ସାମିଙ୍କୁ ନେଇ ଗମ୍ଭୀରଙ୍କ କଣ ରହିଛି ପ୍ଲାନ୍, ଆଗକୁ…
ମୁମ଼୍ବାଇ, ୧୩।୦୭: ଭାରତୀୟ କ୍ରିକେଟ୍ ଟିମ୍ର ମୁଖ୍ୟ କୋଚ୍ ପଦରୁ ରାହୁଲ ଦ୍ରାବିଡ଼ ଅବସର ନେବା ପରେ ଏବେ ନୂଆ କୋଚ୍ ଭାବେ ଗୌତମ ଗମ୍ଭୀର କାର୍ଯ୍ୟ ଆରମ୍ଭ କରିଛନ୍ତି । ଗମ୍ଭୀରଙ୍କ ଆଗରେ ଏବେ ଅନେକ ଚ୍ୟାଲେଞ୍ଜ ରହିଛି...
ଟି-୨୦ ବିଶ଼୍ବକପ୍ ଆୟୋଜନକୁ ନେଇ ଉଠିଲା ପ୍ରଶ୍ନ, ଇସ୍ତଫା ଦେଲେ ଦୁଇ ବରିଷ୍ଠ ଅଧିକାରୀ
ନୂଆଦିଲ୍ଲୀ, ୧୩।୦୭: ଆଇସିସି ଟି-୨୦ ବିଶ଼୍ବକପ୍ ୨୦୨୪ର ଆୟୋଜନକୁ ନେଇ ଟୁର୍ଣ୍ଣାମେଣ୍ଟ ଚାଲିଥିବା ସମୟରେ ଅନେକ ଲୋକ ପ୍ରଶ୍ନ ଉଠାଇଥିଲେ । ଏନେଇ ବସିବାକୁ ଥିବା ଆଇସିସି ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି । ଶ୍ରୀଲଙ୍କାରେ ବସିବାକୁ ଥିବା...
ବଡ଼ ବିଜୟ ପରେ ବି ଭାରତକୁ ଟପି ପାରିଲାନି ଇଂଲଣ୍ଡ
ନୂଆଦିଲ୍ଲୀ, ୧୨।୦୭: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜ୍ରେ ଇଂଲଣ୍ଡ ବୃହତ୍ ବ୍ୟବଧାନରେ ବଡ଼ ବିଜୟ ହାସଲ କରିଛି । କିନ୍ତୁ ଦଳ ଏବେବି ବିଶ଼୍ବ ଟେଷ୍ଟ ଚାମ୍ପିୟନ୍ ପଏଣ୍ଟ ଟେବୁଲ୍ର ତଳେ ରହିଛି । ଅନ୍ୟପଟେ ଭାରତୀୟ କ୍ରିକେଟ୍...
ଆଣ୍ଡରସନ୍ଙ୍କ ବିଦାୟ, କ୍ରିକେଟ୍ ବୋର୍ଡ ଲେଖିଲା ଇମୋସନାଲ୍ କ୍ୟାପ୍ସନ୍
ନୂଆଦିଲ୍ଲୀ, ୧୨।୦୭: ଇଂଲଣ୍ଡର ମହାନ୍ କ୍ରିକେଟ୍ ଖେଳାଳି ତଥା ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଶୁକ୍ରବାର ନିଜ କ୍ୟାରିୟର୍ର ଶେଷ ମ୍ୟାଚ୍ ଖେଳିଛନ୍ତି । କ୍ୟାରିୟର୍ର ୧୮୮ ତମ ଟେଷ୍ଟ ଟୁର୍ଣ୍ଣାମେଣ୍ଟ ଖେଳି ସେ ୪ ୱିକେଟ୍ ନେବାକୁ ସକ୍ଷମ...
ପାଣ୍ଡ୍ୟାଙ୍କୁ ନେଇ ବଡ଼ ଖବର, ହୋଇପାରନ୍ତି ଅଧିନାୟକ
ନୂଆଦିଲ୍ଲୀ, ୦୮।୦୭: ଟି-୨୦ ବିଶ଼୍ବକପ୍ ବିଜୟ ପରେ ଭାରତୀୟ କ୍ରିକେଟ୍ ଟିମ୍ରେ ପରିବର୍ତ୍ତନ କରାଯିବା ନେଇ ସମ୍ଭାବନା ରହିଛି । ରୋହିତ ଶର୍ମା, ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡ଼େଜା ଟି-୨୦ ଫର୍ମାଟ୍କୁ ଅଲ୍ବିଦା କହିଛନ୍ତି । ଏଥିରୁ ସ୍ପଷ୍ଟଯେ...
ଭାରତୀୟ ଖେଳାଳିଙ୍କୁ ଆକ୍ରମଣ କରିବାକୁ ମାଡ଼ି ଆସିଲା ସିଂହ, ତାପରେ…
ନୂଆଦିଲ୍ଲୀ,୦୯।୭: ଅନ୍ତର୍ଜାତୀୟ ଟି-୨୦ ସିରିଜ୍ ପାଇଁ ଜିମ଼୍ବାୱେ ଗସ୍ତରେ ରହିଛି ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚ୍ ଜିମ଼୍ବାୱେ ଠାରୁ ହାରିବା ପରେ ଦ଼୍ବିତୀୟ ମ୍ୟାଚ୍ରେ ଜବରଦସ୍ତ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଏହି ବିଜୟ ପରେ...
