ODI ଇତିହାସରେ ୨୪ ବର୍ଷ ମଧ୍ୟରେ ଯାହା କେବେ ଘଟି ନଥିଲା, ତାହା ବର୍ତ୍ତମାନ ଘଟିଛି
ନୂଆଦିଲ୍ଲୀ,୭।୧୧: ୱେଲିଂଟନରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଦଳ ମାତ୍ର ୧୩୪ ରନରେ ଅଲଆଉଟ ହୋଇଯାଇଛି। ଏହି ସିରିଜରେ ଏହା କ୍ରମାଗତ ଦ୍ୱିତୀୟ ଥର ପାଇଁ ଘଟିଛି ଯେଉଁଠାରେ ନ୍ୟୁଜିଲ୍ୟାଣ୍ଡ ଦଳ ୨୦୦ ରନରୁ କମ ସ୍କୋରରେ ସୀମିତ ରହିଯାଇଛି।…

