ପାଣ୍ଡିଆନଙ୍କ ବିରୋଧରେ ବିଦ୍ରୋହ ଆହ୍ୱାନ ଦେଲେ ଶ୍ରିମୟୀ, ଡେଇଁ ପଡ଼ିବେ କି ବିଜେଡି ନେତା ?
ଭୁବନେଶ୍ୱର,୧୦।୧୦: ନିଲମ୍ବିତ ବିଜୁ ଜନତା ଦଳ (ବିଜେଡି) ନେତ୍ରୀ ଶ୍ରିମୟୀ ମିଶ୍ର ଦଳରେ ବିଦ୍ରୋହର ଆହ୍ୱାନ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରି ଦଳୀୟ ନେତୃତ୍ୱଙ୍କୁ ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଜଣେ ସ୍ୱଘୋଷିତ…
ନୂଆପଡ଼ା ଉପନିର୍ବାଚନ ପାଇଁ ବିଶାଳ ଟିମ୍ ପଠାଇଲେ ନବୀନ, ତିନି ଗୁରୁତ୍ୱପୂର୍ଣ୍ଣ କମିଟି ଗଠନ
ଭୁବନେଶ୍ୱର,୮।୧୦: ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଆଗାମୀ ନଭେମ୍ବର ୧୧ରେ ଅନୁଷ୍ଠିତ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ତିନୋଟି ଗୁରୁତ୍ୱପୂର୍ଣ୍ଣ କମିଟି ଗଠନ କରିଛନ୍ତି। ଏହି କମିଟିଗୁଡ଼ିକରେ…
ନବୀନ ବାବୁଙ୍କୁ ଦଳର ସଭାପତି ନୁହେଁ, ବାପା ଭାବୁଥିଲି, କାହିଁକି ଏମିତି କହିଲେ ଶ୍ରୀମୟୀ…
ଭୁବନେଶ୍ୱର,୨୪ା୯: ପୁଣି ସୋସିଆଲ ମିଡିଆ ଜରିଆରେ ରୋଷ ଝାଡ଼ିଛନ୍ତି ବିଜେଡିରୁ ବିତାଡ଼ିତ ଶ୍ରୀମୟୀ ମିଶ୍ର। ସେ କହିଛନ୍ତି, ମୁଁ ନବୀନ ବାବୁଙ୍କୁ କେବଳ ଦଳର ସଭାପତି ଭାବି ନ ଥିଲି, ବାପା ଭାବୁଥିଲି। ମୋ ପ୍ରତି ଅପଶବ୍ଦ ପ୍ରୟୋଗ ନେଇ ନବୀନ…
ସସପେଣ୍ଡର ଗୁମର ଫିଟାଇଲେ ପ୍ରମିଳା! ସିଧା ସିଧା କହିଦେଲେ…
ଭୁବନେଶ୍ୱର,୨୪।୯: ବିଜେଡିରୁ ନିଲମ୍ବିତ ହେବାପରେ ପୁଣି ବିଜେଡିକୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ ମିଶ୍ର । ଗତ କିଛି ଦିନ ହେଲା ବିଜେଡିକୁ ନେଇ ତେରଚ୍ଛା ବାଣ ମାରି ଆସୁଥିଲେ ଶ୍ରୀମୟୀ । ଏବେ ନିଲମ୍ବନ ପରେ ସିଧା ଟାର୍ଗେଟ କରିଛନ୍ତି। ଯାହାପରେ…
ଶ୍ରୀମୟୀଙ୍କୁ ନେଇ ତାରା କହିଲେ ତାଙ୍କ ଭଳି ନେତ୍ରୀ ଦଳ ପାଇଁ…
ଭୁବନେଶ୍ୱର,୨୪ା୯: ଶ୍ରୀମୟୀ ମିଶ୍ର ବିଜେଡିରୁ ନିଲମ୍ବନ ପରେ ଏବେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ବିଜେଡି ବିରୋଧରେ କହି ଦଳରୁ ନିଲମ୍ବିତ ହୋଇଛନ୍ତି ଶ୍ରୀମୟୀ। ଏହା ପରେ ସେ କେଉଁ ଦଳକୁ ଯିବେ ସେନେଇ ଚାଲିଛି ଅନେକ ଆଲୋଚନା। କିଛି କହୁଛନ୍ତି…
ଜଣାପଡିଲା ବିଜେଡିରୁ କାହିଁକି ବିଦା ହେଲେ ଶ୍ରୀମୟୀ! ଭିତିରି କଥା…
ଭୁବନେଶ୍ୱର,୨୩।୯: ବିଜେଡ଼ିରୁ ବିଦା ହେଲେ ଶ୍ରୀମୟୀ ମିଶ୍ର । ଶ୍ରୀମୟୀ ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ବିଜେଡ଼ି କାର୍ଯ୍ୟାଳୟ ତରଫରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ମହିଳା ବ୍ୟାପାର ସାଧାରଣ ସଂପାଦିକା ଥିଲେ ଶ୍ରୀମୟୀ ସୋସିଆଲ ମିଡିଆରେ ଟିପ୍ପଣୀକୁ ନେଇ…
