Tag Archives: Cricket News

ହଠାତ୍‌ କ୍ରିକେଟ୍‌ ପଡ଼ିଆରେ ଟଳିପଡ଼ିଲେ କ୍ରିକେଟର୍‌: ପାଗ ସାଜିଲା କାଳ

ଆଡିଲେଡ,୧୭।୩: ଦକ୍ଷିଣ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଏକ କ୍ଲବ କ୍ରିକେଟ ମ୍ୟାଚ ସମୟରେ ଅତ୍ୟଧିକ ଗରମ ଯୋଗୁ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ଜୁନୈଦ ଜାଫର ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ତାଙ୍କ ଜୀବନ ବଞ୍ଚାଯାଇପାରି ନ ଥିଲା। ଆଡିଲେଡର…

ଏ କ’ଣ କରିଦେଲେ ବିରାଟ କୋହଲି…ତାଙ୍କ ଆଗରେ ବଲିଉଡ୍‌ ଅଭିନେତା ଫେଲ୍‌

ନାଗପୁର,୪।୨: ବିରାଟ କୋହଲି କ୍ରିକେଟ ପଡ଼ିଆରେ ରନ ସଂଗ୍ରହ କରୁନାହାନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଗତ ବର୍ଷ ତାଙ୍କ ପାଇଁ ଭଲ ଚାଲି ନ ଥିଲା ଏବଂ ଏବେ ରଣଜୀ ଟ୍ରଫିରେ ସେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ବେଳେ ମାତ୍ର ୬ ରନ…

ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କଲା ବିସିସିଆଇ

ନୂଆଦିଲ୍ଲୀ,୩।୧: ଭାରତ ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ଉଇକେଟରେ ପରାସ୍ତ କରି ଟିମ ଇଣ୍ଡିଆ ଇତିହାସ ରଚିଛି। ପ୍ରାୟ ୭ ମାସ ପୂର୍ବେ, ଭାରତର ପୁରୁଷ ସିନିୟର ଦଳ ୨୦୨୪…

ରୋମାଞ୍ଚକର ସ୍ଥିତିରେ ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚ୍‌, ଦ଼୍ବିତୀୟ ଦିନରେ ୧୫ ୱିକେଟ୍‌…

ନୂଆଦିଲ୍ଲୀ, ୨୩।୦୮: ଗୋଲ୍ଡକୋଷ୍ଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଭାରତୀୟ ମହିଳା ଏ ଦଳ ଏବଂ ଅଷ୍ଟ୍ରେଲିଆ ମହିଳା ଏ ଦଳ ମଧ୍ୟରେ ଚାରି ଦିନିଆ ଟେଷ୍ଟର ଦ୍ୱିତୀୟ ଦିନରେ ଖେଳ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଦ୍ୱିତୀୟ ଦିନରେ ମୋଟ ୧୫ ୱିକେଟ ପଡ଼ିଥିଲା…

ଜାରି ହେଲା ଆଇସିସି ୱାନ୍‌ଡେ ରାଙ୍କିଂ, ପ୍ରଥମ ୫ ଜଣଙ୍କ ମଧ୍ୟରେ ୩ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ, ୨୧।୦୮: ଇଣ୍ଟରନାସନାଲ୍‌ କ୍ରିକେଟ୍‌ କାଉନ୍ସିଲ୍‌ ବା ଆଇସିସିର ଦିନିକିଆ ରାଙ୍କିଂରେ ଭାରତୀୟ କ୍ରିକେଟରଙ୍କ ଜଲ୍‌ୱା ପୁଣିଥରେ ଦେଖିବାକୁ ମିଳିଛି । କେବଳ ଭାରତୀୟ ଖେଳାଳି ନୁହଁନ୍ତି, ଗତ ସପ୍ତାହରେ କୌଣସି ମ୍ୟାଚ ଖେଳାଯାଇନଥିଲ। ଏହାପରେ ମଧ୍ୟ ଆଇସିସି ଏହାର ରାଙ୍କିଂ…

ରେକର୍ଡ କରିବା ଦିଗରେ ବାବର ଆଜମ୍‌

ନୂଆଦିଲ୍ଲୀ, ୨୦।୦୮: ପାକିସ୍ତାନ କ୍ରିକେଟ ଷ୍ଟାର ବାବର ଆଜାମ ପୁଣିଥରେ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ଅଛନ୍ତି। ବାଂଲାଦେଶ ଦଳ ବର୍ତ୍ତମାନ ପାକିସ୍ତାନ ଗସ୍ତରେ ରହିଛି । ପାକିସ୍ତାନ ଏବଂ ବାଂଲାଦେଶ ସିରିଜର ପ୍ରଥମ ମ୍ୟାଚ ୨୧ ଅଗଷ୍ଟରୁ ଖେଳାଯିବ । ଯଦିଓ…

ରୋହିତଙ୍କ ପାଖରେ ବଡ଼ ସୁଯୋଗ, ଏତିକି ରନ୍‌ରେ ପଛରେ ପଡ଼ିବେ ଜୋ ରୁଟ୍‌

ନୂଆଦିଲ୍ଲୀ, ୧୮।୦୮: ଭାରତ ଏବଂ ବାଂଲାଦେଶ ମଧ୍ୟରେ ସେପ୍ଟେମ଼୍ବରରେ ଦୁଇଟି ଟେଷ୍ଟ୍‌ ମ୍ୟାଚ୍‌ ହେବାକୁ ଯାଉଛି । ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ସେପ୍ଟେମ୍ବର ୧୯ ରୁ ଆରମ୍ଭ ହେବ । ଏହି ଦୁଇ ଟେଷ୍ଟ ମ୍ୟାଚ ବିଶ୍ୱ ଟେଷ୍ଟ…

