ମ୍ୟାଚ୍ ନ ଖେଳି ମଧ୍ୟ ୩ ଖେଳାଳି ହୋଇଗଲେ ଚାମ୍ପିୟନ୍, ମିଳିଲା…
ନୂଆଦିଲ୍ଲୀ, ୩୦।୦୬: ଭାରତ ବିଶ଼୍ବ ଚାମ୍ପିୟନ୍ ହେବା ପରେ ଟିମ୍ର ଫଟୋ ଏବଂ ଭିଡିଓ ବହୁ ମାତ୍ରାରେ ଶେୟାର କରାଯାଉଛି । ଏଥିରେ କେଉଁ ଖେଳାଳିଙ୍କ ଯୋଗଦାନ ମ୍ୟାଚ୍ରେ ଅଧିକ ରହିଛି, ତାହା କେଉଁ ଖେଳାଳିଙ୍କ ମୁହଁରୁ ସ୍ପଷ୍ଟ କରି ହେଉନାହିଁ…
ଅବସର ଘୋଷଣା କଲେ କୋହଲି, ପତ୍ନୀ ଅନୁଷ୍କା କହିଲେ ଏଇ ମଣିଷକୁ…
ନୂଆଦିଲ୍ଲୀ, ୩୦।୦୬: ଦୀର୍ଘ ୧୧ ବର୍ଷ ପ୍ରତୀକ୍ଷାର ଅବସାନ ଘଟାଇ ଆଇସିସିର ଟି-୨୦ ବିଶ଼୍ବକପ୍ ଟାଇଟଲ୍ ହାସଲ କରିଛି ଟିମ୍ ଇଣ୍ଡିଆ। ରୋମାଞ୍ଚକର ଫାଇନାଲ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ଼୍ବ ଚମ୍ପିୟନ୍ ହୋଇଛି ଭାରତ । ୨୦୧୩ ପରେ…
ଟି-୨୦ ବିଶ଼୍ବକପ୍ ହାତେଇଲା ଭାରତ, ମିଳିଲା ଏତେ କୋଟି ଟଙ୍କା ପ୍ରାଇଜ୍
ନୂଆଦିଲ୍ଲୀ, ୩୦।୦୬: ଟି-୨୦ ବିଶ଼୍ବକପ୍ର ରୋମାଞ୍ଚକର ଫାଇନାଲ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ଼୍ବ ଚମ୍ପିୟନ୍ ହୋଇଛି ଭାରତ । ଦୀର୍ଘ ୧୧ ବର୍ଷ ପ୍ରତୀକ୍ଷାର ଅବସାନ ଘଟାଇ ଏହି ଟାଇଟଲ୍ ହାସଲ କରିଛି ଟିମ୍ ଇଣ୍ଡିଆ। ୨୦୧୩ ପରେ…
ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍, ଆସିଲା ଭାରତର ୧୧ ଖେଳାଳୀଙ୍କ ସାମ୍ଭାବ୍ୟ ଲିଷ୍ଟ !
ନୂଆଦିଲ୍ଲୀ, ୨୯।୦୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଟି-୨୦ ବିଶ଼୍ବକପ୍ର ଫାଇନାଲ୍ ମ୍ୟାଚ୍ ହେବାକୁ ଯାଉଛି । ବାରବାଡୋସର ପିଚ୍ ନମ଼୍ବର ୪ରେ ଏହି ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ରୋମାଞ୍ଚକର ହେବାକୁ ଯାଉଛି । କାରଣ…
୪୬ ଦିନରେ ଭାଙ୍ଗିଲା ଅଷ୍ଟ୍ରେଲିଆର ରେକର୍ଡ, ସବୁଠାରୁ ଅଧିକ ରନ୍ କଲା ଭାରତୀୟ ଟିମ୍
ନୂଆଦିଲ୍ଲୀ, ୨୯।୦୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଟିମ୍ ରନ୍ର ବର୍ଷା କରିଛି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଦଳ ୪ ୱିକେଟ୍ ବିନିମୟରେ ୫୨୫ ରନ୍ କରି ୮୯ ବର୍ଷର…
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇତିହାସ ରଚିଲା ଭାରତ
ନୂଆଦିଲ୍ଲୀ, ୨୮।୦୬: ଭାରତୀୟ ମହିଳା କ୍ରିକେଟ ଦଳ ଟେଷ୍ଟ ଇତିହାସରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏକ ଟେଷ୍ଟ ମ୍ୟାଚରେ ଗୋଟିଏ ଦିନରେ ସର୍ବାଧିକ ରନ ସଂଗ୍ରହ କରି ଭାରତ ଏହି ବିଶ୍ୱ ରେକର୍ଡ ନିଜ ନାମରେ କରିଛି । ଚେନ୍ନାଇର…
