Tag Archives: david warner

ଏକାଠି ହେଲେ ଓସ୍କାର ବିଜେତା ଏସ୍ ଏସ୍ ରାଜାମୋୖଲି, କ୍ରିକେଟର ଡେଭିଡ୍ ୱାର୍ନର; ଦେଖନ୍ତୁ ମଜାଦାର ଭିଡିଓ

ନୂଆଦିଲ୍ଲୀ,୧୨।୪: ଆଶ୍ଚର୍ଯ୍ୟଜନକ ଭାବେ ଏକ ପ୍ରୋଜେକ୍ଟରେ ଏକାଠି ନଜର ଆସିଛନ୍ତି ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୋୖଲି ଏବଂ ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍ ୱାର୍ନର। ଦୁହିଁଙ୍କୁ ନେଇ କ୍ରେଡ୍ ନୂତନ ବିଜ୍ଞାପନ ଭିଡିଓ ପ୍ରକାଶ କରିଛି। ୟୁପିଆଇ ବ୍ୟବହାର...

ସ୍ତ୍ରୀ ଅନୁମତି ଦେଲେ ଆଗକୁ ଏହି କାମ କରିବେ ଡେଭିଡ ୱାର୍ନର

ସିଡନୀ,୭।୧: ଅଷ୍ଟ୍ରେଲୀୟ ଓପନର୍‌ ଡେଭିଡ ୱାର୍ନର ଅନ୍ତର୍ଜାତୀୟ କ୍ରିକେଟ ପାଇଁ ବିଦାୟ ନେଇଛନ୍ତି। ନିକଟରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ୩ଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯାଇଥିଲା। ଏହା ଥିଲା ଡେଭିଡ ୱାର୍ନରଙ୍କ ଶେଷ ସିରିଜ। ଅଷ୍ଟ୍ରେଲିଆ ପାକିସ୍ତାନକୁ ୩-୦ରେ...

ନୂଆ ଭୂମିକାରେ ନଜର ଆସିବେ ଡେଭିଡ ଓ୍ବାର୍ନର

ସିଡନୀ,୪।୧: ସିଡନୀରେ ଖେଳାଯାଉଥିବା ଅଷ୍ଟ୍ରେଲିଆ-ପାକିସ୍ତାନ ଟେଷ୍ଟ ମ୍ୟାଚ ହେଉଛି ଡେଭିଡ ୱାର୍ନରଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ। ଏହା ପରେ ସେ ଅଷ୍ଟ୍ରେଲିଆର ଟେଷ୍ଟ ଜର୍ସିରେ ଆଉ ପଡ଼ିଆକୁ ଫେରିବେ ନାହିଁ। ତେବେ ଏହି ସମୟ ମଧ୍ୟରେ ଟେଷ୍ଟ କ୍ରିକେଟରେ...

କ୍ୟାରିୟର୍‌ର ଶେଷ ଟେଷ୍ଟ ପୂର୍ବରୁ ଓ୍ବାର୍ନରଙ୍କୁ ଲାଗିଲା ବଡ଼ ଝଟ୍‌କା: ଭିଡିଓ ଜାରି କରି କଲେ ଅପିଲ୍‌

ସିଡନୀ,୨।୧: ଜାନୁଆରୀ ୩ରୁ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନର ସିଡନୀରେ ପାକିସ୍ତାନ ବିପକ୍ଷରେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ଖେଳିବେ। କିନ୍ତୁ ଶେଷ ଟେଷ୍ଟ ପୂର୍ବରୁ ୱାର୍ନରଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ତାଙ୍କୁ ‘ବ୍ୟାଗି ଗ୍ରୀନ କ୍ୟାପ’ ଚୋରି...

ବଡ଼ ରେକର୍ଡ ହାସଲ କଲେ ଓ୍ବାର୍ନର: ବକ୍ସିଂ ଡେ’ ଟେଷ୍ଟରେ ରଚିଲେ ଇତିହାସ

ମେଲବୋର୍ନ,୨୬।୧୨: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଛି। ଏହି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଆଜିଠାରୁ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ...

