Trump-Zelensky Clash: ଟ୍ରମ୍ପଙ୍କ ସହ ଝଗଡା ପରେ ମୁହଁ ଖୋଲିଲେ ଜେଲେନସ୍କି, କହିଲେ ଏମିତି ହେଲେ…
ଓ୍ବାଶିଂଟନ,୩।୧: ହ୍ବାଇଟ ହାଉସର ଓଭାଲ ଅଫିସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି। ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସ ଜେଲେନସ୍କିଙ୍କୁ ସମ୍ମାନ ଦେଉ ନ ଥିବା ଅଭିଯୋଗ ହୋଇଛି। ଟ୍ରମ୍ପଙ୍କୁ…
ଭାରତ ସହ ଡବଲ ଗେମ୍ ଖେଳିଲେ ଟ୍ରମ୍ପ, ଭାରତକୁ ଅଫର କରି ପାକିସ୍ତାନକୁ ଦେଇଦେଲେ! ଚିନ୍ତାରେ ମୋଦି
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୨୬।୨: ଭାରତକୁ ପଞ୍ଚମ ପିଢ଼ିର ଗୁପ୍ତ ଯୁଦ୍ଧ ବିମାନ F-35 ପ୍ରଦାନ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ’ଣ ଭାରତ ସହିତ ଡବଲ ଖେଳ ଖେଳିଛନ୍ତି? ଏବେ ଏହି ପ୍ରଶ୍ନ ଉଠିବାର କାରଣ ହେଉଛି ଆମେରିକା ପାକିସ୍ତାନକୁ F-16 ଲଢ଼ୁଆ…
ପାକିସ୍ତାନ ସହ ବଡ଼ ଗେମ୍ ଖେଳିଦେଲେ ଟ୍ରମ୍ପ: ଗୋଟିଏ ଝଟ୍କାରେ ରୋକିଦେଲେ…
ଇସଲାମାବାଦ୍,୨୫।୨: ନ୍ୟୁୟର୍କ ସିଟି ପାକିସ୍ତାନ ସରକାରଙ୍କ ମାଲିକାନାରେ ଥିବା ରୁଜଭେଲ୍ଟ ହୋଟେଲ ସହିତ ୨୨୦ ନିୟୁତ ଡଲାରର ଚୁକ୍ତି ସମାପ୍ତ କରିଛି। ଶରଣାର୍ଥୀଙ୍କ ପାଇଁ ଏକ ଆଶ୍ରୟସ୍ଥଳ ସୃଷ୍ଟି କରିବା ପାଇଁ ଏହି ଚୁକ୍ତିନାମା କରାଯାଇଥିଲା। ଆମେରିକୀୟ କରଦାତାଙ୍କ ଟଙ୍କାରେ ଅବୈଧ…
ବଦଳିଲା ଆମେରିକାର ସ୍ୱର: ମିଳିତ ଜାତିସଂଘର ପୁଟିନଙ୍କୁ ସମର୍ଥନ କଲେ ଟ୍ରମ୍ପ
ନୂଆଦିଲ୍ଲୀ,୨୫ା୨: ସୋମବାର ୟୁକ୍ରେନରେ ଉତ୍ତେଜନା ହ୍ରାସ, ଶୀଘ୍ର ଶତ୍ରୁତା ବନ୍ଦ ଏବଂ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ୱାନ କରାଯାଇଥିବା ଜାତିସଂଘ ସାଧାରଣ ପରିଷଦର ଏକ ଡ୍ରାଫ୍ଟ ପ୍ରସ୍ତାବରେ ଆମେରିକା ରୁଷର ପକ୍ଷ ନେଇଛି। ପୂର୍ବରୁ କିଭ୍ ସପକ୍ଷରେ ପ୍ରସ୍ତାବ ପାଇଁ…
Trump-Macron Meet: ଟ୍ରମ୍ପଙ୍କ ହାତ ଧରି ବୁଝାଇଦେଲେ ମାକ୍ରନ, ୟୁକ୍ରେନ ବିଷୟରେ ବହୁତ ଗର୍ବ କରୁଥିଲେ ଆମେରିକା ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୫ା୨: ଆମେରିକା ଗସ୍ତରେ ଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏକ କାର୍ଯ୍ୟକ୍ରମ ସମୟରେ ତାଙ୍କ ପ୍ରତିପକ୍ଷ ଟ୍ରମ୍ପଙ୍କ ମିଛ ସାମ୍ବାଦିକ ସମ୍ମିଳନୀରେ ଧରିଛନ୍ତି। ଇମାନୁଏଲ ମାକ୍ରନ ତୁରନ୍ତ ଟ୍ରମ୍ପଙ୍କ ହାତକୁ ବନ୍ଧୁତ୍ୱପୂର୍ଣ୍ଣ ଭାବରେ ଧରି ଅଟକାଇଥିଲେ ଏବଂ ଡଜନ ଡଜନ…
୨୦୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କଲେ ଟ୍ରମ୍ପ
ଓ୍ବାଶିଂଟନ,୨୪ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂରା ଆକ୍ସନ ମୋଡ୍ରେ ଅଛନ୍ତି। USAIDର ୨ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଦେଇଥିବା ନେଇ ଅଧିସୂଚନା ଜାରି କରିଛନ୍ତି। ଏଥିସହିତ ୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଛୁଟି ପାଇଁ ମଧ୍ୟ ଅଧିସୂଚନା ଜାରି…