ଦିନେ ଥିଲେ ଟିମ୍‌ର କ୍ୟାପ୍ଟେନ୍‌, ହେଲେ ଆଜି ସବୁ ଫର୍ମାଟ୍‌ରୁ ବ୍ୟାନ୍‌ କଲା କ୍ରିକେଟ୍‌ ବୋର୍ଡ

ନୂଆଦିଲ୍ଲୀ, ୧୭।୦୮: ଜଣେ ଅନୁଭବୀ ୱିକେଟ୍‌ କିପର ଭାବେ ଜଣାଶୁଣା ନିରୋଶନ ଡିକ୍‌ୱେଲା । ହେଲେ ତାଙ୍କ ଉପରେ ଏବେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ । ନିକଟରେ ଶେଷ ହୋଇଥିବା ଲଙ୍କା ପ୍ରିମିୟର ଲିଗ୍‌ ୨୦୨୪ରେ ଏହି…

ଭାରତୀୟ ଟିମ୍‌କୁ ପୁଣି ଫେରିବେ କି ଇଶାନ୍‌ କିଶନ୍‌? ଘରୋଇ କ୍ରିକେଟ୍‌ରେ ଦମ୍‌ଦାର ପ୍ରଦର୍ଶନ

ନୂଆଦିଲ୍ଲୀ, ୧୬।୦୮: ଭାରତୀୟ କ୍ରିକେଟ୍‌ ଟିମ୍‌ରୁ ବର୍ତ୍ତମାନ ପାଇଁ ବାଦ୍‌ ପଡ଼ିଥିବା ୱିକେଟ୍‌ କିପର ଇଶାନ୍‌ କିଶନ୍‌ ଘରୋଇ କ୍ରିକେଟ୍‌ରେ ଜବରଦସ୍ତ ଫର୍ମରେ ଥିବା ଦେଖିବାକୁ ମିଳୁଛି । ବୁଚି ବାବୁ ଟୁର୍ଣ୍ଣାମେଣ୍ଟରେ ଝାଡ଼ଖଣ୍ଡର କ୍ୟାପ୍ଟେନ୍‌ ଦ଼୍ବାୟିତ଼୍ବରେ ଥିବା ଇଶାନ୍‌ ୱିକେଟ୍‌…

ସର୍ଫରାଜ ଖାନ୍‌ଙ୍କ ଅଧିନାୟକତ଼୍ବରେ ଖେଳିବେ ଶ୍ରେୟାସ ଆୟାର ଏବଂ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ, ୧୪।୦୮: ଭାରତୀୟ କ୍ରିକେଟ୍‌ ଟିମ୍‌ ଆଗାମୀ ଗୋଟିଏ ମାସ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ ନାହିଁ । ଏହି କାରଣରୁ ଟିମ୍‌ର ସମସ୍ତ ବରିଷ୍ଠ ଖେଳାଳି ଘରୋଇ ମ୍ୟାଚ୍‌ ଖେଳିବେ । ରୋହିତ ଶର୍ମା ଏବଂ ବିରାଟ କୋହଲି…

ବାଂଲାଦେଶ ବିପକ୍ଷରେ ଖେଳିବ ଭାରତ, ଜାଣନ୍ତୁ କେବେ କେବେ ରହିଛି ମ୍ୟାଚ୍‌

ନୂଆଦିଲ୍ଲୀ, ୧୧।୦୮: ଭାରତୀୟ କ୍ରିକେଟ୍‌ ଟିମ୍‌ ନିକଟରେ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ଶେଷ କରିଛି। ଟି-୨୦ ସିରିଜ୍‌ ୩-୦ରେ ବିଜୟ ପରେ ୱାନ୍‌ଡେ ସିରିଜ୍‌ରେ ୦-୨ରେ ଶ୍ରୀଲଙ୍କା ଠାରୁ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ । ବର୍ତ୍ତମାନ ଗୋଟିଏ ମାସ ପର୍ଯ୍ୟନତ…

ସିରିଜ୍‌ ହାରିବା ପରେ ବି ୱାନ୍‌ଡେରେ କମାଲ୍‌ କରିଛନ୍ତି ରୋହିତ୍‌, ଏହି ଲିଷ୍ଟ୍‌ରେ ସବୁଠାରୁ ଆଗରେ…

ନୂଆଦିଲ୍ଲୀ, ୦୮।୦୮: ଶ୍ରୀଲଙ୍କାରେ ଖେଳାଯାଇଥିବା ୱାନ୍‌ଡେ ସିରିଜ୍‌ରେ ଭାରତର ଶୋଚନୀୟ ପରାଜୟ ହୋଇଛି । ଶ୍ରୀଲଙ୍କା ଏହି ସିରିଜ୍‌କୁ ୨-୦ ରେ ପୋଛି ନେଇଛି । ପ୍ରଥମ ମ୍ୟାଚ୍‌ ଟାଇ ରହିଥିବା ବେଳେ ଦ଼୍ବିତୀୟ ମ୍ୟାଚ୍‌ ୩୨ ରନ୍‌ରେ ଏବଂ ତୃତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?