ଏନ୍ସିଇଆର୍ଟି ବହିରୁ ହଟିଲା ବାବ୍ରି ମସ୍ଜିଦ ବିଷୟବସ୍ତୁ ନୂଆଦିଲ୍ଲୀ,୧୬ା୬: ଏନ୍ସିଇଆର୍ଟିର ଦ୍ୱାଦଶ ଶ୍ରେଣୀର ରାଜନୈତିକ ବିଜ୍ଞାନର ସଂଶୋଧିତ ବହି ବଜାରକୁ ଆସିଛି। ଏହି ବହିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଯୋଧ୍ୟା ବିବାଦ ପ୍ରସଙ୍ଗରେ ସବୁଠାରୁ ବଡ଼ ପରିବର୍ତ୍ତନ ଘଟିଛି, ଯେଉଁଠାରେ ବାବ୍ରି ମସ୍ଜିଦ ଉକ୍ତ ବହିରେ ନାହିଁ।...