ସସ୍ପେଣ୍ଡ ପରେ ଶ୍ରୀମୟୀ କଲେ ବଡ଼ ଘୋଷଣା! ନବୀନଙ୍କୁ କଲେ ସିଧା ଟାର୍ଗେଟ
ଭୁବନେଶ୍ୱର,୨୩।୯: ବିଜେଡିରୁ ଆସିଲା ବଡ଼ ଖବର। ବିଜେଡ଼ିରୁ ବିଦା ହେଲେ ଶ୍ରୀମୟୀ ମିଶ୍ର । ଶ୍ରୀମୟୀ ମିଶ୍ର ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ବିଜେଡ଼ି କାର୍ଯ୍ୟାଳୟ ତରଫରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ମହିଳା ବ୍ୟାପାର ସାଧାରଣ ସଂପାଦିକା ଥିଲେ…
ବିଜେଡିରେ ହଲଚଲ, ଶ୍ରୀମୟୀ ମିଶ୍ର ସସ୍ପେଣ୍ଡ
ଭୁବନେଶ୍ୱର,୨୩।୯: ବିଜେଡିରୁ ଆସିଲା ବଡ଼ ଖବର। ବିଜେଡ଼ିରୁ ବିଦା ହେଲେ ଶ୍ରୀମୟୀ ମିଶ୍ର । ଶ୍ରୀମୟୀ ମିଶ୍ର ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ବିଜେଡ଼ି କାର୍ଯ୍ୟାଳୟ ତରଫରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ମହିଳା ବ୍ୟାପାର ସାଧାରଣ ସଂପାଦିକା ଥିଲେ…
ବବି ଦାସଙ୍କୁ ଆକାଶ ଦାସ ନାୟକଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ ଯଦି ମୋ’ ବିରୋଧରେ ଲଢ଼େଇ କରିବେ ତା’ହେଲେ…
ଭୁବନେଶ୍ୱର,୨୧ା୯: ବିଜେଡି ନେତା ବବି ଦାସଙ୍କ କୋରେଇ ଫେରିବା ମନ୍ତବ୍ୟକୁ ନେଇ ଭାଜପା ବିଧାୟକ ଆକାଶ ଦାସ ନାୟକ କଡ଼ା କାଉଣ୍ଟର କରିଛନ୍ତି। ବବିଙ୍କ ଯାଜପୁର ଦେବକୀ ଓ କୋରେଇ ଯଶୋଦା ମା’ ମନ୍ତବ୍ୟକୁ ନେଇ ଆକାଶ କହିଛନ୍ତି, କ୍ଷମତାର ଶୀର୍ଷରେ…
ଦିଲ୍ଲୀରେ ନବୀନ, ବିଜେଡି କଲା ବଡ଼ ଘୋଷଣା…
ନୂଆଦିଲ୍ଲୀ,୨୦।୯: ଆରମ୍ଭ ହେଉ ହେଉ ଅଚଳ ହେଇଯାଉଛି ବିଧାନସଭା। ଦୁଇଦିନ ହେଲା ଗୃହ ବିରୋଧୀଙ୍କ ଗର୍ଜନରେ କମ୍ପୁଥିବାବେଳେ ସୁରୁଖୁରୁରେ ଚାଲିପାରୁନାହିଁ। ଶନିବାର ବି ହଟ୍ଟଗୋଳରେ ଗୃହ ୪ଟା ଯାଏ ମୁଲତବୀ ହୋଇଛି। ତେବେ ଏହାରି ଭିତରେ ବିଜେଡି ବଡ଼ ଆନ୍ଦୋଳନ କରିବ…
ବିଜେଡିର ବଡ଼ ନେତାଙ୍କୁ ଉଠାଇନେଲା EOW, ରାଜ୍ୟ ରାଜନୀତିରେ ଚହଳ
କଟକ, ୧୯।୯: ବିଜେଡିର ବଡ଼ ନେତାଙ୍କୁ ଉଠାଇ ନେଇଛି EOW। ବିଜେଡିର ପ୍ରମୁଖ ନେତା ଏବଂ ନିମାପଡ଼ା ବିଧାନସଭା ଆସନରେ ପାର୍ଟିର ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କୁ ଆଜି ଆର୍ଥିକ ଅପରାଧ ପୁଲିସ (EOW) ଉଠାଇନେଇଛି। କଟକ ଜିଲାର ବାଦାମବାଡ଼ି ଅଞ୍ଚଳସ୍ଥିତ…
ସାର କଳବଜାର: କୃଷି ଭବନ ଘେରାଉ କରି ବିଜେଡି…
ବଲାଙ୍ଗୀର,୧୯ା୯(ସୁନୀଲ କୁମାର ମହାନ୍ତି): ଜିଲାରେ ସାର କଳାବଜାର ପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ ସ୍ଥାନୀୟ କୃଷି ଭବନ ଘେରାଉ କରାଯାଇଥିଲା। କୃଷି ଭବନ ସମ୍ମୁଖରେ ପ୍ରଥମେ ବିଜେଡି ନେତା ଓ କର୍ମୀମାନେ ଚାଷୀଙ୍କ ଗହଣରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ…

