କ୍ରିଷ୍ଣା ବିକାଶ ଗ୍ରୁପ୍ର ନୂଆ ରେକର୍ଡ: ସିବିିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଆଦ୍ୟାଶା ସାହୁ ରାଜ୍ୟ ଟପ୍ପର ବରଗଡ଼,୧୫ା୫(ପ୍ରେମାନନ୍ଦ ଖମାରୀ): ସଦ୍ୟ ପ୍ରକାଶିତ ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳରେ କ୍ରିଷ୍ଣା ବିକାଶ ଗ୍ରୁପ୍ ଅଧୀନ ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିକାଶ ଆବାସିକ ବିଦ୍ୟାଳୟ, ଦୀର୍ଘ ୨୫ ବର୍ଷର ଯାତ୍ରାରେ ନୂଆ ରେକର୍ଡ ସୃଷ୍ଟି…