Posted inଜାତୀୟ

ସୁପ୍ରିମ୍‌କୋର୍ଟଙ୍କ ବଡ଼ ନିଷ୍ପତ୍ତି: ରାଜ୍ୟର ଅନୁମତି ବିନା ହେବନି ସିବିଆଇ ଯାଞ୍ଚ୍‌

ନୂଆଦିଲ୍ଲୀ,୧୯।୧୧: ସିବିଆଇ ଯାଞ୍ଚ୍‌ ନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଗୁରୁବାର ବଡ଼ ନିଷ୍ପତ୍ତିି ନିଆଯାଇଛି। ଏଣିକି ରାଜ୍ୟର ବିନା ଅନୁମତିରେ କୌଣସି ସିବିଆଇ ଯାଞ୍ଚ ହୋଇପାରିବ ନାହିଁ। ଝାଡ଼ଖଣ୍ଡ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼, ମିଜୋରାମ ଏବଂ ପଞ୍ଜାବ ଆଦି ୮ଟି ଅଣ-ଭାଜପା ଶାସିତ ରାଜ୍ୟରେ ସିବିଆଇ ଯାଞ୍ଚ୍‌ ଉପରେ କଟକଣା ଲଗାଯାଇଥିବାବେଳେ ଏବେ ସର୍ବୋଚ୍ଚ ନ୍ୟାୟାଳୟ ଏଥିପାଇଁ ସମ୍ପୃକ୍ତ ରାଜ୍ୟର ସହମତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଚାରପତି ଏ.ଏମ୍‌.ଖାନଓ୍ବିଲକର ଏବଂ ବି.ଆର୍‌. ଗଭାଇଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଅନ୍ତର୍ଗତ ଏଭଳି କରିବା ଅପରିହାର୍ଯ୍ୟ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ ଚିକିତ୍ସାରେ ଏବେ ସାମିଲ ହେବ ଆୟୁର୍ବେଦିକ ଚିକିତ୍ସା: ମାଗଣାରେ ରୋଗୀଙ୍କୁ ବଣ୍ଟାଯିବ ୧ଲକ୍ଷ କରୋନିଲ୍‌ କିଟ୍‌

ଚଣ୍ଡିଗଡ଼,୨୫।୫: ଗୋଟିଏ ପଟେ ଯୋଗ ଗୁରୁ ବାବା ରାମଦେବ କ୍ରମାଗତ ଭାବେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ହରିଆଣାରେ କରୋନା ରୋଗୀଙ୍କୁ...

ପରିବାର ସହ ମତଦାନ କଲେ ବଲିଉଡ୍‌ ଅଭିନେତ୍ରୀ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଆରମ୍ଭ ହୋଇଛି। ସକାଳୁ ବୁଥ୍‌ଗୁଡ଼ିକରେ ଲୋକମାନେ ଲମ୍ବା ଲାଇନ୍‌ରେ ଠିଆ ହୋଇ ନିଜର ମତଦାନ ସାବ୍ୟସ୍ତ...

କାନ୍ଦିଲେ ଭେଙ୍କାୟା: କହିଲେ, ଏଥର ରାଖୀରେ ଖାଲି ରହିବ ହାତ

ନୂଆଦିଲ୍ଲୀ, ୭।୮: ଶୋକାକୁଳ ପରିବେଶ ମଧ୍ୟରେ ଦିଲ୍ଲୀର ଲୋଧି ରୋଡ ଶ୍ମଶାନ ଘାଟଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତ୍ରୀ ସୁଷମା ସ୍ବରାଜଙ୍କ ଶେଷକୃତ୍ୟ...

ସୁପ୍ରିମ୍‌କୋର୍ଟରେ ହିଜାବ୍‌…

ନୂଆଦିଲ୍ଲୀ, ୧୫।୩ : ହିଜାବ୍‌ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟରେ ଏକ ଲିଭ୍‌ ପିଟିଶନ ଦାଖଲ କରାଯାଇଛି। କର୍ନାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍‌ କରି ନିଆବ୍‌ ନାଜ୍‌ ନାମକ...

ବେକାବୁ ହେଲାଣି ବନ୍ୟା: ଭୂସ୍ଖଳନରେ ୯ ମୃତ

ନୂଆଦିଲ୍ଲୀ, ୧୩ା୮(ପି.ଟି.): କେରଳ, କର୍ନାଟକ, ମହାରାଷ୍ଟ୍ର, ଗୁଜରାଟରେ ବର୍ଷାଜନିତ ବନ୍ୟା ପରିସ୍ଥିତି ଏବେ ବି ଗମ୍ଭୀର ରହିଥିବାବେଳେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି।...

୪,୨୭୬ କୋଟି ଟଙ୍କାର ମିଶାଇଲ୍‌, ଏୟାର ଡିଫେନ୍ସ ଅସ୍ତ୍ର କିଣାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୧ା୧(ପି.ଟି.): ହେଲିକପ୍ଟରରୁ ନିକ୍ଷେପ କରାଯାଇପାରୁଥିବା ଟ୍ୟାଙ୍କ ବିଧ୍ୱଂସୀ ଗାଇଡେଡ୍‌ ମିଶାଇଲ, ଏୟାର ଡିଫେନ୍ସ ଅସ୍ତ୍ର ସମେତ ୪,୨୭୬ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ ଡିଫେନ୍ସ...

ଗହମ ପରେ ଭାରତ ଚା’ କୁ ଫେରାଇଲେ ବହୁ ଦେଶ, କୀଟନାଶକ ଥିବା ଅଭିଯୋଗ…

ନୂଆଦିଲ୍ଲୀ, ୪।୬ : ଭାରତୀୟ ଚା’ ରପ୍ତାନିକାରୀ ସଂଘ (ଆଇଟିଈଏ) ର ସଭାପତି ଅଶୂଂମାନ କାନୋରିଆ କହିଛନ୍ତି ଯେ କୀଟନାଶକ ଏବଂ ରାସାୟନିକ ପଦାର୍ଥର ଧାର୍ଯ୍ୟ...

‘ଆଇପିସି, ସିଆର୍‌ପିସିରେ ହେବ ପରିବର୍ତ୍ତନ’

ନୂଆଦିଲ୍ଲୀ,୯ା୧୨(ପି.ଟି.): ବଳତ୍କାର ଭଳି ଘୃଣ୍ୟ ଅପରାଧ ସମେତ ଫୌଜଦାରି ମାମଲାରେ ନ୍ୟାୟ ମିଳିବାରେ ବିଳମ୍ବକୁ ନେଇ ବିତର୍କ ଚାଲିଥିବାବେଳେ ଆଇପିସି ଏବଂ ସିଆର୍‌ପିସିରେ ସଂଶୋଧନ ଆଣିବାକୁ...

Advertisement
Archives

Model This Week