ରୋମାଞ୍ଚକର ହେବ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍ ମ୍ୟାଚ୍
ନୂଆଦିଲ୍ଲୀ, ୨୬।୦୬: ୨୯ ଜୁନ୍ ଅର୍ଥାତ ଶନିବାର ଟି-୨୦ ବିଶ଼୍ବକପ୍ର ଫାଇନାଲ୍ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋରଦାର ଟକ୍କର ହେବାକୁ ଯାଉଛି । ଲମ଼୍ବା ସମୟ ଧରି ବିଶ଼୍ବକପ୍ ଟ୍ରଫି ହାତେଇବାକୁ ଟିମ୍ ଇଣ୍ଡିଆ ଅପେକ୍ଷା କରିଥିବା ବେଳେ…
ନୂଆ ସରକାର ଆସିବା ପରେ ହନୁମା ବିହାରୀଙ୍କ ୟୁ-ଟର୍ନ, ଏବେ ଏହି ରାଜ୍ୟରୁ ଖେଳିବେ…
ଅମରାବତି,୨୬।୬: ଭାରତୀୟ ଅଲରାଉଣ୍ଡର ହନୁମା ବିହାରୀ ଏବେ ଆନ୍ଧ୍ରପ୍ରଦେଶ ପାଇଁ ଖେଳିବେ। ୩ ବର୍ଷ ପୂର୍ବେ ସେ କେବେହେଲେ ଆନ୍ଧ୍ର ଲାଗି ଖେଳିବେ ନାହିଁ ବୋଲି ଘୋଷଣା କରିଥିଲେ। ହେଲେ ଏବେ ସେ ନୂଆ ସରକାର ଗଠନ ପରେ ୟୁ-ଟର୍ନ ମାରିଥିବା…
ଭାରତ-ଇଂଲଣ୍ଡ ମ୍ୟାଚ୍: ବର୍ଷା ହେଲେ କିଏ ଖେଳିବ ଫାଇନାଲ୍ ?
ନୂଆଦିଲ୍ଲୀ, ୨୬।୦୬: ଟି-୨୦ ବିଶ଼୍ବକପ୍ରେ ଜୁନ୍ ୨୭ ଅର୍ଥାତ୍ ଗୁରୁବାର ଗୁଏନାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ । ରୋହିତଙ୍କ ଅଧିନାୟକତ଼୍ବରେ ଭାରତ ପଡ଼ିଆକୁ ଓହ୍ଲାଇବା ସହିତ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ଖେଳିବାକୁ ଆଶା ରଖିଛି…
ଆଫଗାନିସ୍ତାନ କ୍ରିକେଟରେ ସୁବର୍ଣ୍ଣ ଅଧ୍ୟାୟ
କିଙ୍ଗ୍ଷ୍ଟନ, ୨୬।୬: ଆଫଗାନିସ୍ତାନ କ୍ରିକେଟ ଇତିହାସରେ ଯୋଡ଼ିହୋଇଛି ସୁବର୍ଣ୍ଣ ଅଧ୍ୟାୟ। ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍ର ସେମିଫାଇନାଲରେ ପ୍ରବେଶ କରିଛି ରଶିଦ ଖାଁଙ୍କ ନେତୃତ୍ୱାଧୀନ ଏହି ଦଳ। ଆଫଗାନିସ୍ତାନ ପାଇଁ କୌଣସି ଆଇସିସି ବିଶ୍ୱକପ୍ର ସେମିଫାଇନାଲରେ ଏହା ପ୍ରଥମ ପ୍ରବେଶ। ଅତୀତରେ…
ଚମକାଇ ଦେଲେ ରୋହିତ୍, ପାରିଲେନି ଅଷ୍ଟ୍ରେଲିଆ ବୋଲର
ନୂଆଦିଲ୍ଲୀ, ୨୫।୬: ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଟି୨୦ କ୍ରିକେଟ ବିଶ୍ୱକପର ସୋମବାର ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ସୁପର-୮ ମ୍ୟାଚରେ ବୃହତ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ରୋହିତ ମାତ୍ର ୮ ରନ ପାଇଁ ଶତକରୁ ବଞ୍ଚିତ…
ଇତିହାସ ରଚିଲା ଆଫଗାନିସ୍ତାନ, ପ୍ରଥମ ଥର ପହଞ୍ଚିଲା ସେମିଫାଇନାଲ
ନୂଆଦିଲ୍ଲୀ, ୨୫।୬: ଟି-୨୦ ବିଶ଼୍ବକପ୍ ୨୦୨୪ରେ ଇତିହାସ ରଚିଛି ଆଫଗାନିସ୍ତାନ ଟିମ୍ । ଦଳ ସେମିଫାଇନାଲ୍ ରାସ୍ତା ସଫା କରିଛି । ପ୍ରଥମ ଥର ଏହି ଟିମ୍ ବିଶ଼୍ବକପ୍ ସେମିଫାଇନାଲ୍ ଖେଳିବାକୁ ଯାଉଛି । ଆଫଗାନିସ୍ତାନ କ୍ରିକେଟ୍ ଟିମ୍ ପାଇଁ ଏହା…
Archives


