Tag Archives: donald trump

ମୁନୀରଙ୍କ ସହ ସାକ୍ଷାତକାର ମଝିରେ ବଡ଼ ବୟାନ ଦେଲେ ଟ୍ରମ୍ପ, କହିଲେ ମୁଁ ପାକିସ୍ତାନକୁ ଭଲପାଏ ହେଲେ…

ଓ୍ବାଶିଂଟନ୍‌,୧୯।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଜଣେ ବହୁତ ଭଲ ବ୍ୟକ୍ତି, ମୁଁ ଗତକାଲି ତାଙ୍କ ସହ କଥା ହୋଇଛି ଏବଂ ଆମେ ଆଉ ଏକ…

ଟ୍ରମ୍ପଙ୍କୁ ପଚାରିଲେ ଥରୁର, କେମିତି ଥିଲା ଖାଇବା?

ନୂଆଦିଲ୍ଲୀ, ୧୯।୬: କଂଗ୍ରେସ ଏମପି ଶଶି ଥରୁର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସିମ ମୁନିରଙ୍କ ସହ ହ୍ବାଇଟ ହାଉସରେ ମଧ୍ୟାହ୍ନ ଭୋଜନ କରିବା ଉପରେ କଡ଼ା ପ୍ରତିକ୍ରୟା ରଖିଛନ୍ତି। ଥରୁର ଏହି ବୈଠକକୁ…

ସାରା ବିଶ୍ୱରେ ମୋଦିଙ୍କ ଜଲଓ୍ବା: ଏହି ମାମଲାରେ ଟ୍ରମ୍ପ-ପୁଟିନଙ୍କୁ ପକାଇଦେଲେ ପଛରେ

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଗସ୍ତରେ ତୁର୍କୀର ପଡ଼ୋଶୀ ଦେଶ ସାଇପ୍ରସରେ ପହଞ୍ଚିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ କ୍ରସ ଅଫ ଦି ଅର୍ଡର ଅଫ ମାକାରିଓସ III’ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ଭବନରେ…

କୋଉଠି ଲୁଚିଛ, ସରେଣ୍ଡର କର: ‘ସୁପ୍ରିମ ଲିଡର୍‌’ଙ୍କୁ ଅଲ୍ଟିମେଟମ୍‌ ଦେଲେ ଟ୍ରମ୍ପ

ଜେରୁଜେଲମ,୧୮।୬:ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସୁପ୍ରିମ ଲିଡର୍‌ ଖାମେନେଇଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ଖାମେନେଇଙ୍କ ନାମ ନେଇ ନାହାଁନ୍ତି କିନ୍ତୁ ଏହାକୁ ‘ସୁପ୍ରିମ ଲିଡର୍‌’ ଲେଖି ପୋଷ୍ଟ କରିଛନ୍ତି। ଏଥିରେ ଟ୍ରମ୍ପ କହିଛନ୍ତି,…

ଆମେରିକା ସହ ସବୁଠାରୁ ବଡ଼ ଡିଲ୍‌ କଲା ପାକିସ୍ତାନ, ଇରାନକୁ ଜୋରଦାର ଝଟ୍‌କା

ଇସଲାମବାଦ,୧୭।୬: ଗୋଟିଏ ପଟେ ପାକିସ୍ତାନୀ ନେତା ଏବଂ ଧାର୍ମିକ ଗୋଷ୍ଠୀ ଇରାନକୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇ ଇସ୍ରାଏଲ ଏବଂ ଆମେରିକା ବିରୋଧରେ ନିଆଁ ଲଗାଉଛନ୍ତି, ଅନ୍ୟପଟେ ପାକିସ୍ତାନ ସରକାର ନୀରବରେ ୱାଶିଂଟନ ସହିତ ବଡ଼ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବାରେ…

ଆମେରିକାକୁ ଆଖି ଦେଖାଇଲା ପାକିସ୍ତାନ! କହିଦେଲା ବଡ଼କଥା…

ନୂଆଦିଲ୍ଲୀ,୧୭।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଅନେକ ମୁସଲିମ ଦେଶ ଇରାନକୁ ସମର୍ଥନ କରିଛନ୍ତି। ପାକିସ୍ତାନ ସରକାର ଅନେକ ଥର କହିଛନ୍ତି ଯେ ସମସ୍ତ ମୁସଲିମ ଦେଶ ଇସ୍ରାଏଲ ବିରୁଦ୍ଧରେ ଇରାନକୁ ସମର୍ଥନ କରିବା ଉଚିତ। ଏହି ସମୟରେ, ପାକିସ୍ତାନ ଇସ୍ରାଏଲ…

