୫୦୦ କୋଟି ଟଙ୍କାର ବାଙ୍କେ ବିହାରୀ କରିଡର ଯୋଜନାକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଲେ ନୂଆଦିଲ୍ଲୀ,୧୫ା୫: ସୁପ୍ରିମକୋର୍ଟ ଗୁରୁବାର ଉତ୍ତର ପ୍ରଦେଶ ସରକାରଙ୍କ ୫୦୦ କୋଟି ଟଙ୍କାର ଶ୍ରୀ ବାଙ୍କେ ବିହାରୀ ମନ୍ଦିର କରିଡର ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା ଅଧୀନରେ ବୃନ୍ଦାବନର ବାଙ୍କେ ବିହାରୀ ମନ୍ଦିର ନିକଟରେ ୫ ଏକର ଜମି କ୍ରୟ...