ଖୁସିରେ ଝୁମିଲେ ମାଲିକାଣୀ କାବ୍ୟା ମାରନ
ଡର୍ବାନ୍,୧୧।୨: ଦକ୍ଷିଣ ଆଫ୍ରିକା ଟି-୨୦ଲିଗର ଫାଇନାଲ୍ ମ୍ୟାଚ ସନରାଇଜର୍ସ ଇଷ୍ଟର୍ଣ୍ଣ କେପ ଏବଂ ଡର୍ବାନ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଥିଲା। ଟାଇଟଲ ମ୍ୟାଚରେ ସନରାଇଜର୍ସ ସୁପର ଜିଆଣ୍ଟସକୁ ୮୯ ରନ୍ରେ ପରାସ୍ତ କରି ଟାଇଟଲ ଜିତିଥିଲା। କ୍ରମାଗତ ଦ୍ୱିତୀୟ ଥର ପାଇଁ…
‘କୋହଲି ଯଦି ଆସିଯାଆନ୍ତି…’ ତୃତୀୟ ମ୍ୟାଚ୍ ପୂର୍ବରୁ ଡରିଲାଣି ଇଂଲଣ୍ଡ
ନୂଆଦିଲ୍ଲୀ,୭।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ୧-୧ ବରାବର ସ୍ଥିତିରେ ରହିଛି। ପ୍ରଥମ ମ୍ୟାଚ୍ ହାରିବା ପରେ ଦ୍ୱିତୀୟ ମ୍ୟାଚ୍ରେ ଭାରତୀୟ ଟିମ୍ ପ୍ରତ୍ୟାବର୍ତ୍ତନ କରି ବଡ଼ ବିଜୟ ହାସଲ କରିଥିଲା। ଏବେ ତୃତୀୟ ଟେଷ୍ଟ ପୂର୍ବରୁ…
ନିରାଶ କରୁଛନ୍ତି ଗିଲ, ନଂ- ୩ରେ ଫେଲ୍ ହେବା ପରେ ହୋଇପାରନ୍ତି ଦଳରୁ ବିଦା !
ହାଇଦ୍ରାବାଦ,୨୮।୧: ଟେଷ୍ଟ ଫର୍ମାଟରେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ। ଏବେ ଦଳରେ ନଂ- ୩ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତାଙ୍କୁ ମିଳିଥିଲେ ହେଁ ତାଙ୍କ ବ୍ୟାଟ୍ ଚାଲୁନାହିଁ। ଏହାର ପ୍ରଭାବ ହାଇଦ୍ରାବାଦରେ ଖେଳାଯାଉଥିବା ଟେଷ୍ଟରେ ଦେଖିବାକୁ ମିଳିଛି।…
Zaka Ashraf resigns: ପୁଣି ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ, ପିସିବି ସର୍ବେସର୍ବା ଜାକା ଅଶରଫ ଦେଲେ ଇସ୍ତଫା
ଇସଲାମାବାଦ,୨୦।୧: ପାକିସ୍ତାନ କ୍ରିକେଟ ସହ ଜଡ଼ିତ ବଡ଼ ଖବର ସାମ୍ନାକୁ ଆସିଛି। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ମ୍ୟାନେଜମେଣ୍ଟ କମିଟିର ମୁଖ୍ୟ ଜାକା ଅଶରଫ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ବୋର୍ଡ ପକ୍ଷରୁ ବୟାନ ଜାରି କରାଯାଇଛି। ତେବେ ନଜମ ସେଠୀଙ୍କ…
ଏକାସାଙ୍ଗରେ ସନ୍ନ୍ୟାସ ଘୋଷଣା କଲେ ୪ ବିଶ୍ୱ ଚାମ୍ପିୟନ କ୍ରିକେଟର
ନୂଆଦିଲ୍ଲୀ,୧୯।୧: ଜଣେ ଖେଳାଳି ଅବସର ନେବା ସାଧାରଣ କଥା। ପ୍ରତ୍ୟେହ କୌଣସି ନା କୌଣସି ଖେଳାଳି ତାଙ୍କ କାରିୟରକୁ ବିଦାୟ ଦିଅନ୍ତି, ହେଲେ ଆଶ୍ଚର୍ଯ୍ୟ ସେତେବେଳେ ଲାଗିଥାଏ ଯେତେବେଳେ ଗୋଟିଏ ଦେଶର ଏକାଧିକ ଖେଳାଳି ଏକାସାଙ୍ଗରେ ଅବସର ଘୋଷଣା କରନ୍ତି। ଓ୍ବେଷ୍ଟଇଣ୍ଡିଜରେ…
କାହିଁକି ବଦଳିଲେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ? ଦଳର କ୍ରିକେଟ ମୁଖ୍ୟ କହିଲେ କାରଣ…
ନୂଆଦିଲ୍ଲୀ,୨୦।୧୨: ନିକଟରେ ପ୍ରଶଂସକଙ୍କୁ ଚମକାଇ ମୁମ୍ବାଇ ଇଣ୍ଡିଆନ୍ସ ଏହାର ଅଧିନାୟକ ପରିର୍ତ୍ତନ କରିଥିଲା। ରୋହିତ ଶର୍ମାଙ୍କ ସ୍ଥାନରେ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଯୁକ୍ତ କରିଛି। ଏହାକୁ ନେଇ ଚର୍ଚ୍ଚା ଥମୁ ନ ଥିବା ବେଳେ ଏଭଳି ନିଷ୍ପତ୍ତି ପଛର କାରଣ କହିଛନ୍ତି…
ମୁଁ ବିରାଟଙ୍କୁ ଅଧିନାୟକ ପଦରୁ ହଟାଇ ନ ଥିଲି: ଗାଙ୍ଗୁଲି ବିବାଦୀୟ ମାମଲାକୁ ନେଇ କହିଲେ…
ନୂଆଦିଲ୍ଲୀ,୫।୧୨: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଯେତେବେଳେ ଅଧିନାୟକ ପଦ ଛାଡ଼ିଥିଲେ ସେତେବେଳେ ଅନେକ ପ୍ରକାର ଚର୍ଚ୍ଚା ହେଉଥିଲା। କିଛି ସେ ଚାପରେ ଅଧିନାୟକ ପଦ ଛାଡ଼ିଥିବା କହିଥିବା ବେଳେ କିଛି ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି…

