Tag Archives: america

ଶେଷ ହୋଇଯିବ ଇରାନ! କେବଳ ଯୁଦ୍ଧବିରତି ନୁହେଁ, ବଡ଼ ଟାର୍ଗେଟ ଖୁଲାସା କଲେ ଟ୍ରମ୍ପ

ନୂଆଦିଲ୍ଲୀ,୧୭।୬: ଇସ୍ରାଏଲ-ଇରାନ ସଂଘର୍ଷ ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ଏକ ବୃହତ୍ତର ଆଞ୍ଚଳିକ ଯୁଦ୍ଧର ଭୟ ବଢ଼ିଚାଲିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ସେ କେବଳ ଯୁଦ୍ଧରେ ବିରତି ଚାହୁଁନାହାନ୍ତି। ଏୟାର ଫୋର୍ସ ଓ୍ଵାନରେ ଖବରଦାତାମାନଙ୍କୁ ଟ୍ରମ୍ପ…

ଆମେରିକାରେ ହଇଚଇ: ଘରେ ପଶି ଦୁଇ ଏମ୍‌ପିଙ୍କୁ ଗୁଳି, ପୋଲିସ ବେଶରେ…

ଓ୍ବାଶିଂଟନ,୧୪।୬: ଆମେରିକାର ମିନେସୋଟା ରାଜ୍ୟରେ ଗୋଟିଏ ରାତିରେ ଦୁଇଜଣ ଏମ୍‌ପିଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ପୂର୍ବତନ ହାଉସ ବାଚସ୍ପତି ଏବଂ ଡେମୋକ୍ରାଟ ନେତା ମେଲିସା ହର୍ଟମ୍ୟାନ ଏବଂ ତାଙ୍କ ସ୍ବାମୀଙ୍କୁ ସେମାନଙ୍କ…

ଅପମାନିତ ହେଲା ପାକିସ୍ତାନ! ଆମେରିକା ସାଂସଦ କହିଲେ ପ୍ରଥମେ ‘ଜୈଶ-ଏ-ମହମ୍ମଦ ଉପରେ ଆକ୍ସନ ନିଅ’

ଓ୍ବାଶିଂଟନ,୭।୬: ଅପରେଶନ ସିନ୍ଦୂର ପରେ, ଭାରତ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ପର୍ଦ୍ଦାଫାସ କରିବା ପାଇଁ ବିଦେଶରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ପଠାଇଥିଲା। ଏହାକୁ ନକଲ କରି, ପାକିସ୍ତାନ ବିଲାୱଲ ଭୁଟ୍ଟୋଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଧ୍ୟ ଆମେରିକାକୁ ପଠାଇଥିଲା,…

ପାକିସ୍ତାନ ଏୟାରବେସ୍‌କୁ କବଜା କଲା ଆମେରିକା? ଚାଞ୍ଚଲ୍ୟକର ଖୁଲାସା

ଇସଲାମବାଦ,୩।୬: ପାକିସ୍ତାନର ପ୍ରଖ୍ୟାତ ସୁରକ୍ଷା ବିଶେଷଜ୍ଞ ଇମ୍ତିଆଜ ଗୁଲଙ୍କ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱରେ ଚହଳ ପକାଇଛି। ଏକ ସାମାଜିକ ଗଣମାଧ୍ୟମ ଭିଡିଓରେ ସେ ଦାବି କରିଛନ୍ତି ଯେ, ରାୱାଲପିଣ୍ଡିରେ ଅବସ୍ଥିତ ପାକିସ୍ତାନ ବାୟୁସେନାର ନୂର ଖାନ ଏୟାରବେସ ବର୍ତ୍ତମାନ…

ଭାରତ ଠାରୁ ୨ଲକ୍ଷ କୋଟି ଟଙ୍କାର ଋଣ ନେଇଛନ୍ତି ଟ୍ରମ୍ପ, ଚାଞ୍ଚଲ୍ୟକର ଖୁଲାସା…

ନୂଆଦିଲ୍ଲୀ, ୨।୬: ଆମେରିକା ସଂଯୁକ୍ତ ରାଷ୍ଟ୍ର ଭାରତକୁ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କା (୨୧୬ ବିଲିୟନ ଡଲାର) ଦେବ ଏବଂ ତାହା ପୁଣି ଋଣ ପରିଶୋଧ ପାଇଁ। ଏନେଇ ଜାତୀୟ ଗଣମାଧ୍ୟମରେ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି। ଆମେରିକା ଟ୍ରେଜୁରୀ…

ଆତଙ୍କବାଦୀ ଆକ୍ରମଣରେ ଥରିଉଠିଲା ଆମେରିକା, ଅନେକ ମୃତାହତ ଆଶଙ୍କା

କଲରାଡୋ,୨।୬: ଆମେରିକାର କଲୋରାଡୋରେ ଆତଙ୍କବାଦୀ ଆକ୍ରମଣ ପରେ, ସୁରକ୍ଷା ଦୃଷ୍ଟିରୁ ପଶ୍ଚିମରେ ବ୍ରଡୱେ, ଉତ୍ତରରେ ପାଇନ ଷ୍ଟ୍ରିଟ, ପୂର୍ବରେ ୧୬ ତମ ଷ୍ଟ୍ରିଟ ଏବଂ ଦକ୍ଷିଣରେ ୱାଲନଟ ଷ୍ଟ୍ରିଟଠାରୁ ସମଗ୍ର ଅଞ୍ଚଳକୁ ଖାଲି କରିଦିଆଯାଇଛି। ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ବୋଲ୍ଡରର ପର୍ଲ…

