Tag Archives: bomb threat

ପ୍ରଧାନମନ୍ତ୍ରୀଙ୍କୁ ଝାଲମୁଢି ଖୁଆଇଥିବା ବ୍ୟକ୍ତିଙ୍କୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ, ଜାଣନ୍ତୁ କିଏ ଦେଇଛନ୍ତି ଏମିତି ଧମକ

ନୂଆଦିଲ୍ଲୀ,୨୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଝାରଗ୍ରାମ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦୋକାନରେ ଝାଲମୁଢି ଖାଇବା ପାଇଁ ଅଟକିଥିଲେ, ଏକ ଭିଡିଓରେ କଏଦ ହୋଇଥିବା ଏହି ମୁହୂର୍ତ୍ତଟି ପ୍ରାୟ ତୁରନ୍ତ ଭାଇରାଲ ହୋଇଥିଲା। ଫଳରେ, ଝାଲମୁଢି ବିକ୍ରେତା…

ସିଭିଲ କୋର୍ଟକୁ ପୁଣି ବୋମା ଧମକ, ଇ-ମେଲ୍‌ରେ ଲେଖାଅଛି…

ବରଗଡ଼,୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସିଭିଲ କୋର୍ଟକୁ ସୋମବାର ପୁଣି ଇ-ମେଲରେ ବୋମା ଧମକ ଅସିଛି। ଦିନ ୧ଟାରେ ବୋମା ବିସ୍ଫୋରଣ ହେବ ବୋଲି ଧମକ ରହିଛି। ଏହା ଜଣାପଡ଼ିବା ପରେ ବିଭାଗୀୟ ବିଚାରପତି, କର୍ମଚାରୀ ଏବଂ ଓକିଲମାନେ କୋର୍ଟ ବାହାରକୁ ଆସିଥିବାବେଳେ…

ରାଜଧାନୀର ୯ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ,୯।୨: ସୋମବାର ସକାଳେ ରାଜଧାନୀ ଦିଲ୍ଲୀରେ ଆତଙ୍କ ଖେଳିଗଲା ଯେତେବେଳେ ସହରର ବିଭିନ୍ନ ଅଞ୍ଚଳର ନଅଟି ପ୍ରମୁଖ ସ୍କୁଲକୁ ବୋମା ଧମକ ଆସିଲା। ଏହି ଧମକପୂର୍ଣ୍ଣ କଲଗୁଡ଼ିକ ସକାଳ ୮ଟା ୩୦ ରୁ ୯ଟା ମଧ୍ୟରେ ଆସିଥିଲା, ଯାହା ଫଳରେ ସ୍କୁଲ…

ବଳଦେବଜୀଉ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ, କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍‌ପିଙ୍କୁ…

କେନ୍ଦ୍ରାପଡ଼ା, ୨୦ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସହରର ଇଚ୍ଛାପୁରସ୍ଥ ବଳଦେବଜୀଉ ମନ୍ଦିରକୁ ଖୁବ ଶୀଘ୍ର ବୋମାରେ ଉଡାଇ ଦିଆଯିବ। ଏପ୍ରକାର ଏକ ପୋଷ୍ଟ ସାମାଜିକ ଗଣମାଧ୍ୟମରେ ସୋମବାର ଘୂରି ବୁଲୁଛି । ଯାହା ଏବେ ଶ୍ରଦ୍ଧାଳୁଙ୍କ ମନରେ ବିସ୍ମୟ ସୃଷ୍ଟି କରିବା ସହିତ…

ଇଣ୍ଡିଗୋ ଫ୍ଲାଇଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ଏମରଜେନ୍ସି ଲ୍ୟାଣ୍ଡିଂ

ମୁମ୍ବାଇ,୨।୧୨: ମୁମ୍ବାଇ ବିମାନବନ୍ଦରରେ ଏକ ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରିଥିଲା। ବିମାନଟି କୁଏତରୁ ହାଇଦ୍ରାବାଦ ଯାତ୍ରା କରୁଥିଲା। ବିମାନକୁ ଉଡ଼ାଣ ସମୟରେ, ଏକ ବୋମା ଧମକ ମିଳିଥିଲା। ବିମାନଟିକୁ ତୁରନ୍ତ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଇମେଲ…

