Tag Archives: dog

ଛତ୍ରପୁର ସହରରେ କୁକୁର-ମାଙ୍କଡ଼ଙ୍କ ଉପଦ୍ରବ, ନିୟନ୍ତ୍ରଣ ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି…

ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଜିଲାର ସଦରମହକୁମା ଛତ୍ରପୁର ସହରରେ ବୁଲା କୁକୁର ଓ ମାଙ୍କଡ଼ଙ୍କ ଉପଦ୍ରବ ଦିନକୁ ଦିନ ବଢ଼ୁଥିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ସହରର ବିଭିନ୍ନ ଅଞ୍ଚଳରେ ବୁଲା କୁକୁର ଓ ମାଙ୍କଡ଼ଙ୍କ ସଂଖ୍ୟା ବୃଦ୍ଧି ପାଇବା…

ଟଙ୍କା ବଞ୍ଚାଇବାକୁ ଯାଇ କୁକୁରକୁ ଅଳିଆ ଉଠାଇବା କାମରେ ଲଗାଇଦେଲେ ମାଲିକ, ଏବେ ଲାଗିଲା ଜରିମାନା

ରୋମ,୨୬।୨: ଇଟାଲୀର କାଟାନିଆ ସହରର ଜଣେ ବ୍ୟକ୍ତି ଅଳିଆ ସଂଗ୍ରହକାରୀଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ଏପରି ଏକ ପଦ୍ଧତି ଗ୍ରହଣ କରିଛନ୍ତି ଯାହା କର୍ତ୍ତୃପକ୍ଷଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ସହର ଅଧିକାରୀମାନେ ସମ୍ପ୍ରତି ପୌରପାଳିକାରେ ସ୍ଥାପିତ ସିସି କ୍ୟାମେରା ଦ୍ୱାରା…

ଗର୍ଭବତୀ ପାଳିତ କୁକୁରର ସାଦଖିଆ କଲେ ଘରମାଲିକ, ଭିଡିଓ ଦେଖିଲେ…

ଏହି କାହାଣୀଟି ଯେତିକି ମଧୁର, ସେତିକି ଅନନ୍ୟ ମଧ୍ୟ। ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହା ସମସ୍ତ ପ୍ରାଣୀପ୍ରେମୀଙ୍କ ହୃଦୟକୁ ଛୁଇଁଛି। କାରଣ ଏକ ଭାରତୀୟ ପରିବାର ଯିଏ ସେମାନଙ୍କର ଗର୍ଭବତୀ ପାଳିତ କୁକୁରର ସାଦଖିଆ ପାଳନ…

କେଉଁ କୁକୁର ହିଂସ୍ର, କେଉଁଟା ନୁହେଁ, ଜାଣନ୍ତୁ ସେମାନଙ୍କୁ କିପରି କରିବେ ଚିହ୍ନଟ

ନୂଆଦିଲ୍ଲୀ,୨୩ା୮: ସୁପ୍ରିମକୋର୍ଟ ବୁଲା କୁକୁର, ବିଶେଷକରି ପାଗଳ କିମ୍ବା ହିଂସ୍ର କୁକୁରଙ୍କ ମୁକାବିଲା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି କୁକୁରମାନଙ୍କୁ ବନ୍ଧ୍ୟାକରଣ, କୃମିନାଶକ ଏବଂ ଟିକାକରଣ ପରେ ସେହି ଅଞ୍ଚଳରେ ଫେରାଇ ଦେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ…

କୁକୁରକୁ ମିଳିଲା ବାସସ୍ଥାନ ପ୍ରମାଣପତ୍ର! ଅଜବ ଲାଗୁଥିଲେ ବି ସତ…

ପାଟନା,୨୮।୭: ବିହାରରେ SIR ସମ୍ପର୍କରେ ଏକ ଅଭିଯାନ ଚାଲିଛି। ଲୋକମାନେ ସେମାନଙ୍କର ଡକ୍ୟୁମେଣ୍ଟ ସଂଶୋଧନ କରିବାରେ ବ୍ୟସ୍ତ। ଏହାରି ଭିତରେ, ଏକ ଅଜବ ଡକ୍ୟୁମେଣ୍ଟ ମଧ୍ୟ ସାମ୍ନାକୁ ଆସୁଛି। ରାଜଧାନୀ ପାଟନା ସଂଲଗ୍ନ ମସୌଦିରେ, RTPS ପୋର୍ଟାଲ ‘ଡଗ ବାବୁ’ଙ୍କୁ ସ୍ବତନ୍ତ୍ର…

ଭୂସ୍ଖଳନରୁ ୬୭ ଜଣଙ୍କୁ ବଞ୍ଚାଇଲା କୁକୁର

ମଣ୍ଡି,୯ା୭: ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଗତ ଜୁନ୍‌ ୩୦ ଏବଂ ଜୁଲାଇ ୧ରେ ଲଗାତର ୩୦ ଘଣ୍ଚା ଧରି ବର୍ଷା ହୋଇଥିଲା, ଯାହାଫଳରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଏବଂ ବନ୍ୟାସ୍ଥିତି ଦେଖାଦେଇଥିଲା। ତେବେ ମଣ୍ଡି ଜିଲା ଧର୍ମପୁର ବ୍ଲକ୍‌ର ସିୟାଠୀ…

