Tag Archives: Cricket News

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକାର ମୁକାବିଲା କରିଥିଲା। ଟିମ ଇଣ୍ଡିଆ ପାଇଁ ଅଭିଷେକ ଶର୍ମା…

W,W,W,W,W… ଗୋଟିଏ ଓଭରରେ ୫ ଉଇକେଟ୍‌ ନେଇ ଇତିହାସ ରଚିଲେ ଏହି ବୋଲର୍‌

ନୂଆଦିଲ୍ଲୀ,୪।୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ମହାନ କିମ୍ବଦନ୍ତୀମାନେ ଇଣ୍ଡୋନେସିଆର ଗେଡେ ପ୍ରିୟନ୍ଦନାଙ୍କ ପରି ସଫଳତା ହାସଲ କରିବାରେ ବିଫଳ ହୋଇଛନ୍ତି। ପ୍ରିୟନ୍ଦନାଙ୍କ ନାମ ମାତ୍ର ଗୋଟିଏ ଓଭର ପାଇଁ ରେକର୍ଡ ପୁସ୍ତକରେ ଲିପିବଦ୍ଧ। ଏହି ୨୮ ବର୍ଷୀୟ ପାର୍ଟ-ଟାଇମ ଦ୍ରୁତ ବୋଲର…

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ଭବିଷ୍ୟବାଣୀ କଲେ ରିକି ପଣ୍ଟିଂ: ଅଷ୍ଟ୍ରେଲିଆ ନୁହେଁ, ଏହି ଦଳ ହେବ ଚାମ୍ପିୟନ୍‌

ସିଡନୀ,୨।୨:ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଏବଂ କିମ୍ବଦନ୍ତୀ କ୍ରିକେଟ ବିଶେଷଜ୍ଞ ରିକି ପଣ୍ଟିଂ ICC ପୁରୁଷ T20 ବିଶ୍ୱକପ 2026 ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ପଣ୍ଟିଂ ଏହି ବିଶ୍ୱକପରେ କେଉଁ ଦଳ ସମ୍ଭାବ୍ୟ ବିଜେତା ତାହା ପ୍ରକାଶ କରିଛନ୍ତି। ICC…

ହଠାତ ଅଧାରୁ ଅଟକାଗଲା ମ୍ୟାଚ୍‌, ମଇଦାନରୁ ବାହାରକୁ ଗଲେ ଖେଳାଳି, ଦର୍ଶକ ବି ଲୁଚିଲେ; ଗାବାରେ କ’ଣ ଏମିତି ହେଲା?

ବ୍ରିସବେନ, ୮।୧୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରଜ୍‌ର ଅନ୍ତିମ ମ୍ୟାଚ୍‌ରେ ଏକ ଅଦ୍ଭୁତ ଘଟଣା ଘଟିଛି। ଅଧାରୁ ହଠାତ ମ୍ୟାଚ୍‌କୁ ଅଟକାଇ ଦିଆଯାଇଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ମ୍ୟାଚ ବ୍ରିସବେନ୍‌ର ପ୍ରସିଦ୍ଧ…

ବ୍ୟାଟ୍ସମ୍ୟାନ୍‌ ନା ସିକ୍ସ ମେଶିନ, ୧୩ ଛକା-ଚୌକା ମାରି  ଚହଳ ପକାଇଲେ ଏହି…

ନୂଆଦିଲ୍ଲୀ,୬।୧୧: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ରେ, ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ମାର୍କ ଚାପମ୍ୟାନ୍‌ ଏକ ଧମାକାଦାର ଇନିଂସ ଖେଳିଥିଲେ। ମାତ୍ର ୨୮ ବଲରେ ସେ ୭୮ ରନ କରିଥିଲେ। ବାମହାତୀ ବ୍ୟାଟ୍ସମ୍ୟାନ ଏପରି ଦମଦାର ପ୍ରଦର୍ଶନ କରିଥିଲେ ଯେ ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।…

ସିଡନୀ ଗ୍ରାଉଣ୍ଡରେ ରେକର୍ଡ ବର୍ଷା: ସଚିନଙ୍କୁ ପଛରେ ପକାଇ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଲେ କୋହଲି 

ସିଡନୀ,୨୫।୧୦: ଟିମ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବ୍ୟାଟ ଶେଷରେ ଗର୍ଜିଛି। ପର୍ଥ ଏବଂ ଆଡିଲେଡ୍‌ରେ ଶୂନ୍ୟରେ ଆଉଟ ହେବା ପରେ ସିଡନୀ ମଇଦାନରେ ସେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଫଳରେ ସେ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି। ୭୪ ରନ୍‌ର…

