ଶସ୍ତା ହେଲା ସୁନା; ଭୁବନେଶ୍ୱରରେ ଖସିଲା ଏତିକି ଟଙ୍କା
ନୂଆଦିଲ୍ଲୀ,୭ା୧୧: ଆମେରିକା ନିର୍ବାଚନ ଫଳାଫଳ ଆସିବା ପରେ ଗୁରୁବାର ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱର ବଜାରରେ ସୁନା ମୂଲ୍ୟରେ ୧୫୦୦ ଟଙ୍କା ହ୍ରାସ ପାଇଛି। ପୂର୍ବରୁ ଭୁବନେଶ୍ବରରେ ୨୨ କ୍ୟାରେଟ ଦର ୭୩, ୮୦୦...
ବିଜୟ ପରେ ମୋଦିଙ୍କୁ ପ୍ରଶଂସାରେ ପୋତିଲେ ଟ୍ରମ୍ପ; କହିଲେ ସମଗ୍ର ବିଶ୍ୱ…
ନୂଆଦିଲ୍ଲୀ, ୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପଙ୍କୁ କଲ୍ କରି ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଚମତ୍କାର ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବାର୍ତ୍ତାଳାପ ସମୟରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଥିଲେ,...
ଜିତିଲେ ଟ୍ରମ୍ପ, ମସ୍କଙ୍କ ସମ୍ପତ୍ତିରେ ୨୦ ବିଲିୟନ ଡଲାର ବୃଦ୍ଧି
ନୁୟର୍କ,୬।୧୧: ଚଳିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଲିୟନେୟାର ବ୍ୟବସାୟୀ ତଥା ଟେସ୍ଲା ସିଇଓ ଏଲନ ମସ୍କ ଖୋଲାଖୋଲି ଭାବେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସପକ୍ଷରେ ପ୍ରଚାର କରିଥିଲେ। ନିର୍ବାଚନୀ ପ୍ରଚାର ପାଇଁ ସେ ଟ୍ରମ୍ପଙ୍କ ପଲିଟିକାଲ...
ନିର୍ବାଚନ ତ ଜିତିଗଲେ ଟ୍ରମ୍ପ ମାତ୍ର ଆସନ୍ତାବର୍ଷ ପର୍ଯ୍ୟନ୍ତ ହୋଇପାରିବେନି ରାଷ୍ଟ୍ରପତି, ସାମ୍ନାକୁ ଆସିଲା ଏହି ବଡ଼ କାରଣ…
ଓ୍ବାଶିଂଟନ,୬ା୧୧: ଡୋନାଲ୍ଡ ଟ୍ରମ୍ପ ବୁଧବାର ହ୍ବାଇଟ୍ ହାଉସକୁ ଏକ ଅଦ୍ୱିତୀୟ ତଥା ଶକ୍ତିଶାଳୀ ରାଜନୈତିକ ପ୍ରତ୍ୟାବର୍ତ୍ତନ କରିଛନ୍ତି କିନ୍ତୁ ସମ୍ଭବତଃ ସେ ନୂଆବର୍ଷ ପର୍ଯ୍ୟନ୍ତ ରାଷ୍ଟ୍ରପତି ହୋଇପାରିବେ ନାହିଁ। ସଠିକ୍ ଭାବରେ ବାଲଟ ଗଣନା କରିବାର ବ୍ୟାପକ ପ୍ରକ୍ରିୟା ଜାରି...
ବିଶ୍ୱରେ ଶାନ୍ତି ଫେରାଇବେ ଟ୍ରମ୍ପ; ବିଜୟ ପରେ ଯୁଦ୍ଧକୁ ନେଇ ଦେଲେ ବଡ଼ ବୟାନ
ନୂଆଦିଲ୍ଲୀ,୬।୧୧: ଡୋନାଲ୍ଡ ଟ୍ରମ୍ପ ପୁଣି ହ୍ଵାଇଟ ହାଉସରେ ପ୍ରବେଶ କରିବାକୁ ଯାଉଛନ୍ତି। ତାଙ୍କ ବିଜୟ ଅଭିଭାଷଣରେ ସେ ସୂଚାଇ ଦେଇଛନ୍ତି ଯେ ଏକ ପ୍ରମୁଖ ନୀତିଗତ ନିଷ୍ପତ୍ତିରେ ସେ ବିଶ୍ୱରେ ଯୁଦ୍ଧ ସମାପ୍ତ କରିବାକୁ କାର୍ଯ୍ୟ କରିବେ। ଯଦିଓ କେଉଁଠାରେ...
ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇବେ ନାହିଁ ପୁଟିନ୍
ଓ୍ବାଶିଂଟନ/ମସ୍କୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ବିଜେତା ହୋଇଛନ୍ତି। ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିଜେତା ହୋଇଛନ୍ତି। ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପଙ୍କୁ ୨୭୭ ଇଲେକ୍ଟୋରାଲ ଭୋଟ୍ ମିଳିଥିବା ବେଳେ ଡେମୋକ୍ରେଟିକ୍ ପ୍ରାର୍ଥୀ କମଲା ହାରିସ ବହୁମତରୁ ପଛରେ ରହିଯାଇଛନ୍ତି।...
ଟ୍ରମ୍ପଙ୍କ ମାଷ୍ଟରଷ୍ଟ୍ରୋକ୍: ଅଳିଆ ଗାଡ଼ି ଧରି କଲେ ପ୍ରଚାର
ନୂଆଦିଲ୍ଲୀ,୩୧ା୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଆଉ ଗୋଟିଏ ସପ୍ତାହ ବାକି ଅଛି। ବିଜୟ ପାଇଁ ରପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟ ପ୍ରାର୍ଥୀ କମଳା ହାରିସଙ୍କ ମଧ୍ୟରେ ଜୋରଦାର ଟକ୍କର ଚାଲିଛି। ଏହାରି ମଧ୍ୟରେ ବୁଧବାର ଡୋନାଲ୍ଡ...
ପୁଣି ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ, ମିଡିଆ ପରିଚୟପତ୍ର ଦେଖାଇ ସୁରକ୍ଷାପଥରୁ ଖସି ଯାଇଥିଲେ ଦୁର୍ବୃତ୍ତ
ଓ୍ବାଶିଂଟନ,୧୪ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ କରାଯାଇଛି। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଭାବେ ପ୍ରଚାର କରୁଛନ୍ତି। ଏହି ସମୟ ମଧ୍ୟରେ ତୃତୀୟ ଥର ପାଇଁ...
ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସାରେ ଶତମୁଖ ଡୋନାଲ୍ଡ ଟ୍ରମ୍ପ: କହିଲେ-‘ମୋର ବନ୍ଧୁ, ସୁନ୍ଦର ମଣିଷ’
ନୂଆଦିଲ୍ଲୀ,୯ା୧୦: ଯୁକ୍ତରାଷ୍ଟ୍ରର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ତାଙ୍କର ‘ବନ୍ଧୁ’ ଏବଂ ‘ସବୁଠାରୁ ସୁନ୍ଦର ମଣିଷ’ ବୋଲି କହିଛନ୍ତି। ଫ୍ଲାଗାଣ୍ଟ ପୋଡକାଷ୍ଟରେ ବିଶ୍ୱର...
ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ଏଲନ ମସ୍କଙ୍କ ବିବାଦୀୟ ବୟାନ, କହିଲେ କମଲା-ବାଇଡେନଙ୍କୁ ତ କେହି…
ଓ୍ବାଶିଂଟନ,୧୬ା୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଦ୍ୱିତୀୟଥର ଗୁଳିମାଡ଼ ହୋଇ ହତ୍ୟା ଉଦ୍ୟମ କରାଯାଇଛି। ଏହା ପରେ ବିଶ୍ୱର ପ୍ରତିଷ୍ଠିତ ଶିଳ୍ପପତି ଏଲନ୍ ମସ୍କ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଉଦ୍ବେଗ...
ବାଇଡେନ୍ଙ୍କଠାରୁ ହାରିସ୍ ଆହୁରି ଅଯୋଗ୍ୟ, ମସ୍କଙ୍କ ସହ ସାକ୍ଷାତ୍କାରରେ ଟ୍ରମ୍ପ୍ଙ୍କ ମନ୍ତବ୍ୟ
ଓ୍ବାଶିଂଟନ୍, ୧୩।୮: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଇଷ୍ଟର୍ନ ସମୟ ସୋମବାର ରାତି ୮ଟାରେ ଏକ୍ସ’ ସିଇଓ ଏଲନ୍ ମସ୍କଙ୍କୁ ଏକ ଲାଇଭ ସାକ୍ଷାତ୍କାର ଦେଇଛନ୍ତି। ଏହି ସାକ୍ଷାତ୍କାରରେ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ...
ଟ୍ରମ୍ପ୍ଙ୍କ ଲୋକପ୍ରିୟତା କମାଇଲେ କମଲା ହାରିସ୍, ବଢୁଛି ପ୍ରତିଦ୍ୱନ୍ଦିତା
ନୂଆଦିଲ୍ଲୀ,୨୭।୭: ନଭେମ୍ବର ୨ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୋ ବାଇଡେନଙ୍କୁ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଭାବେ ପରିବର୍ତନ କରିବା ପରେ କମଲା ହାରିସ୍ ଡୋନାଲ୍ଡ ଟ୍ରମ୍ପଙ୍କ ବିପକ୍ଷରେ ମାର୍ଜିନ୍ ହ୍ରାସ କରିଛନ୍ତି। ଅଣ-ଧଳା ଭୋଟରଙ୍କ ମଧ୍ୟରେ...
Archives


