ଟି-୨୦ ବିଶ଼୍ବକପ୍ ବିଜୟ ପରେ ପ୍ରଥମ ସିରିଜ୍ ଖେଳିବେ ରୋହିତ
ନୂଆଦିଲ୍ଲୀ, ୩୦।୦୭: ଭାରତୀୟ କ୍ରିକେଟ୍ ଟିମ୍କୁ ଆଇସିସି ଟି-୨୦ ବିଶ଼୍ବକପ୍ ଚାମ୍ପିୟନ କରିବା ପରେ କ୍ୟାପ୍ଟେନ୍ ରୋହିତ ଶର୍ମା ପ୍ରଥମ ସିରିଜ୍ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ଆଇସିସି ଟ୍ରଫି ଜିତିବା ପରେ ସେ ବ୍ରେକ୍ ନେବା ପାଇଁ ନିଷ୍ପତ୍ତି…
ଭାରତୀୟ କ୍ରିକେଟ୍ ଟିମ୍କୁ ବଡ଼ ସୁଯୋଗ, ଭାରତରେ ହେବ ୨୦୨୫ ଏସିଆ କପ୍
ନୂଆଦିଲ୍ଲୀ, ୩୦।୦୭: ଟି-୨୦ ଏସିଆ କପ୍ କ୍ରିକେଟ୍ ୨୦୨୫ର ଆୟୋଜନ ଭାରତ କରିବାକୁ ଯାଉଛି । ଟି-୨୦ ବିଶ଼୍ବକପ୍ ୨୦୨୬ର ଠିକ୍ ଗୋଟିଏ ବର୍ଷ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ହେବ । ତେଣୁ ବିଶ଼୍ବକପ୍ ପୂର୍ବରୁ ଇଣ୍ଡିଆ ଟିମ୍ ନିଜକୁ ପରଖି…
ଆଜି ଏସିଆ କପ୍ ଫାଇନାଲ୍, ଭାରତ-ଶ୍ରୀଲଙ୍କା ମଧ୍ୟରେ ବଡ଼ ଲଢ଼େଇ
ନୂଆଦିଲ୍ଲୀ, ୨୮।୦୭: ମହିଳା ଏସିଆ କପ୍ ୨୦୨୪ ଫାଇନାଲ୍ ମ୍ୟାଚ୍ ଅଜି ଅର୍ଥାତ ରବିବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ଭାରତୀୟ ମହିଳା କ୍ରିକେଟ ଦଳ ଏହାର ଅଷ୍ଟମ ଏସିଆ କପ ଟାଇଟଲ ହାସଲ କରିବା ଉପରେ ନଜର…
କ୍ୟାପ୍ଟେନ୍ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧
ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍ ଟିମ୍ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍ରେ ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍ ହରମନ୍ପ୍ରୀତ କୌରଙ୍କ ନାମରେ ରେକର୍ଡ ରହିଥିଲା । ହେଲେ ବର୍ତ୍ତମାନ ଏହି ରେକର୍ଡ ଭାଙ୍ଗିଛି । ସ୍ମୃତି ମାନ୍ଧନା…
ବାଂଲାଦେଶକୁ ହରାଇ ଫାଇନାଲ୍ରେ ପ୍ରବେଶ କଲା ଭାରତ, ପାକିସ୍ତାନ ସହ ହୋଇପାରେ ବଡ଼ ମୁକାବିଲା
ନୂଆଦିଲ୍ଲୀ,୨୬।୦୭: ବାଂଲାଦେଶକୁ ୧୦ ୱିକେଟ୍ରେ ହରାଇ ଭାରତୀୟ ଟିମ୍ ମହିଳା ଏସିଆ କପ୍ର ଫାଇନାଲ୍ରେ ପ୍ରବେଶ କରିଛି । ଫାଇନାଲ୍ରେ ଇଣ୍ଡିଆ ଟିମ୍ ପାକିସ୍ତାନକୁ ଭେଟିପାରେ । ସେମିଫାଇନାଲରେ ପାକିସ୍ତାନୀ ଦଳ ଆୟୋଜକ ଶ୍ରୀଲଙ୍କାକୁ ଭେଟିବ । ବାଂଲାଦେଶର ୮୧ ରନର…
ଜାରି ହେଲା ଆଇସିସି ଟେଷ୍ଟ ରାଙ୍କିଙ୍ଗ୍, ତଳକୁ ଖସିଲେ ରୋହିତ
ନୂଆଦିଲ୍ଲୀ,୨୪।୦୭: ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳା ଯାଇଥିବା ଦ଼୍ବିତୀୟ ଟେଷ୍ଟ ମ୍ୟାଚ୍ ପରେ ଆଇସିସି ପକ୍ଷରୁ ଟେଷ୍ଟ ମାନ୍ୟତା ଜାରି କରାଯାଇଛି । ଇଂଲଣ୍ଡର ପୂର୍ବତନ କ୍ୟାପ୍ଟେନ୍ ଜୋ ରୁଟ୍ ଏକ ନମ଼୍ବର ସ୍ଥାନରେ ରହିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା…