‘ସେମାନେ ଆମ ଉପରେ କାଦୁଅ ଫିଙ୍ଗୁଛନ୍ତି…’, ଟ୍ରମ୍ପ, ମୋଦିଙ୍କ ନାଁ ନେଇ ବର୍ଷିଲେ ଜର୍ଜିଆ ମେଲୋନି
ନୂଆଦିଲ୍ଲୀ,୨୩।୨: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦାବି କରିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟରେ ବାମପନ୍ଥୀମାନେ ଚିନ୍ତିତ ହୋଇଯାଇଛନ୍ତି। ମେଲୋନି ଉଦାରପନ୍ଥୀ ଏବଂ ବାମପନ୍ଥୀମାନଙ୍କୁ ‘ଦୋ ମୁହାଁ’ ନୀତି ଗ୍ରହଣ କରିବାର ଅଭିଯୋଗ ଲଗାଇଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ବାମପନ୍ଥୀ…
ମୋଦିଙ୍କ ପାଖକୁ ଯାଇଛି ୨୧ ନିୟୁତ ଡଲାର: ଟ୍ରମ୍ପ୍
ନ୍ୟୁୟର୍କ/ନୂଆଦିଲ୍ଲୀ,୨୩ା୨(ଏଜେନ୍ସି/ପିଟି): ଭାରତରେ ମତଦାନ ହାର ବୃଦ୍ଧି ପାଇଁ ଆମେରିକାରୁ ଆସିଥିବା ୨୧ ନିୟୁତ ଡଲାର (୧୮୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ସହାୟତାକୁ ନେଇ ଦେଶରେ ବିବାଦ ମୁଣ୍ଡ ଟେକିଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶନିବାର ଏହି ପ୍ରସଙ୍ଗ ଉପରେ ଚତୁର୍ଥ ଥର…
ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ୱସ୍ତ କାଶ ପଟେଲ ଏଫବିଆଇ ନିର୍ଦ୍ଦେଶକ, ସିନେଟରୁ ମିଳିଲା ଅନୁମୋଦନ
ନୂଆଦିଲ୍ଲୀ,୨୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ୱସ୍ତ ଏବଂ ଭାରତୀୟ ବଂଶୋଦ୍ଭବ କାଶ ପଟେଲଙ୍କୁ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI)ର ନୂତନ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତିକୁ ଆମେରିକାର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ନେତୃତ୍ୱ ଗଠନରେ ଏକ…
ଭିତିରିଆ ଖେଳ କରିଲେ ଟ୍ରମ୍ପ, କହିଲେ ଭାରତ ପାଖରେ ବହୁତ ଟଙ୍କା, ଆମେରିକା କାହିିଁ ଦେବ…
ଓ୍ବାଶିଂଟନ୍,୧୯।୨: ଏଲନ ମସ୍କଙ୍କ ନେତୃତ୍ୱରେ ସରକାରୀ ଦକ୍ଷତା ବିଭାଗ (DOGE) ସମ୍ପ୍ରତି ଭାରତର ନିର୍ବାଚନ ସହ ଜଡିତ $୨୧ ନିୟୁତ ପାଣ୍ଠି ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ପାଣ୍ଠିକୁ ବାଇଡେନ ପ୍ରଶାସନ ଦ୍ୱାରା ଅନୁମୋଦନ କରାଯାଇଥିଲା। ଏହାର ଲକ୍ଷ୍ୟ ଥିଲା…
ଏଲନ୍ ମସ୍କ କେବଳ ଜଣେ କର୍ମଚାରୀ… Tesla CEOଙ୍କୁ ନେଇ ଏ କ’ଣ କହିଦେଲା ହ୍ବାଇଟ୍ ହାଉସ୍
ଓ୍ବାଶିଂଟନ,୧୮।୨: ଟେସ୍ଲାର ସିଇଓ ଏଲନ ମସ୍କଙ୍କୁ ନେଇ ହ୍ବାଇଟ୍ ହାଉସ୍ ପକ୍ଷରୁ ବଡ଼ ବୟାନ ଦିଆଯାଇଛି। ପୂର୍ବରୁ ଟ୍ରମ୍ପ କେବଳ ରାଷ୍ଟ୍ରପତିଙ୍କ ଚୌକିରେ ବସିଛନ୍ତି, ପ୍ରକୃତ ଶକ୍ତି ଏବଂ ନିଷ୍ପତ୍ତି ନେବାର ଅଧିକାର ମସ୍କଙ୍କ ପାଖରେ ଥିବା ରିପୋର୍ଟ ସାମ୍ନାକୁ ଆସିଥିଲା।…
ଭାରତକୁ ଅତ୍ୟାଧୁନିକ F-35 ଅଫର କଲେ ଟ୍ରମ୍ପ: ବଢିବ ଭାରତୀୟ ବାୟୁସେନାର ଶକ୍ତି
ନୂଆଦିଲ୍ଲୀ ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ ବୈଠକ ସମୟରେ ଯୁକ୍ତରାଷ୍ଟ୍ର ଭାରତକୁ ଏଫ-୩୫ ଲାଇଟନିଂ-୨ ଲଢ଼ୁଆ ବିମାନ ଯୋଗାଇବା ପାଇଁ ଏକ ଐତିହାସିକ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ନୂଆଦିଲ୍ଲୀରେ…
Archives


