ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍: ଫିଲ୍ମ ପୋଷ୍ଟର ଜାରି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ ଇଣ୍ଡିଆକୁ ଏକ ନୂତନ ପରିଚୟ ଦେଇଥିଲେ। ଏପର୍ଯ୍ୟନ୍ତ ଲୋକମାନେ କେବଳ ତାଙ୍କ କାହାଣୀ…