ପାକିସ୍ତାନୀ ବୋଲର୍ ହରିସ ରାଉଫ୍ଙ୍କୁ କନ୍ଦାଇଦେଲେ ଏହି ଦୁଇ ବ୍ୟାଟ୍ସମ୍ୟାନ୍; ଗୋଟିଏ ଓଭରରେ ମାରିଲେ ୪,୬,୧,୪,୪,୪ ରନ୍
ବେଙ୍ଗାଲୁରୁ,୨୦।୧୦: ବିଶ୍ୱକପ୍ ୨୦୨୩ରେ ଶୁକ୍ରବାର ଖେଳାଯାଉଥିବା ମୁକାବିଲାରେ ଅଷ୍ଟ୍ରେଲିଆ-ପାକିସ୍ତାନ ମୁହାଁମୁହିଁ ହେଉଛନ୍ତି। ମ୍ୟାଚ୍ରେ ପାକିସ୍ତାନ ଅଧିନାୟକ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ହେଁ ଏହା ତାଙ୍କ ଲାଗି ଭୁଲ ସାବ୍ୟସ୍ତ ହୋଇଛି। କାରଣ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍ ଡେଭିଡ ଓ୍ବାର୍ନର ଏବଂ…
ନିଆରା ଢଙ୍ଗରେ ପିତା ଓ୍ବାର୍ଣ୍ଣରଙ୍କୁ ଚିୟର କଲେ କୁନି ଝିଅ
ହାଇଦ୍ରାବାଦ, ୧୮।୪: ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇସୁପର କିଙ୍ଗ୍ସ ମଧ୍ୟରେ ବୁଧବାର ଖେଳାଯାଇଥିବା ୩୩ତମ ମ୍ୟାଚରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଥମେ ଫିଲ୍ଡିଂ କରୁଥିବା ହାଇଦ୍ରାବାଦ୍ ଟିମ୍ ପଡିଆକୁ ଆସିଥିଲା। ଦଳର ଖେଳାଳି ଡେଭିଡ୍ ଓ୍ବାର୍ଣ୍ଣର ମଧ୍ୟ…