ଦୁର୍ଗାପୂଜାରେ ଯାତ୍ରୀ ହେଲେ ଭୟଭୀତ, ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ

ମୁମ୍ବାଇ,୩୦।୯: ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଧମକ ମିଳିଥିଲା। ଫ୍ଲାଇଟ ନମ୍ବର 6E 762 ପ୍ରାୟ ୨୦୦ ଜଣ ଲୋକଙ୍କୁ ନେଇଯାଉଥିଲା, ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଏହି ଧମକ ସ୍ପଷ୍ଟ ମନେ ହେଉଥିଲା। ଏକ ସୂତ୍ର କହିଛି…

‘ପବିତ୍ର ଶୁକ୍ରବାର ବିସ୍ଫୋରଣ ପାଇଁ…,’ ଧମକପୂର୍ଣ୍ଣ ଇ-ମେଲରେ ରହିଛି ପାକିସ୍ତାନର ନାଁ! ଜାଣନ୍ତୁ ଆଉ କ’ଣ ଲେଖା ଅଛି

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀର ସ୍କୁଲ ଏବଂ କଲେଜ ପରେ ଏବେ ହାଇକୋର୍ଟକୁ ମଧ୍ୟ ବୋମା ଧମକ ମିଳିଛି। ଦିଲ୍ଲୀ ହାଇକୋର୍ଟକୁ ଇ-ମେଲ ମାଧ୍ୟମରେ ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ ଚିଠିରେ ପାକିସ୍ତାନର ମଧ୍ୟ ଉଲ୍ଲେଖ ଅଛି। ସୂଚନାଯୋଗ୍ୟ, ଶୁକ୍ରବାର କୋର୍ଟର କାର୍ଯ୍ୟ…

ଶ୍ରୀମନ୍ଦିର ଉଡ଼ାଇଦେବାକୁ ଧମକ

ପୁରୀ,୧୪ା୮ (ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ପରିକ୍ରମା ମାର୍ଗର ବୁଢ଼ୀ ମା’ ମନ୍ଦିର କାନ୍ଥରେ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ହାତରେ ଲେଖାଯିବା ସହିତ ଫୋନ୍‌ ନମ୍ବର ମଧ୍ୟ ଦିଆଯାଇଛି।…

ରାଜଧାନୀ ପରେ ବେଙ୍ଗାଲୁରୁ, ୪୦ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ବେଙ୍ଗାଲୁରୁ,୧୮।୭: ଦିଲ୍ଲୀ ପରେ, ଏବେ ବେଙ୍ଗାଲୁରୁର ଅତି କମରେ ୪୦ଟି ସ୍କୁଲକୁ ବୋମା ଧମକ ମିଳିଛି। ଏହି ବିଷୟରେ ସୂଚନା ପାଇବା ପରେ, ପୋଲିସ ସକ୍ରିୟ ହୋଇ ସର୍ଚ୍ଚ ଅପରେଶନ ଆରମ୍ଭ କରିଛି। ତଥାପି, ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିବାର…

୬ ଦିନରେ ୭୦ରୁ ଅଧିକ ବିମାନକୁ ଦିଆଗଲାଣି ବୋମା ଧମକ, ଏଥିରେ ରହିଛି…

ନୂଆଦିଲ୍ଲୀ,୧୯ା୧୦: ଏୟାରଲାଇନ୍‌ ପ୍ରତି ବିପଦ ବଢୁଛି। କିଛିଦିନ ଧରି ଲଗାତର ବିମାନକୁ ବୋମା ଧମକ ମିଳୁଛି। ଶନିବାର ୫ଟି ଇଣ୍ଡିଗୋ ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ବି ମିଳିଛି। ଆକାସା ଏୟାରଲାଇନ୍ସର ୫ ବିମାନକୁ ମଧ୍ୟ ବୋମା ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?