ପାକିସ୍ତାନ ବିପକ୍ଷରେ ବସିକି ଛକା ମାରିଲେ ଓ୍ବାର୍ନର: ଦେଖନ୍ତୁ ଭିଡିଓ

ପର୍ଥ,୧୪।୧୨:ପାକିସ୍ତାନ ବିପକ୍ଷରେ ଚାଲିଥିବା ପର୍ଥ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ଓପନର୍‌ ଡେଭିଡ ୱାର୍ନର ପୁଣିଥରେ ଦର୍ଶାଇଛନ୍ତି ଯେ ତାଙ୍କୁ କାହିଁକି ବିଶ୍ୱର ବିସ୍ଫୋରକ ଓପନର୍‌ କୁହାଯାଉଛି। ପ୍ରଥମ ଇନିଂସରେ ଏହି ଭୟଭୀତ ବ୍ୟାଟ୍ସମ୍ୟାନ ୧୬୪ ରନର ଏକ ବଡ଼ ଇନିଂସ...

ଓ୍ବାର୍ନର କଲେ ବଡ଼ ଖୁଲାସା: ଏହି ଗୋଟିଏ ନିଷ୍ପତ୍ତି ବଦଳାଇଦେଇଥିଲା ଅଷ୍ଟ୍ରେଲିଆ ଟିମ୍‌ର ଭାଗ୍ୟ

ନୂଆଦିଲ୍ଲୀ,୨୧।୧୧: ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପୂର୍ବରୁ ବିଶ୍ୱକପ୍‌ର ଅଧିକାଂଶ ମ୍ୟାଚ୍‌ରେ ଟିମ୍‌ର ଅଧିନାୟକ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଉଥିଲେ। ଏଣୁ ତାଙ୍କ ନିଷ୍ପତ୍ତି...

ଦିନିକିଆରେ କେବେ ଯାଏ ଖେଳିବେ ଓ୍ବାର୍ନର, ନିଜେ କହିଲେ ଭବିଷ୍ୟତ ଯୋଜନା…

ନୂଆଦିଲ୍ଲୀ,୧୬।୧୧: ଆସନ୍ତା ବର୍ଷ ଜାନୁୟାରୀରେ ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ସିରିଜ୍‌ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ ଡେଭିଡ ଓ୍ବାର୍ନରଙ୍କ ଅନ୍ତିମ ସିରିଜ ହେବ। ଏନେଇ ସେ ପୂର୍ବରୁ ଘୋଷଣା କରିଛନ୍ତି। ଏବେ ସେ ଧଳା ବଲ କ୍ରିକେଟ ଖେଳୁଛନ୍ତି। ହେଲେ...

ପାକିସ୍ତାନୀ ବୋଲର୍‌ ହରିସ ରାଉଫ୍‌ଙ୍କୁ କନ୍ଦାଇଦେଲେ ଏହି ଦୁଇ ବ୍ୟାଟ୍ସମ୍ୟାନ୍‌; ଗୋଟିଏ ଓଭରରେ ମାରିଲେ ୪,୬,୧,୪,୪,୪ ରନ୍‌

ବେଙ୍ଗାଲୁରୁ,୨୦।୧୦: ବିଶ୍ୱକପ୍‌ ୨୦୨୩ରେ ଶୁକ୍ରବାର ଖେଳାଯାଉଥିବା ମୁକାବିଲାରେ ଅଷ୍ଟ୍ରେଲିଆ-ପାକିସ୍ତାନ ମୁହାଁମୁହିଁ ହେଉଛନ୍ତି। ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ହେଁ ଏହା ତାଙ୍କ ଲାଗି ଭୁଲ ସାବ୍ୟସ୍ତ ହୋଇଛି। କାରଣ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ ଡେଭିଡ ଓ୍ବାର୍ନର...

ନିଆରା ଢଙ୍ଗରେ ପିତା ଓ୍ବାର୍ଣ୍ଣରଙ୍କୁ ଚିୟର କଲେ କୁନି ଝିଅ

ହାଇଦ୍ରାବାଦ, ୧୮।୪: ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇସୁପର କିଙ୍ଗ୍ସ ମଧ୍ୟରେ ବୁଧବାର ଖେଳାଯାଇଥିବା ୩୩ତମ ମ୍ୟାଚରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଥମେ ଫିଲ୍ଡିଂ କରୁଥିବା ହାଇଦ୍ରାବାଦ୍‌ ଟିମ୍‌ ପଡିଆକୁ ଆସିଥିଲା। ଦଳର ଖେଳାଳି ଡେଭିଡ୍‌ ଓ୍ବାର୍ଣ୍ଣର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri