ଶତକ ମାରିବା ପରେ ପକେଟରୁ ଚିଠି ବାହାର କଲେ ଏହି କ୍ରିକେଟର: ଚିଠି ପଢିଲେ ହୋଇଯିବେ ଭାବବିହ୍ବଳ
ଜୋହାନ୍ସବର୍ଗ,୧୭।୧୧: କ୍ରିକେଟ ପଡ଼ିଆରେ ଅନେକ ଖେଳାଳି ନିଜ ଅନନ୍ୟ ଅନ୍ଦାଜରେ ଶତକ ପାଳନ କରିଥାନ୍ତି। କିନ୍ତୁ ବାଂଲାଦେଶର ଉଇକେଟ୍କିପର ବ୍ୟାଟର ଲିଟନ ଦାସ ଏଥର ନିଜ ଶତକକୁ ଏକ ସ୍ମରଣୀୟ ମୁହୂର୍ତ୍ତରେ ପରିଣତ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଜୋହାନ୍ସବର୍ଗର ଦ…