ଛକା ପରେ ଛକା ବର୍ଷା, ନୂଆ ରେକର୍ଡ କଲେ ଏହି ଖେଳାଳି
ନୂଆଦିଲ୍ଲୀ, ୨୨।୦୭: ଶ୍ରୀଲଙ୍କାରେ ବର୍ତ୍ତମାନ ଏସିଆ କପ୍ (ମହିଳା) ଜାରି ରହିଛି । ୮ଟି ଟିମ୍ ଏଥିରେ ଭାଗ ନେଇଥିବା ବେଳେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ମଧ୍ୟ ଏଥିରେ ସାମିଲ୍ ରହିଛନ୍ତି । ହରମନ୍ପ୍ରୀତ୍ଙ୍କ ଅଧିନାୟକତ଼୍ବରେ ଭାରତୀୟ ଦଳ ବର୍ତ୍ତମାନ…
ଏସିଆ କପ୍ରେ ଭାରତୀୟ ଟିମ୍କୁ ଲାଗିଲା ବଡ଼ ଝଟ୍କା, ବାଦ୍ ପଡ଼ିଲେ ଏହି ଖେଳାଳି
ନୂଆଦିଲ୍ଲୀ, ୨୧।୭: ଶ୍ରୀଲଙ୍କାରେ ଖେଳା ଯାଉଥିବା ଟି-୨୦ ଏସିଆ କପ୍ରେ ଭାରତୀୟ ମହିଳା ଟିମ୍କୁ ବଡ଼ ଝଟ୍କା ଲାଗିଛି । ହରମାନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରିଛି । ପାକିସ୍ତାନ ବିପକ୍ଷ ମ୍ୟାଚକୁ…
ଗମ୍ଭୀରଙ୍କ ସହକାରୀ ହୋଇପାରନ୍ତି ନାୟାର, ଡୋସ୍ଚେଟ
ନୂଆଦିଲ୍ଲୀ, ୨୧।୭ (ପି.ଟି.): ଜୁଲାଇ ୨୭ରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ହ୍ବାଇଟ୍ ବଲ୍ ସିରିଜ ପାଇଁ ଅଭିଷେକ ନାୟାର ଓ ର଼୍ୟାନ ଟେନ୍ ଡୋସ୍ଚେଟ୍ଙ୍କୁ ନବ ନିଯୁକ୍ତ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହକାରୀ କୋଚ୍ ଭାବେ ନିଯୁକ୍ତି ମିଳିପାରେ।…
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଛାଡ଼ିବା ପରେ ସର୍ବିଆରେ ଏପରି କରୁଛନ୍ତି ନତାଶା
ନୂଆଦିଲ୍ଲୀ, ୨୦ା୭: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନ୍କୋଭିକ ଏବେ ସର୍ବିଆରେ ରହୁଛନ୍ତି । ପାଣ୍ଡ୍ୟାଙ୍କ ସହ ବିଚ୍ଛେଦ ଘୋଷଣା କରିବାର ଗୋଟିଏ ଦିନ ପୂର୍ବରୁ ସେ ସର୍ବିଆ ଚାଲିଯାଇଥିଲେ । ସେଠାରେ ପହଞ୍ଚି ସେ ବିଚ୍ଛେଦ…
ସାନିଆଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ସାମି, କହିଲେ…
ନୂଆଦିଲ୍ଲୀ, ୨୦ା୭: ଭାରତୀୟ କ୍ରେକେଟ୍ ଟିମ୍ର ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ଟେନିସ୍ ତାରକା ସାନିଆ ମିର୍ଜାଙ୍କ ବିବାହକୁ ନେଇ ନିକଟରେ ଚର୍ଚ୍ଚା ଜୋର ହେଉଥିଲା । ହେଲେ ଏହି ଖବରକୁ ନେଇ ସାମ଼୍ବାଦିକ ତଥା ୟୁଟ୍ୟୁବର ଶୁଭଙ୍କରଙ୍କୁ ସାକ୍ଷାତକାର…
ଧୋନିଙ୍କୁ ନେଇ ପ୍ରଶ୍ନ ପଚାରିଲେ ପାକିସ୍ତାନ ନାଗରିକ, କଡ଼ା ଜବାବ ଦେଲେ ହରଭଜନ
ନୂଆଦିଲ୍ଲୀ, ୨୦ା୭: ପାକିସ୍ତାନର ଅନେକ କ୍ରୀଡ଼ା ସାମ୍ବାଦିକ ଏବଂ କ୍ରୀଡା ଇନ୍ଫ୍ଲ୍ୟୁଏନ୍ସରମାନେ ପ୍ରାୟତଃ ଏପରି କାର୍ଯ୍ୟ କରନ୍ତି, ଯାହା ଦ଼୍ବାରା ଖେଳାଳିଙ୍କ ସହିତ ନିଜ ଦେଶକୁ ସମାଲୋଚନାର ସାମ୍ନା କରିବାକୁ ପଡ଼େ । ସେହିଭଳି, ଏଥର ପାକିସ୍ତାନର କ୍ରୀଡ଼ା ପ୍ରଚାରକ ବା…