୧୮ ବର୍ଷ ପରେ ପୁଣି ଭାଇରାଲ ହେଉଛି ହରଭଜନ-ଶ୍ରୀସନ୍ତଙ୍କ ଚାପୁଡ଼ା କାଣ୍ଡର ଭିଡିଓ, ଲଳିତ ମୋଦି… 

ନୂଆଦିଲ୍ଲୀ,୨୯।୮: ଭାରତୀୟ ଭେଟେରାନ ବୋଲର ହରଭଜନ ସିଂହଙ୍କୁ ଆଜି ମଧ୍ୟ ୨୦୦୮ ଆଇପିଏଲ୍‌ ମ୍ୟାଚ୍‌ରେ ସାଥୀ ଖେଳାଳି ଏସ୍‌. ଶ୍ରୀସନ୍ତଙ୍କୁ ଚାପୁଡ଼ା ମାରିବାର ଘଟଣା ପାଇଁ ଅନୁତାପ ପ୍ରକାଶ କରନ୍ତି। ଅନେକ ସାକ୍ଷାତକାରରେ ସେ କହିଛନ୍ତି ଯେ ଯଦି ତାଙ୍କୁ ଅତୀତକୁ…

କିଏ ସେ ଆକୃତି? ଯାହାଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ପୃଥ୍ବୀ ଶ’! ଗଣେଶ ପୂଜାରେ… 

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ ଟିମ୍‌ର ଓପନର୍‌ ବ୍ୟାଟ୍ସମ୍ୟାନ୍‌ ପୃଥ୍ବୀ ଶ’ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଗଣେଶ ପୂଜା ଅବସରରେ ସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର କଥିତ ପ୍ରେମିକା ଆକୃତି ଅଗ୍ରଓ୍ବାଲଙ୍କ ସହ ଫଟୋ ଶେୟାର କରି ଚମକାଇଦେଇଛନ୍ତି।…

RCBର ବଡ଼ ଘୋଷଣା: ୩ ମାସ ପରେ ପ୍ରଶଂସକଙ୍କୁ ଦେଲା ଗୁଡ୍‌ନ୍ୟୁଜ୍‌

ନୂଆଦିଲ୍ଲୀ,୨୮।୮: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ୧୮ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ରଜତ ପଟିଦାରଙ୍କ ଅଧିନାୟକତ୍ୱରେ ଦଳ ଫାଇନାଲରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ଟ୍ରଫି ଜିତିଥିଲା। ଏହାର ଉତ୍ସବ ପାଳନ କରିବା ପାଇଁ, ପରଦିନ ଅର୍ଥାତ୍‌ ଜୁନ ୪ରେ, ବେଙ୍ଗାଲୁରୁର…

ଗମ୍ଭୀରଙ୍କ ମଜା ଉଡ଼ାଇବା ଯୋଗୁ ମିଳିଲା ଦଣ୍ଡ, ଷ୍ଟୋକ୍ସଙ୍କ ଅବସ୍ଥା ଖରାପ!  

ନୂଆଦିଲ୍ଲୀ,୫।୮: ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ଡ୍ର ହୋଇଥିଲା। ଏହି ମ୍ୟାଚ ବେଳେ ଭାରତୀୟ ଟିମ୍‌ର ଉଇକେଟକିପର-ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଆହତ ହୋଇଥିଲେ। ଆହତ ହେବା ସତ୍ତ୍ୱେ ସେ ଏହି…

୨୨ ବଲ୍‌ରେ ବଡ଼ କାରନାମା: ଚୌକା-ଛକା ବର୍ଷା କରି ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଲେ ଏହି କ୍ରିକେଟର୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୭: T20 ବ୍ଲାଷ୍ଟରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ୨୪ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋର୍ଡାନ କକ୍ସ ଏକ ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। କକ୍ସ ଏହି ଇନିଂସରେ କେବଳ ଛକା ଏବଂ ଚୌକା ସହିତ ଶତକ ହାସଲ କରିଥିଲେ।…

ସଚିନଙ୍କୁ ମିଳୁଛି କେତେ ପେନସନ୍‌: ଧୋନୀଙ୍କଠୁ କମ୍‌ ନା ବେଶୀ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୭।୭: ଅବସରପ୍ରାପ୍ତ ଭାରତୀୟ ଖେଳାଳିମାନେ ପ୍ରତି ମାସରେ ବିସିସିଆଇରୁ ପେନସନ ପାଆନ୍ତି। ବିସିସିଆଇ ପୂର୍ବତନ ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ପ୍ରତି ମାସରେ ୭୦,୦୦୦ ଟଙ୍କା ପେନସନ ଆକାରରେ ଦିଏ। ସଚିନ ଏବଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?