ଆମେରିକାରୁ ବିଦା ହେବେ କି ଜିନପିଙ୍ଗଙ୍କ ଝିଅ? କିଏ ସେହି ସି ମିଙ୍ଗଜେ, ଯିଏ ମନ ପଢିବାରେ ଓସ୍ତାଦ

ଓ୍ବାଶିଂଟନ/ବେଜିଂ,୩୧।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ହାର୍ଭାର୍ଡର ନିୟମ ପାଳନ ନକରିବା ପାଇଁ ଟ୍ରମ୍ପ ଏହାର ପାଣ୍ଠି ହ୍ରାସ କରିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ମଧ୍ୟ କହିଛନ୍ତି…

ଆମେରିକାକୁ ପରମାଣୁ ଧମକ ଦେଲା ଏହି ଦେଶ, ସାରା ବିଶ୍ୱରେ ଚହଳ!

ଓ୍ବାଶିଂଟନ୍‌,୨୭।୫: ସାରା ବିଶ୍ୱରେ ଚାଲିଥିବା ଅଶାନ୍ତି ମଧ୍ୟରେ ଏପରି ଏକ ଖବର ଆସିଛି ଯାହା ବିଶ୍ୱରେ ଚହଳ ପକାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦେଶ ପରମାଣୁ ଧମକ ଦେଇଛି। ଆମେରିକାକୁ ଏପରି ଧମକ ଉତ୍ତର କୋରିଆ ସରକାର ଦେଇଛନ୍ତି।…

ଟ୍ରମ୍ପଙ୍କ ଦେଶରେ ଏତେ ବଡ଼କଥା କହିଦେଲେ ଥରୁର, ଆମେରିକାରେ ଚହଳ!

ନୂଆଦିଲ୍ଲୀ, ୨୫।୫: କଂଗ୍ରେସ ଏମପି ଶଶି ଥରୁରଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ଆମେରିକା ସମେତ ପାଞ୍ଚଟି ଦେଶରେ ଭାରତର ଆତଙ୍କବାଦ ବିରୋଧୀ ନୀତି ଏବଂ ଦୃଢ଼ ଆଭିମୁଖ୍ୟକୁ ବିଶ୍ୱ ସମୁଦାୟ ଆଗରେ ଉପସ୍ଥାପନ କରିବା ପାଇଁ ଗସ୍ତ କରୁଛନ୍ତି।…

ଭାରତ-ପାକିସ୍ତାନ ଯୁଦ୍ଧ ପଛରେ ଆମେରିକାର ହାତ! ବଡ଼ ଖୁଲାସା କଲେ…

ଇସଲାମବାଦ,୨୫।୫: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଆମେରିକା ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ଖୱାଜା ଆସିଫ ସାରା ବିଶ୍ୱରେ ଘଟୁଥିବା ହିଂସା ଏବଂ ଯୁଦ୍ଧ ସମ୍ପର୍କରେ ଆମେରିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଆମେରିକା…

ଭାରତ କି ଆମେରିକା ନୁହେଁ, ଏହି ଦେଶରେ ରହିଛି ସ୍ପିଡ୍‌ ଇଣ୍ଟରନେଟ୍‌ ସେବା, ଜାଣନ୍ତୁ ତାଲିକାରେ ଅଛି କି ପାକିସ୍ତାନ…

ଆଜିର ଡିଜିଟାଲ ଯୁଗରେ ସ୍ପିଡ୍‌ ନେଟ୍‌ଓ୍ବର୍କ ଥିବା ଦେଶ ପ୍ରଯୁକ୍ତିବିଦ୍ୟା ପ୍ରଗତିର ମାପକାଠି ପାଲଟିଛି। ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ, ଆମେରିକା କିମ୍ବା ଭାରତ ଭଳି ବଡ଼ ଦେଶରେ ନିଶ୍ଚିତ ଭାବରେ ସ୍ପିଡ୍‌ ଇଣ୍ଟରନେଟ୍‌ ସେବା ପ୍ରଦାନ କରୁଛନ୍ତି। କିନ୍ତୁ…

ଫିଫା ବିଶ୍ୱକପ ୨୦୨୬ ଭିସା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଦୁଇ ସିଫ୍ଟରେ କାମ କରିବେ ଆମେରିକା ଅଧିକାରୀ

ୱାଶିଂଟନ ଡିସି,୨୨।୫: ଟ୍ରମ୍ପ ପ୍ରଶାସନ ୨୦୨୬ ଫିଫା ବିଶ୍ୱକପ ପୂର୍ବରୁ ଯୁକ୍ତରାଷ୍ଟ୍ରର କନସୁଲାର ଅଧିକାରୀମାନଙ୍କୁ ଦୁଇ ସିଫ୍ଟରେ କାମ କରାଇବା ଏବଂ କୃତ୍ରିମ ବୁଦ୍ଧିମତା (ଏଆଇ) ବ୍ୟବହାର କରି ଭିସା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଯୋଜନା ବିଚାର କରୁଛି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?