Posted inଫୁରସତ

୬ ମାସ ପରେ ପେଟରୁ ବାହାରିଲା ନୋକିଆ ଫୋନ୍‌; ସର୍ଜରୀ ପରେ ଡାକ୍ତର…

ଜଣେ ୩୩ ବର୍ଷୀୟ ବ୍ୟକ୍ତିଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେଉଥିବା ଯୋଗୁ ସେ ଡାକ୍ତର ପାଖକୁ ଚିକିତ୍ସା ପାଇଁ ଯାଇଥିଲେ। ପରେ ବ୍ୟକ୍ତିଙ୍କ ଏକ୍ସ-ରେ କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଡାକ୍ତର। କାରଣ ବ୍ୟକ୍ତିଙ୍କ ପେଟ ଭିତରେ ଏକ ମୋବାଇଲ ଫୋନ ଥିବା ଦେଖିବାକୁ ମିଳିଥିଲା। ସେହି ଫୋନଟି ଦୀର୍ଘ ୬ ମାସ ହେବ ସେହି ବ୍ୟକ୍ତିଙ୍କ ପେଟ ଭିତରେ ଥିଲା। ସେ ଖାଇବା ପିଇବାରେ ମଧ୍ୟ ଅସୁବିଧା ଭୋଗୁଥିଲେ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଇଜିପ୍ଟରୁ।

ଏହି ମୋବାଇଲ ଗତ ୬ ମାସ ଧରି ବ୍ୟକ୍ତିଙ୍କ ପେଟ ଭିତରେ ଥିଲା।
ତେବେ ରୋଗୀଙ୍କ ପେଟ ଭିତରକୁ କିପରି ଏହି ମୋବାଇଲ ଗଲା, ସେ କିଭଳି ଏହାକୁ ଗିଳି ଥିଲେ ତାହା ବର୍ତ୍ତମାନ ଜଣା ପଡିନାହିଁ। ତାଙ୍କର ଅପରେସନ ଇଜିପ୍ଟର ଅସୱାନ ୟୁର୍ନିଭସିଟି ହସ୍ପିଟାଲରେ ହୋଇଥିଲା। ଡାକ୍ତରମାନେ ତାଙ୍କ ପେଟରୁ ‘ନୋକିଆ-୩୩୧୦’ର ଏକ ପୂରା ମୋବାଇଲ ବାହାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁମ୍ଭୀରକୁ ଚକ୍‌ମା ଦେଲା କଇଁଛ:ଦେଖନ୍ତୁ ଲୋକଟାଙ୍କୁରା ଭିଡିଓ

ଯେପରି ସିଂହକୁ ଜଙ୍ଗଲର ରାଜା କୁହାଯାଏ, ସେହିପରି କୁମ୍ଭୀରକୁ ‘ଜଳର ରାଜା’ କୁହାଯାଏ। ଶିକାରରେ ଉଭୟ କେହି କାହାଠାରୁ କମ୍‌ ନୁହେଁ। କୁମ୍ଭୀରଟି ତାର ଶିକାରକୁ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଯୁବତୀ ପିଠିରେ ଆଙ୍କିଲେ ମୋଦିଙ୍କ ଟାଟୁ

ଜମ୍ମୁ -କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଖୁସିରେ ବିଭୋର ହୋଇ ଝାଡ଼ଖଣ୍ଡର ଜଣେ ଯୁବତୀ ପିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟାଟୁ ଆଙ୍କି...

ଶୁଆ ଶୁଣୁଛି ଗିଟାର

ମୁମ୍ବାଇ: ଶ୍ରୋତା ନ ଥିଲେ ଗୀତ ଗାଇବାର ମଜା ନ ଥାଏ। ଶ୍ରୋତାମାନଙ୍କ ଉପଭୋଗ ଆଉ କରତାଳିରେ ହିଁ ଗୀତ ଗାଇବାର ଏକ ଭିନ୍ନ ଆନନ୍ଦ...

ପକ୍ଷୀବସା ଭଳି ରେସ୍ତୋରାଁ

ପର୍ଯ୍ୟଟକଙ୍କ ଭ୍ରମଣ କାହାଣୀକୁ ଆଉ ଟିକିଏ ରୋମାଞ୍ଚକର କରିବା ଲାଗି ପୃଥିବୀର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ବିଭିନ୍ନ ଆକର୍ଷଣୀୟ ସ୍ଥାନ ନିର୍ମାଣ କରାଯାଇଛି । ସେଭଳି...

ସରିସ୍କା ବ୍ୟାଘ୍ର ଅଭୟାରଣ୍ୟ

ବାଘମାନଙ୍କୁ ସୁରକ୍ଷା ଯୋଗାଇ ଦେବାପାଇଁ ରାଜସ୍ଥାନର ଅଲଓ୍ବର ଜିଲାରେ ରହିଛି ଏକ ଅଭୟାରଣ୍ୟ, ଯାହାର ନାଁ ହେଲା ସରିସ୍କା ବ୍ୟାଘ୍ର ଅଭୟାରଣ୍ୟ। କେବଳ ବାଘ ନୁହେଁ,...

ଜନବସତିରେ ରହିବା ପାଇଁ କରିବାକୁ ପଡ଼େ ଆପେଣ୍ଡିକ୍ସ୍‌ ଅପରେଶନ୍‌

ଓ୍ବାଶିଂଟନ,୧।୩: ଭାରତରେ ରହିବା ପାଇଁ ଭାରତୀୟ ନାଗରିକତ୍ୱ ପ୍ରମାଣ ଜରୁରୀ। ସେହିପରି ପୃଥିବୀର ବିଭିନ୍ନ ସ୍ଥାନରେ ରହିବା ଲାଗି ଭିନ୍ନ ଭିନ୍ନ ପ୍ରାମାଣିକ ତଥ୍ୟର ଆବଶ୍ୟକତା...

ଏହି ଗାଁରେ ୪୦୦ରୁ ଅଧିକ ଯାଁଳା ପିଲା, ଆଜି ପର୍ଯ୍ୟନ୍ତ କାରଣ ଖୋଜି ପାଉନାହାନ୍ତି ବିଶେଷଜ୍ଞ

ଦୁନିଆରେ କିଛି ନା କିଛି ଅଜବ ଘଟଣା ଦେଖିବାକୁ ମିଳିଥାଏ। ଯାହା ଦେଶ ବିଦେଶରେ ଚର୍ଚ୍ଚା ହୋଇଥାଏ। କିଛି ବିଚିତ୍ର କଥା ଅଛି ଶୁଣିବା ପରେ...

ଗୁପ୍ତଚର: ପାଦେ ପାଦେ ଥାଏ ଜୀବନ ପ୍ରତି ବିପଦ, ତଥାପି ଦେଶର ସ୍ବାର୍ଥ ପାଇଁ…

ନାଁ ବଦଳେ। ଠିକଣା ବଦଳେ। ବଦଳେ ପୂରା ପରିଚୟ। ଆଉ ପାଲଟିଯାଆନ୍ତି ଜଣେ ଜଣେ ଗୁପ୍ତଚର ବା ସିକ୍ରେଟ୍‌ ଏଜେଣ୍ଟ। ଭିନ୍ନ ଏକ ଦେଶରେ ଶତ୍ରୁଙ୍କ...

Advertisement
Archives

Model This Week