ଉପନିର୍ବାଚନରେ ଚମକିଲା ଆପ୍: ୨ ଆସନରେ ବିଜୟୀ
ଲୁଧିଆନା,୨୩।୬: ପଞ୍ଜାବର ଲୁଧିଆନା ପଶ୍ଚିମ ବିଧାନସଭା ଆସନ ଏବଂ ଗୁଜରାଟର ବିସାବାଦ ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ) ପ୍ରାର୍ଥୀମାନେ ବଡ଼ ବିଜୟ ହାସଲ କରିଛନ୍ତି। ଏହା ଆପ ପାଇଁ ଜୀବନ ରକ୍ଷାକାରୀଠାରୁ କମ ନୁହେଁ।...
ସମ୍ବଭ ଜୈନ କିଏ? ଯାହାଙ୍କ ହାତ ଧରିଲେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଝିଅ ହର୍ଷିତା କେଜ୍ରିଓ୍ବାଲ ନିଜ ଆଇଆଇଟି ବ୍ୟାଚମେଟ୍ ସମ୍ବଭ ଜେନାଙ୍କୁ ବିବାହ କରିଛନ୍ତି। ଦିଲ୍ଲୀର କପୁରଥଲା ହାଉସରେ ଏହି ବିବାହ ହୋଇଥିଲା, ଯେଉଁଠାରେ...
ବିବାହ ବନ୍ଧନରେ ଆବଦ୍ଧ ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା, ୨୦ ଏପ୍ରିଲରେ ରିସେପ୍ସନ
ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟି(ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲଙ୍କ ଘରେ ବାଜିଛି ସାହାନାଇ। ଝିଅ ହର୍ଷିତା କେଜ୍ରିିୱାଲ ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସମ୍ଭବ ଜୈନଙ୍କ ହାତ ଧରିଛନ୍ତି ସେ। ଏହି...
ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ କି କେଜ୍ରିଓ୍ବାଲ: ପ୍ରଥମଥର ମୁହଁ ଖୋଲିଲେ ଭାଗବନ୍ତ ମାନ
ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଆମ ଆଦମୀ ପାର୍ଟିର ପରାଜୟ ପରେ ସବୁଠାରୁ ଚର୍ଚ୍ଚିତ ବିଷୟ ଥିଲା କେଜରିୱାଲ ଆଗକୁ କରିବେ କ’ଣ। ଆଗକୁ କେଜରିୱାଲ ଭାଗବନ୍ତ ମାନଙ୍କଠାରୁ ଦାୟିତ୍ୱ ନେଇ ନିଜେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି। ଏହି...
ବଢିଲା ଅଡ଼ୁଆ: କେଜ୍ରିୱାଲଙ୍କ ବଙ୍ଗଳାର ହେବ ଯାଞ୍ଚ, ନିର୍ଦ୍ଦେଶ ଦେଲା ସିଭିସି
ନୂଆଦିଲ୍ଲୀ,୧୫।୨: ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (CVC) ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। CPWD ଦ୍ୱାରା ଦାଖଲ କରାଯାଇଥିବା ଏକ ରିପୋର୍ଟ ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି, ଯେଉଁଥିରେ ୬ ଫ୍ଲାଗଷ୍ଟାଫ...
କେଜ୍ରିଓ୍ବାଲଙ୍କୁ ତାଚ୍ଛଲ୍ୟ, ହାରିବାକୁ ନେଇ ଶୁଭେଚ୍ଛା ଜଣାଇଲେ…
ନୂଆଦିଲ୍ଲୀ,୧୦।୨: ତିହାର ଜେଲରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଚିଠି ଲେଖିବା ଆରମ୍ଭ କରିଛନ୍ତି। ଦିଲ୍ଲୀ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ସେ ଆମ ଆଦମୀ ପାର୍ଟି (ଆପ୍) ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ...
କ’ଣ ହେବ ‘ଇଣ୍ଡିଆ’ ମେଣ୍ଟର ଭବିଷ୍ୟତ: କଂଗ୍ରେସ ଏମ୍ପି କଲେ ଚାଞ୍ଚଲ୍ୟକର ଖୁଲାସା
ନୂଆଦିଲ୍ଲୀ,୧୦।୨: ଦିଲ୍ଲୀରେ ଆମ ଆଦମୀ ପାର୍ଟି ନିର୍ବାଚନରେ ପରାସ୍ତ ହେବା ପରେ ଇଣ୍ଡିଆ ମେଣ୍ଟ ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଛି। ଏହି ମେଣ୍ଟରେ ସାମିଲ ଅଧିକାଂଶ ଦଳ ଦିଲ୍ଲୀ ନିର୍ବାଚନରେ ଅରବିନ୍ଦ କେଜରିୱାଲଙ୍କୁ ସମର୍ଥନ କରିଥିଲେ। ଏସପି, ଟିଏମସି, ଆରଜେଡି...
