ଅଗ୍ନିବୀରଙ୍କ ପାଇଁ ଖୁସି ଖବର! ହେଲା ବଡ଼ ଘୋଷଣା, ୬ ବର୍ଷ ପରେ ମିଳିବ…
ନୂଆଦିଲ୍ଲୀ,୧୬।୧୧: ଅଗ୍ନିବୀରଙ୍କ ନିଯୁକ୍ତି ଓ ସେବା ଅବଧିକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (CDS) ଜେନେରାଲ୍ ଏନ୍ଏସ୍ ରାଜା ସୁବ୍ରମଣି । ଅଗ୍ନିବୀରଙ୍କ ସେବା ଅବଧିରେ ସମ୍ପ୍ରସାରଣ ଏବଂ ସ୍ଥାୟୀ ନିଯୁକ୍ତି…

