Tag Archives: donald trump

ରାଗିଲେ ଟ୍ରମ୍ପ, ଲଗାଇଲେ ୩୦ ପ୍ରତିଶତ ଶୁଳ୍କ

ଓ୍ବାଶିଂଟନ,୧୨।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର (୧୨ ଜୁଲାଇ, ୨୦୨୫) ମେକ୍ସିକୋ ଏବଂ ୟୁରୋପୀୟ ସଂଘ ଉପରେ ତାଙ୍କର ଶୁଳ୍କ ବୋମା ପକାଇଛନ୍ତି। ଟ୍ରମ୍ପ ମେକ୍ସିକୋ ଏବଂ ୟୁରୋପୀୟ ସଂଘ ପାଇଁ ନୂତନ ଶୁଳ୍କ ସମ୍ପର୍କରେ ଏକ ଚିଠି ଜାରି…

କାନାଡା ଉପରେ ୩୫% ଟାରିଫ ଲଗାଇଲେ ଟ୍ରମ୍ପ, ଦେଲେ ଏମିତି ଚେତାବନୀ

ନୂଆଦିଲ୍ଲୀ,୧୧।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଘୋଷଣା କରିଛନ୍ତି ଯେ, ଆଗାମୀ ମାସରୁ କାନାଡାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଆମେରିକା ୩୫% ଟାରିଫ ଲଗାଇବ। ସେ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନେଙ୍କୁ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ…

ବଜେଟ କାଟ କଲେ ଟ୍ରମ୍ପ, କର୍ମଚାରୀଙ୍କୁ ଦେଲେ ରିଟାୟରମେଣ୍ଟ ପ୍ଲାନ ଅଫର, NASAରୁ ୨୦୦୦ କର୍ମଚାରୀଙ୍କର ହେବ ଛଟେଇ!

ଓ୍ବାଶିଂଟନ,୧୦।୭: ଆମେରିକୀୟ ମହାକାଶ ସଂସ୍ଥା ନାସା ଏବେ ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରୁଛି। ରିପୋର୍ଟ ହୋଇଛି ଯେ ନାସା ଏହାର ପ୍ରାୟ ୨୧୪୫ କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇବାକୁ ପ୍ରସ୍ତୁତ ହେଉଛି। ଆମେରିକୀୟ ଗଣମାଧ୍ୟମ ପଲିଟିକୋ ଏ ବିଷୟରେ…

ଟ୍ରମ୍ପଙ୍କୁ ଡ୍ରୋନ ହମଲାର ଧମକ: ଇରାନର ବରିଷ୍ଠ ଅଧିକାରୀଙ୍କ ଖୋଲା ଚେତାବନୀ

ତେହେରାନ/ୱାଶିଂଟନ,୯।୭: ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇଙ୍କ ଘନିଷ୍ଠ ପରାମର୍ଶଦାତା ଜାଭାଦ ଲାରିଜାନୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜୀବନ ନେଇ ଖୋଲାଖୋଲି ଧମକ ଦେଇଛନ୍ତି। ଲାରିଜାନୀ କହିଛନ୍ତି, ଟ୍ରମ୍ପ ଯେତେବେଳେ ତାଙ୍କ ଫ୍ଲୋରିଡାସ୍ଥିତ ବିଳାସପୂର୍ଣ୍ଣ ବାସଭବନ ମାର-ଏ-ଲାଗୋରେ ସୂର୍ଯ୍ୟକିରଣରେ ଶୋଇଥାଆନ୍ତି,…

ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ପରମାଣୁ ଆକ୍ରମଣ କଥା ଉଠାଇଲେ ଟ୍ରମ୍ପ

ନୂଆଦିଲ୍ଲୀ/ଓ୍ବାଶିଂଟନ,୮।୭: ଚଳିତ ବର୍ଷ ମେ’ ମାସରେ ଲଗାତାର ତିନି ଦିନ ଧରି ଚାଲିଥିବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି ଯେ…

ଭାରତ ସହ ବାଣିଜ୍ୟ ଚୁକ୍ତି ବିଷୟରେ ଖୁସି ଖବର ଦେଲେ ଟ୍ରମ୍ପ, ୧୪ଟି ଦେଶକୁ ପଠାଇଲେ ଟାରିଫ ନୋଟିସ

ନୂଆଦିଲ୍ଲୀ,୮।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ବାଣିଜ୍ୟ ଘାଟତି ଦୂର କରିବା ଓ ଟାରିଫ ମାଧ୍ୟମରେ ଆମେରିକାର ପ୍ରଭାବ ପ୍ରତିଷ୍ଠା କରିବା ପାଇଁ ଭାରତ ସହ ଏକ ବାଣିଜ୍ୟ ଚୁକ୍ତି ସମ୍ପାଦନରେ ଆମେରିକା ନିକଟତର ହେଉଛି। ୧୪ଟି…

ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କଲେ ନେତାନ୍ୟାହୁ

ନୂଆଦିଲ୍ଲୀ,୮।୭: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ “ଶାନ୍ତି ପ୍ରତିଷ୍ଠା”ରେ ତାଙ୍କର ଭୂମିକା ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ସୋମବାର ହ୍ୱାଇଟ ହାଉସରେ ଆୟୋଜିତ ରାତ୍ରିଭୋଜନ ସମୟରେ ନେତାନ୍ୟାହୁ ନୋବେଲ ପୁରସ୍କାର କମିଟିକୁ…

ଭାରତକୁ ଧମକ ଦେଲେ ଟ୍ରମ୍ପ: ବନ୍ଦ ହୋଇଯିବ କି ଭାରତ-ଆମେରିକା ଟ୍ରେଡ୍‌ ଡିଲ୍‌

ଓ୍ବାଶିଂଟନ୍‌,୭।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ BRICS ଦେଶଗୁଡ଼ିକର ସଦସ୍ୟମାନଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ସେ ଆମେରିକା ବିରୋଧୀ ଯେକୌଣସି ନୀତିକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ଉପରେ ଅତିରିକ୍ତ ଟାରିଫ୍‌ ଲାଗୁ କରିବେ। ତାଙ୍କ ଅନୁସାରେ, ଆମେରିକାକୁ ବିରୋଧ କରିବା…

ମୋଦିଙ୍କୁ ସବୁଠୁ ବଡ଼ ଆଟାକ୍‌ କଲେ ରାହୁଲ, କହିଲେ ଯେତେ ଛାତି ପିଟିଲେ ବି…

ନୂଆଦିଲ୍‌ଲୀ,୫।୭: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କ ଉପରେ କଡ଼ା ଟାର୍ଗେଟ କରିଛନ୍ତି। ଏଥର ସେ ଆମେରିକାର ଶୁଳ୍କ ନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୋଣଠେସା କରିଛନ୍ତି। ରାହୁଲ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ୪୮ ଘଣ୍ଟା ମଧ୍ୟରେ ହେବାକୁ ଯାଉଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୭:ଭାରତ ଏବଂ ଆମେରିକା ମଧ୍ୟରେ ଟ୍ରେଡ୍‌ ଡିଲ୍‌ ବହୁ ଦିନ ଧରି ଆଲୋଚନାରେ ରହିଛି। ଏବେ ଏହି ମଧ୍ୟବର୍ତ୍ତୀକାଳୀନ ଟ୍ରେଡ୍‌ ଡିଲ୍‌କୁ ଚୂଡ଼ାନ୍ତ କରାଯିବ ବୋଲି ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଟ୍ରେଡ୍‌ ଡିଲ୍‌କୁ ୪୮ ଘଣ୍ଟା ମଧ୍ୟରେ ଚୂଡ଼ାନ୍ତ…

ଆମେରିକାରୁ ବିଦା ହେବେ ଟ୍ରମ୍ପଙ୍କ ପରିବାର? ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୩।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଦେଶୀ ନାଗରିକଙ୍କୁ ଦେଶାନ୍ତର କରିବା ନୀତିକୁ ନେଇ ସାରା ଦେଶରେ ବିବାଦ ତୀବ୍ର ହୋଇଛି। ତେବେ ଏହାକୁ ନେଇ ନିଜେ ଅଡୁଆରେ ଫସିଛନ୍ତି ଟ୍ରମ୍ପ। ଏକ ଅନଲାଇନ ଆବେଦନ ମାଧ୍ୟମରେ ତାଙ୍କ ପତ୍ନୀ ମେଲାନିଆ…

ଆମେରିକୀୟଙ୍କୁ ହିଁ ଆମେରିକାରୁ ତଡ଼ିବେ ଟ୍ରମ୍ପ, କହିଦେଲେ ନାଁ

ଓ୍ବାଶିଂଟନ,୨ା୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଆକ୍ସନ ନେବାକୁ ଯାଉଛନ୍ତି। ଟ୍ରମ୍ପ କିଛି ଆମେରିକୀୟ ନାଗରିକଙ୍କୁ ଦେଶରୁ ବହିଷ୍କାର କରିବାକୁ ସମର୍ଥନ କରି ଏକ ବଡ଼ ବୟାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ଯେଉଁମାନେ ‘ବେସବଲ ବ୍ୟାଟ୍‌ରେ କାହାକୁ ଆଘାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?