରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରକାଶ ଯେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୬ ମାପ କରାଯାଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ମ୍ୟାନ୍‌ମାରରେ ଏହି ଭୂକମ୍ପ…

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର ୫୦୬ କିଲୋମିଟର ଗଭୀରରେ ଅବସ୍ଥିତ। ଏହି ଭୂକମ୍ପ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଏଥିରେ ବ୍ୟାପକ…

ଥରିଲା ଗ୍ରୀସ୍‌

ଏଥେନ୍ସ,୨୯ା୩: ଗ୍ରୀସ୍‌ର ଦକ୍ଷିଣ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬ ଥିଲା। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍‌ଏସ୍‌ସି) ସ୍ଥାନୀୟ ସମୟ ଶୁକ୍ରବାର ସକାଳ ୯.୧୨ରେ ପ୍ରାଇଗୋସର ୫୬ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଏହି ଭୂକମ୍ପ…

ପୁଣି ଥରିଲା ରାଜଧାନୀ

ନୂଆଦିଲ୍ଲୀ,୧୧ା୧: ଗୁରୁବାର ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ ଏନ୍‌ସିଆର୍‌ରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ହିନ୍ଦୁକୁଶ ଅଞ୍ଚଳରେ ଏହାର ତୀବ୍ରତା ୬.୧ ରହିଥିଲା। ଜମ୍ମୁ-କଶ୍ମୀରର ପୁଞ୍ଚ ଅଞ୍ଚଳରେ ବି ଭୂକମ୍ପ ଅନୁଭୂତ ହୋଇଛି। ପାକ୍‌-ଆଫଗାନିସ୍ତାନ ସୀମା ଏହି…

ଭୂକମ୍ପର ଝଟ୍‌କାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୬.୭

ଜାକର୍ତ୍ତା,୯।୧: ମଙ୍ଗଳବାର ଅର୍ଥାତ୍‌ ଜାନୁଆରୀ ୯ରେ ଇଣ୍ଡୋନେସିଆର ତାଲାଉଡ ଦ୍ୱୀପପୁଞ୍ଜରେ ୬.୭ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ତଳେ ୮୦କିଲୋମିଟର ଗଭୀରରେ ଥିଲା। ଭାରତୀୟ ସମୟ ଅନୁଯାୟୀ,…

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୩୦ା୧୨: ଶନିବାର ଇଣ୍ଡୋନେସିଆର ପଶ୍ଚିମ ପ୍ରଦେଶର ଆଚେରେ ଏକ ଶକ୍ତିଶାଳୀ ଭୂକମ୍ପ ଘଟିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରେକର୍ଡ କରାଯାଇଛି। ତେବେ ଏହି ଭୂକମ୍ପ ଯୋଗୁ ସୁନାମି ହେବାର ସମ୍ଭାବନା ନାହିଁ ବୋଲି ଏଜେନ୍ସି କହିଛି। ଇଣ୍ଡୋନେସିଆ ପ୍ୟାସିଫିକ୍‌…

ଥରିଲା ପାକିସ୍ତାନ

ଇସଲାମାବାଦ,୧୫ା୧୨: ଶୁକ୍ରବାର ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୨ ଥିଲା। ନ୍ୟାଶନାଲ ସେସ୍‌ମିକ୍‌ ମନିଟରିଂ ସେଣ୍ଟର (ଏନ୍‌ଏସ୍‌ଏମ୍‌ସି) ଅନୁଯାୟୀ, ଏପର୍ଯ୍ୟନ୍ତ ଧନଜୀବନ ନଷ୍ଟ ହେବାର କୌଣସି ଖବର ହସ୍ତଗତ ହୋଇନାହିଁ। ସକାଳ ପ୍ରାୟ ୯.୧୩ରେ ପାକିସ୍ତାନରେ…

ଥରିଲା ଆଫଗାନିସ୍ତାନ

କାବୁଲ,୧୨।୧୨: ଆଫଗାନିସ୍ତାନରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି।

୪ ରାଜ୍ୟରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ,୮ା୧୨: ଆଜିକାଲି ସାରା ଦେଶରେ ଅନେକ ଭୂକମ୍ପ ଘଟୁଛି। ଆଜି ଅର୍ଥାତ୍‌ ଶୁକ୍ରବାର ଦେଶର ବିଭିନ୍ନ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ତାମିଲନାଡୁ, କର୍ନାଟକ, ଗୁଜରାଟ ଏବଂ ମେଘାଳୟରେ ଭୂକମ୍ପ ଅନୁଭୂତ ହୋଇଛି। ତାମିଲନାଡୁରେ ଶୁକ୍ରବାର ସକାଳ ୭.୩୯ରେ ୩.୨ ମ୍ୟାଗ୍ନିଚ୍ୟୁଡ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?