ଏହି କୁକୁରର ଦାମ୍‌ ଜାଣିଲେ ପାଦତଳୁ ଖସିଯିବ ମାଟି, ମାଲିକ କୁହନ୍ତି…

ବେଙ୍ଗାଲୁରୁର ଜଣେ ବ୍ୟକ୍ତି ବିଶ୍ୱର ସବୁଠାରୁ ମହଙ୍ଗା କୁକୁର କିଣି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହି କୁକୁରର ଦାମ୍‌ ଜାଣିଲେ ପାଦତଳୁ ମାଟି ଖସିଯିବ। ତେବେ ଏହି କୁକୁରର ଦାମ୍‌ ୫.୭ ନିୟୁତ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୫୦ କୋଟି…

ବିଶ୍ୱର ସବୁଠୁ ଅସୁନ୍ଦର କୁକୁର

ସାନ ଫ୍ରାନ୍ସିସ୍କୋ : ସାଧାରଣତଃ କୁକୁରମାନେ ସ୍ନେହୀ ଓ ବିଶ୍ୱସ୍ତ ପ୍ରାଣୀ ଭାବେ ବେଶ୍‌ ଜଣାଶୁଣା। କେତେକ କୁକୁର ସେମାନଙ୍କ ସୋନ୍ଦର୍ଯ୍ୟ ଓ ପରିଷ୍କାର ପରିଚ୍ଛନ୍ନତା ସହ ସମସ୍ତଙ୍କ ହୃଦୟ ଜିତିବାକୁ ସକ୍ଷମ ହୋଇଥାନ୍ତି। ତେବେ ଏହାରି ଭିତରେ ଗୋଟିଏ କୁକୁର…

ବସ୍‌, ଟ୍ରେନ୍‌ରେ ପ୍ରତିଦିନ ୩୦ କି.ମି. ଯାତ୍ରା କରୁଛି ଏହି କୁକୁର, ଅଛନ୍ତି ହଜାର ହଜାର ଫଲୋଅର୍ସ

ଯଦି କୁହାଯାଏ, ଗୋଟିଏ କୁକୁର ପ୍ରତିଦିନ ୩୦ କିଲୋମିଟର ଏକୁଟିଆ ଯାତ୍ରା କରୁଛି। ତେବେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ ମାତ୍ର ଏହା ସତ। ଖାଲି ଏତିକି ନୁହେଁ, କୁକୁରଟି ବହୁ ସ୍ଥାନ ଭ୍ରମଣ ବି କରେ। କେବଳ ଏତିକି ନୁହେଁ, ଲୋକଙ୍କୁ…

Viral Video: ଦାମୀ ଡ୍ରେସ୍‌ ପିନ୍ଧି ସାରା ଦୁନିଆ ବୁଲୁଛି ଏହି କୁକୁର, ଫାଇଭ୍‌ ଷ୍ଟାର୍‌ ହୋଟେଲରେ ଖାଉଛି ମହଙ୍ଗା ଖାଦ୍ୟ

ସାଧାରଣତଃ ମଣିଷ ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରିଥାଏ। ମାତ୍ର ଏବେ ସୋସିଆଲ ମିଡିଆରେ ଏକ କୁକରର ଫଟୋ ଭାଇରାଲ ହେଉଛି। ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। କୁକୁରଟି ଦୁନିଆର ଅନେକ ସ୍ଥାନ ଭ୍ରମଣ କରିବା ସହିତ ଦାମୀଦାମୀ ଡ୍ରେସ୍‌…

ଏକ ବିରାଟ ଗଛଡାଳ ନେଇ ଯାଉଥିଲେ ସୈନିକ, ଏମିତି ସାହାଯ୍ୟ କଲା କୁକୁର, ଭିଡିଓ ଦେଖିଲେ…

ଜଣେ ସୈନିକ ଏକୁଟିଆ ଗଛର ଡାଳ ନେଇ ଯାଉଥିଲେ। ଏକ କୁକୁର ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲା। ଏହିପରି ବନ୍ଧୁତା କିପରି ସୃଷ୍ଟି ହେଲା ଭିଡିଓ ନ ଦେଖିଲେ ବିଶ୍ୱାସ କରିବେନି। କୁହାଯାଏ ମଣିଷର ସବୁଠାରୁ ଭଲ ବନ୍ଧୁ କୁକୁର।…

ମୁଣ୍ଡରେ ପାଣି ଗ୍ଲାସ୍‌ ରଖି ଏମିତି ଚାଲୁଛି କୁକୁର, ଭିଡିଓ ଦେଖିଲେ…

ନିକଟରେ ରଣବୀର କପୁର ଏବଂ ବବି ଦେଓଲଙ୍କ ଫିଲ୍ମ ‘ଆନିମଲ’ର ଏକ ସିନ୍‌ ରିଲିଜ ହୋଇଥିଲା। ଯେଉଁଥିରେ ଗୋଟିଏ ସିନ୍‌ରେ ବବି ଦେଓଲ ମୁଣ୍ଡରେ ଏକ ଗ୍ଲାସ ରଖି ନାଚୁଥିବା ନଜର ଆସିଥିଲେ। ଏହି ଦୃଶ୍ୟ ଲୋକଙ୍କୁ ଏତେ ପାଗଳ କରିଦେଇଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?