ବିଶ଼୍ବକପ୍ ଜିତିଲେ କ୍ରିକେଟ୍ ଟିମ୍କୁ ମିଳେ କୋଟି କୋଟି ଟଙ୍କା
ନୂଆଦିଲ୍ଲୀ,୦୯।୭: ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୨୪ ଟି-୨୦ ବିଶ଼୍ବକପ୍ ଜିତି ଇତିହାସ ରଚିଛି । ଟିମ୍ ବ୍ଲୁ ରୋହିତ ଶର୍ମାଙ୍କ ନେତୃତ଼୍ବରେ ୧୧ ବର୍ଷର ଅପେକ୍ଷାର ଅନ୍ତ ଘଟାଇଛନ୍ତି। ୨୦୧୩ ମସିହାରେ ଭାରତୀୟ ଟିମ୍ ଶେଷଥର ପାଇଁ...
ରୋହିତ ଓ କୋହଲିଙ୍କୁ ନେଇ ବଡ଼ ଘୋଷଣା କରିପାରେ ବିସିସିଆଇ, ଇଏ ହେବେ କ୍ୟାପ୍ଟେନ୍
ନୂଆଦିଲ୍ଲୀ, ୦୮।୦୭: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ପେସ୍ ବୋଲର ଜସପ୍ରୀତ୍ ବୁମ୍ରାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଏହି ଖେଳାଳିଙ୍କୁ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ୱାନ୍ଡେ...
ଅଭିଷେକଙ୍କ ଶତକକୁ ନେଇ ଗୁରୁ ଯୁବରାଜ ସିଂ କହିଲେ ଆଗକୁ ଆହୁରି ଅଛି…
ନୂଆଦିଲ୍ଲୀ, ୦୮।୦୭: ଅଭିଷେକ ଶର୍ମା ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ର ଡେବ୍ୟୁ ମ୍ୟାଚ୍ରେ ଫ୍ଲପ୍ ହୋଇଥିଲେ । ସେ ଜିମ଼୍ବାୱେ ବିପକ୍ଷରେ ପ୍ରଥମ-୨୦ ମ୍ୟାଚ୍ରେ ଓପନର୍ ଭାବେ ମଇଦାନକୁ ଓହ୍ଲାଇଥିବା ବେଳେ ଶୂନ ରନ୍ରେ ଆଉଟ୍ ହୋଇ ପାଭିଲିୟନ୍ ଫେରିଥିଲେ ।...
ଇଣ୍ଡିଆ-ଜିମ଼୍ବାୱେ ମ୍ୟାଚ୍: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲେ ଶୁଭମନ୍ ଗିଲ୍
ହରାରେ, ୭।୭: ଭାରତୀୟ ଟିମ୍ ଏବଂ ଜିମ଼୍ବାୱେ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଆଜି ଦ଼୍ବିତୀୟ ଦିନ । ଏହି ମ୍ୟାଚ୍ ହରାରେ ସ୍ପୋଟର୍ସ କ୍ଲବ୍ ଷ୍ଟାଡିୟମ୍ରେ ଖେଳାଯାଉଛି । ଭାରତୀୟ ଟିମ୍ ଟସ୍ ଜିତି...
ଦଳ ଛାଡ଼ିଲେ ଗମ୍ଭୀର, ସୁଟ୍ କଲେ ଇମୋଶନାଲ୍ ଭିଡିଓ
ନୂଆଦିଲ୍ଲୀ, ୭।୭: ଟି-୨୦ ବିଶ଼୍ବକପ୍ ବିଜୟ ପରେ ଭାରତୀୟ ଟିମ୍ର ହେଡ୍ କୋଚ୍ ରାହୁଲ ଦ୍ରାବିଡ଼ କୋଚ୍ ପଦରୁ ବିଜାୟ ଘୋଷଣା କରିଛନ୍ତି । ଅନ୍ୟପଟେ ତାଙ୍କ ସ୍ଥାନରେ ଭାରତୀୟ ଦଳର ପୂର୍ବତନ ଖେଳାଳି ଗୌତମ ଗମ୍ଭୀର ମୁଖ୍ୟ କୋଚ୍...
ପାକିସ୍ତାନ ଠାରୁ ହାରିଲା ଭାରତ, ଫେଲ୍ ମାରିଲେ ଲିଜେଣ୍ଡ୍ ବାହିନୀ
ନୂଆଦିଲ୍ଲୀ, ୭।୭: ଇଂଲଣ୍ଡରେ ଆୟୋଜିତ ବିଶ଼୍ବ ଚାମ୍ପିୟନ୍ସିପ୍ ଅଫ୍ ଲିଜେଣ୍ଡସ୍ ୨୦୨୪ ଟୁର୍ଣ୍ଣାମେଣ୍ଟ ଜାରି ରହିଛି । ଏହି ଟୁର୍ଣ୍ଣାମେଣ୍ଟର ୮ତମ ମ୍ୟାଚ୍ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚ୍କୁ କ୍ରିକେଟ୍ ପ୍ରେମୀ ଅପେକ୍ଷା କରି...
Archives