ବଡ଼ ଖବର: ନେତାନ୍ୟାହୁଙ୍କ ବେଡ୍‌ ରୁମ୍‌ ଉପରେ ମିଶାଇଲ୍‌ ମାଡ଼ କଲା ଇରାନ

ତେଲ ଅଭିଭ,୧୬।୬: ଇରାନ ସହିତ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଇରାନ ମୋତେ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ତେହେରାନରୁ ଏକ ମିଶାଇଲ୍‌ ମୋ ବେଡ୍‌ରୁମ୍‌ର…

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଏଣ୍ଟ୍ରି ମାରିଲା ଆମେରିକା! ସେନାକୁ ବଡ଼ ନିର୍ଦ୍ଦେଶ ଦେଲେ ଟ୍ରମ୍ପ

ଓାଶିଂଟନ, ୧୫।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଇରାନ ଆମେରିକା ବା ତା’ର ବନ୍ଧୁ ରାଷ୍ଟ୍ର ବିରୋଧରେ କୌଣସି ଆକ୍ରମଣ କରେ, ତେବେ ଆମେରିକାର ପୁରା ସେନା ଆକ୍ରମଣ କରିବ।…

ଇରାନ-ଇସ୍ରାଏଲ ଯୁଦ୍ଧ ରୋକିଦେବେ ଟ୍ରମ୍ପ? ପୁଟିନ୍‌ଙ୍କ ସହ ମିଶି କଲେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୧୫।୬: ଶନିବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ପରେ ରାଷ୍ଟ୍ରପତି ଟ୍ରମ୍ପ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଶେଷ…

ବଡ଼ କାର୍ଯ୍ୟାନୁଷ୍ଠାନ: ଲସ ଆଞ୍ଜେଲସରେ ୨ ହଜାର ଯବାନ ମୁତୟନ କଲେ ଡୋନାଲ୍ଡ ଟ୍ରମ୍ପ, କାରଣ ରହିଛି…

ଓ୍ବାଶିଂଟନ,୮।୬: ଲସ ଆଞ୍ଜେଲସରେ ହେଉଥିବା ପ୍ରତିବାଦକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ’କାଲିଫର୍ନିଆ ନ୍ୟାସନାଲ ଗାର୍ଡ’ର ୨ ହଜାର ଯବାନଙ୍କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ରାଜ୍ୟପାଳ ବିରୋଧ କରିଛନ୍ତି। ଲସ ଆଞ୍ଜେଲସରେ…

ଟ୍ରମ୍ପ-ମସ୍କ କଳିରେ ଭାରତର ଏଣ୍ଟ୍ରି? ବିଶ୍ୱରେ ଚହଳ

ଓାଶିଂଟନ, ୭।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତାବିତ ‘ବିଗ ବ୍ୟୁଟିଫୁଲ ବିଲ’ ନୀତି ଆମେରିକୀୟ ରାଜନୀତିରେ ଏକ ବଡ଼ ବିବାଦ ସୃଷ୍ଟି କରିଛି। ଏହି ବିଲ୍‌ରେ ଟ୍ୟାକ୍ସ କମେଇବା, ସୀମା ସୁରକ୍ଷା ବୃଦ୍ଧି ଏବଂ ମେଡିକେଡ ଓ ଖାଦ୍ୟ…

ପୁଟିନ୍‌ଙ୍କ ସାଙ୍ଗରେ ହାତ ମିଳାଇବେ ମସ୍କ? ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା

ଓ୍ବାଶିଂଟନ୍‌,୭।୬: ବିଶ୍ୱର ସବୁଠାରୁ ପ୍ରସିଦ୍ଧ କୋଟିପତି ଏଲନ ମସ୍କ ଏବେ ଆମେରିକା ଛାଡିବାକୁ ଯାଉଛନ୍ତି! ତେବେ ସେ କ’ଣ ରୁଷିଆରେ ଶରଣ ପାଇବେ? ଡୋନାଲ୍ଡ ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ତୀବ୍ର ବାକ୍‌ ଯୁଦ୍ଧ ମଧ୍ୟରେ, ରୁଷିଆରୁ ଏକ ଆଶ୍ଚର୍ଯ୍ୟଜନକ ବୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?