After 27: ୨୭ ବର୍ଷ ପରେ ଭାଜପା ଦଖଲରେ ଦିଲ୍ଲୀ
ନୂଆଦିଲ୍ଲୀ,୯।୨(ପି.ଟି.): ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଭାରତୀୟ ଜନତା ପାର୍ଟି (ଭାଜପା) ଦିଲ୍ଲୀ ଦଖଲ କରିଛି। ୧୨ ବର୍ଷ ପରେ ଦିଲ୍ଲୀ ଜନସାଧାରଣ ଆମ୍ ଆଦ୍ମୀ ପାର୍ଟି (ଆପ୍)କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା...
କାଲି ରେଜଲ୍ଟ, ଆଜି କେଜରିଓ୍ବାଲଙ୍କ ଘରେ ପଶିଲା ପୋଲିସ, ଦିଲ୍ଲୀରେ ହଇଚଇ
ନୂଆଦିଲ୍ଲୀ,୭।୨: ଦିଲ୍ଲୀ ବିଧାନସଭା ର୍ନିବାଚନର ଫଳାଫଳକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ଅରବିନ୍ଦ କେଜରିଓ୍ବାଲଙ୍କ ଘରେ ପୋଲିସ ପଶିଛି। ଏହାକୁ ନେଇ ଦିଲ୍ଲୀ ରାଜନୀତିରେ ଚହଳ ପଡିଛି। ଆମ ଆଦମୀ ପାର୍ଟି ଦ୍ୱାରା ଭାଜପା ବିରୋଧରେ ଲାଞ୍ଚ...
ଭବିଷ୍ୟବାଣୀ କଲେ କେଜ୍ରିଓ୍ବାଲ: ‘ଦିଲ୍ଲୀରେ ଏତିକି ଆସନରେ ଜିତିବ ଆପ୍ , ଯଦି…’
ନୂଆଦିଲ୍ଲୀ, ୩।୨: ଦିଲ୍ଲୀରେ ୩ୟ ଥର ପାଇଁ ଆମ୍ ଆଦ୍ମୀ ପାର୍ଟି(ଆପ୍) ସରକାର ଗଢ଼ିବା ନେଇ ସେ ଆଶାବାଦୀ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି(ଆପ୍) ଆବାହକ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି। ପ୍ରଚାରର ଶେଷ ଦିନରେ ସେ...
ଦିଲ୍ଲୀ ନିର୍ବାଚନ ପୂର୍ବରୁ AAPକୁ ବଡ଼ ଝଟ୍କା! ଦଳ ଛାଡ଼ିଲେ ୭ ବିଧାୟକ
ନୂଆଦିଲ୍ଲୀ,୩୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଆମ୍ ଆଦ୍ମୀ ପାର୍ଟିକୁ ବଡ଼ ଝଟ୍କା। ଏଠାରେ ଦଳର ୭ ବିଧାୟକ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ତ୍ରିଲୋକପୁରୀ ବିଧାୟକ ରୋହିତ, ଜନକପୁରୀ ବିଧାୟକ ରାଜେଶ ଋଷି,...
‘ପାଣିରେ ବିଷ’ ବୟାନ ପାଇଁ ଅରବିନ୍ଦ କେଜରିୱାଲଙ୍କୁ ନୋଟିସ କଲେ ନିର୍ବାଚନ କମିଶନ, ମାଗିଲେ ପ୍ରମାଣ
ନୂଆଦିଲ୍ଲୀ, ୨୮।୧: ଦିଲ୍ଲୀ ନିର୍ବାଚନ ପ୍ରଚାର ସରଗରମ ହେଉଥିଲା ବେଳେ ସମସ୍ତ ପକ୍ଷ ପରସ୍ପର ବିରୋଧରେ ବୟାନବାଜି ଜାରି ରଖିଛନ୍ତି। ଏହାରି ମଧ୍ୟରେ ମଙ୍ଗଳବାର ଭାରତୀୟ ନିର୍ବାଚନ କମିଶନ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଯମୁନା ନଦୀର...
Archives


