ବାତ୍ୟା ମୁକାବିଲା ପ୍ରସ୍ତୁତିରେ ବ୍ୟତିକ୍ରମ, ରିଲିଫ୍ ବଣ୍ଟନ ନେଇ ଅସନ୍ତୋଷ
ବାଣପୁର,୨୦ା୧୧(ଦିଲ୍ଲୀପ କୁମାର ସ୍ବାଇଁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଥିବା ବେଳେ ବାଣପୁର ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଞ୍ଚାୟତର ଘାସଡିହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ରିଲିଫ ବଣ୍ଟନକୁ…

